ବୁଦ୍ଧିମାନ ପ୍ରଶ୍ନ – ୮ ଟି କଦଳୀ କୁ ନଭାଙ୍ଗି ନକାଟି ୯ ଜଣଙ୍କୁ କେମିତି ସମାନ ସମାନ ବାଣ୍ଟି ପାରିବା ? ଉତର ଦେବାରେ ୯୯% ଲୋକ ଫେଲ

0

ଆଜିର ମୋବାଇଲ ଓ କମ୍ପୁଟର ଯୁଗର ପିଲା ମାନେ ଆମ ଧର୍ମ ପୁରାଣ ଓ ଶାସ୍ତ୍ର ବିଷୟରେ ଜାଣିବାକୁ ସୁଯୋଗ ପାଉ ନାହାଁନ୍ତି।ସେମାନେ ସବୁବେଳେ ବହିରେ ଥିବା ପାଠ କୁ ପଢୁଛନ୍ତି,କାରଣ ଏହା ଦ୍ୱାରା ସେମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ମିଳିବ।କେବଳ ଛାତ୍ରଛାତ୍ରୀ ନୁହଁନ୍ତି ସେମାନଙ୍କ ପିତାମାତା ମଧ୍ୟ ଏହା ଚାହୁଁଛନ୍ତି କି ତାଙ୍କ ପିଲା ବହିକୁ ଭଲ ଭାବେ ପଢ଼ି ପରୀକ୍ଷାରେ ପ୍ରଥମ ସ୍ଥାନ ହାସଲ କରୁ। କିନ୍ତୁ ଏହା ସହିତ ସାଧାରଣ ଜ୍ଞାନ ମଧ୍ୟ ଆବଶ୍ୟକ ଅଟେ ।

ତେଣୁ ଆଜି ଆମେ ଆପଣଙ୍କୁ ଦେଶ ଦୁନିଆ ସମ୍ପର୍କିତ ୮ ଗୋଟି ଚତୁର ପ୍ରଶ୍ନ ଓ ସେ ଗୁଡ଼ିକର ଉତ୍ତର ବିଷୟରେ କହିବୁ।ଏହି ପ୍ରଶ୍ନ ଗୁଡ଼ିକ ଆପଣ ମାନେ ହୁଏତ କେବେବି ଶୁଣି ନଥିବେ ଏବଂ ଏହା ଆପଣଙ୍କ ଜ୍ଞାନ ଭଣ୍ଡାର କୁ ଉନ୍ନତ କରିବ ତେବେ ଆସନ୍ତୁ ଜାଣିବା କେତୋଟି ସାଧାରଣ ଜ୍ଞାନ ବିଷୟ ରେ ଜାଣିବା ,

1- ବିଶ୍ଵର ସର୍ବ ବୃହତ୍ ତ୍ରିକୋଣ ଭୂମି ସୁନ୍ଦରବନ , କେଉଁଠାରେ ଅବସ୍ଥିତ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ବାଂଲାଦେଶ , ଏହି ସୁନ୍ଦରବନ ରେ ବେଙ୍ଗଲ ଟାଇଗର ଦେଖିବାକୁ ମିଳିଥାଏ ଏହା ଭାରତ ର ୱେଷ୍ଟ ବେଙ୍ଗଲ କୁ ମଧ୍ୟ ଲାଗିଛି ।।

୨- ପାକିସ୍ଥାନ ର ସବୁଠୁ ବଡ଼ ସହର ନାମ କଣ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି କରାଚି । କରାଚି ପାକିସ୍ଥାନ ର ସବୁଠୁ ଜନଗହଳି ଓ ବଡ଼ ସହର ଅଟେ । କରାଚୀ ରେ ୬ ଟି ଜିଲ୍ଲା ରହିଛି । ଏହା ପାକିସ୍ଥାନ ର ଅର୍ଥନୀତି ଉପରେ ବହୁତ୍ ଅଧିକ ପ୍ରଭାବ ପକାଇ ଥାଏ।

୩- ପାକିସ୍ଥାନ ର ରାଷ୍ଟ୍ର ଭାଷା କଣ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଉର୍ଦ୍ଧୁ ।।

୪- ବିଶ୍ଵର ସମ୍ପୂର୍ଣ ଏକମାତ୍ର ହିନ୍ଦୁ ଦେଶର ନାମ କଣ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ନେପାଳ ।।

୫- ୮ ଟି କଦଳୀ କୁ ନଭାଙ୍ଗି ନକାଟି ୯ ଜଣଙ୍କୁ କେମିତି ସମାନ ସମାନ ବାଣ୍ଟି ପାରିବା ?
ଉତ୍ତର – କଦଳୀ ସେକ କରି

୬- ବାଂଲାଦେଶର ସବୁଠୁ ବଡ଼ ଜଳ ବନ୍ଦର ଟି କେଉଁଠି ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଚିତଗଙ୍ଗ

୭- ହିନ୍ଦୁକୋଷ ମାଉଣ୍ଟେନ୍ କେଉଁଠାରେ ଅବସ୍ଥିତ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ପାକିସ୍ଥାନ। ଏହାର ଉଚ୍ଚତା ୭ ହଜାର ୬୯୦ କିମି ଅଟେ ।

୮- ଗୋବି ମରୁଭୂମି କେଉଁଠାରେ ଅବସ୍ଥିତ ??
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ମଙ୍ଗୋଲିଆ

୯- ଥର ମରୁଭୂମି କେଉଁ ଦେଶରେ ଅବସ୍ଥିତ ଅଟେ ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଭାରତ । ଥର୍ ମରୁଭୂମି ଭାରତ ର ଉତ୍ତରାଖଣ୍ଡ ରେ ଅବସ୍ଥିତ ଅଟେ । ଏହି ବିଶ୍ଵ ର ୧୭ ତମ ବୃହତ୍ ମରୁଭୂମି ଅଟେ । ଏହା ଭାରତ ଓ ପାକିସ୍ଥାନ ପ୍ରାକୃତିକ ସୀମା ରେ ଅବସ୍ଥିତ ଅଟେ ।

୧୦- ଏସିଆ ରେ ସବୁଠୁ ବେସୀ ଉତ୍ତପ୍ତ ସ୍ଥାନ କେଉଁଠି ?
ଉତ୍ତର – ଏହାର ସଠିକ୍ ଉତ୍ତର ହେଉଛି ଯୋକୋବାବାଦ (ପାକିସ୍ଥାନ ) ।। ଏଠାରେ ୨୦୧୦ ମସିହା ରେ ୫୩ ଡିଗ୍ରୀ ଉତ୍ତାପ ରେକର୍ଡ କରାଯାଇ ଥିବା ବେଳେ ଏଠାରେ ସାଧାରଣ ଦିନ ମାନଙ୍କ ରେ ମଧ୍ୟ ୩୪ ଡିଗ୍ରୀ ରୁ ଅଧିକ ଉତ୍ତାପ ରେକର୍ଡ କରାଯାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।