୮ ଜଣ ପୁରୁଷଙ୍କୁ ବିବାହ କରିଥିଲେ ଏହି ଯୁବତୀ, ସମସ୍ତଙ୍କୁ ଠକି ପଇସା ଲୁଟୁଥିଲେ, ବର୍ତ୍ତମାନ AIDS ରୋଗରେ ପୀଡିତ…ସବୁ ସ୍ୱାମୀଙ୍କୁ ଖୋଜୁଛି ପୋଲିସ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳିଥାଏ। ସମାଜରେ ଅନ୍ୟାୟ , ଅତ୍ୟାଚାର ଓ ଅନୀତି କାର୍ଯ୍ୟ ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ,ହତ୍ୟା ଓ ଖରପ କାର୍ଯ୍ୟ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ଖରାପ ଆଡକୁ ବହୁତ ମାତ୍ରାରେ ଗତି କଲେଣି। ସେମାନେ ଅତି ନୀଚ୍ଚ କାମ କରୁଛନ୍ତି। ସେମାନେ ଖରାପ କାର୍ଯ୍ୟ କରିବା ସହ ନିଜେ ମଧ୍ୟ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ସେମାନଙ୍କ ପାଇଁ ସମାଜ ଆଜି କଳଙ୍କିତ ହେବାକୁ ଲାଗୁଛି। ସମାଜରେ ଏଭଳି କାର୍ଯ୍ୟ କରିବା ଦ୍ୱାରା ଲୋକ ମାନଙ୍କ ଉପରେ ଖରପ ପ୍ରଭାବ ପଡୁଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ।ତେବେ ଘଟଣାଟି ହେଉଛି ଜଣେ ମହିଳା ୮ଜଣଙ୍କୁ ବିବାହ କରି ଏଡସ ରୋଗରେ ପଡିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ହରିୟାଣା କୈଥଲ ଜିଲ୍ଲାରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ମହିଳା ୩୦ ବର୍ଷ ବୟସରେ ଏକ ଯୁବକଙ୍କୁ ୨୦୧୦ ମସିହାରେ ବୈଦିକ ରୀତି ଅନୁସାରେ ବିବାହ କରିଥିଲେ। ତାଙ୍କର ତିନୋଟି ସନ୍ତାମ ମଧ୍ୟ ରହିଥିଲେ। ତେବେ କିଛି ଦିନ ପରେ ଯୁବକ ଜଣଙ୍କ ମହିଳାଙ୍କୁ ଛାଡ଼ ପତ୍ର ନ ଦେଇ କେଉଁ ଆଡେ ପଳାଇ ଯାଇଛନ୍ତି। ଏହି ଘଟଣା ଘଟିବା ପରେ ମହିଳା ଜଣଙ୍କ ୮ ଜଣଙ୍କ ଯୁବକଙ୍କୁ ବିବାହ କରିଛନ୍ତି। ମହିଳା ଜଣଙ୍କ ତାର ଶାଶୁଘର ଲୋକ ମାନଙ୍କ ନାଁ ରେ ଯୌତୁକ ଦାବି ଘଟଣାରେ ଝଗଡା କରିବା ସହ ସଭା ଡାକୁଥିଲା। ଏହି ଘଟଣାର ସମାଧାନ ପରେ ମହିଳା ଜଣଙ୍କ ତାଙ୍କ ଶାଶୁଘରୁ ଟଙ୍କା ଓ ଗହଣା ସବୁ ନେଇ ଫେରାର ହୋଇ ଯାଇଛନ୍ତି, ଏଥିରେ ମହିଳାଙ୍କ ମାଆ ମଧ୍ୟ ସାମିଲ ଅଛନ୍ତି।

ତେବେ ଗତ କିଛି ଦିନ ତଳେ ଯୁବତୀ ଜଣଙ୍କ ପଟିଆଲାର ଜୁଲକା ଅଂଚଳରେ ନବମ ଯୁବଙ୍କୁ ବିବାହ କରୁଥିବା ସମୟରେ, ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିବା ସହ ମହିଳା ଜଣଙ୍କ ମଧ୍ୟ ଗିରଫ କରିବା ସହ HIV ଟେଷ୍ଟ ମଧ୍ୟ କରିଥିଲା ଓ ଟେଷ୍ଟ କରିବା ପରେ ପଜେଟିଭି ମଧ୍ୟ ଆସିଥିଲା। ଏଥିସହ ମହିଳାଟି ବିବାହ କରିଥିବା ଯୁବକ ମାନଙ୍କର ପୋଲିସ ଟେଷ୍ଟ କରାଇବ ବୋଲି ନିର୍ଦେଶ ମଧ୍ୟ ଦେଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।