୮୦ ଫୁଟ ଗାତ ଭିତରୁ ବାହାରି ପାରୁନି ୧୦ ବର୍ଷର ଶିଶୁ… ଦେଖନ୍ତୁ Video

ହଁ ଦର୍ଶକବନ୍ଧୁ ଘଟଣାଟି ଯିଏ ବି ଶୁଣିବ ଦେହ ଥରୀ ଉଠିବ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି 10 ବର୍ଷର ପୁଅ ସହିତ ଯିଏ କି ଜନ୍ମରୁ କଥା କହିପାରେନି ମୁକ ପିଲାଟି,48 ଘଣ୍ଟା ହେଲା ଶିଶୁ ଟିର ସୁରକ୍ଷା କରିବା ତାକୁ ରକ୍ଷା କରିବା ପାଇଁ ଚାଲିଛି ଉଦ୍ୟମ ତେବେ ଆସନ୍ତୁ ଜାଣିବା ପୁରା ଘଟଣା ବିଷୟରେ |

ଗାତ ଭିତରେ ଫୋସି ରହିଛି 10 ବର୍ଷର ଶିଶୁ ଟି ଦୀର୍ଘ 48 ଘଣ୍ଟା ହେଲା ରାହୁଲ କୁ ଉଦ୍ଧାର ପାଇଁ ଚେଷ୍ଟା ଚାଲିଛି,ଏନ. ଦି. ଆର. ଏଫ. ଟିମ ଓଁ ଏସ. ଟି. ର. ଏଫ. ରୋବୋଟିକ ଟିମ ବି ନାକେଦମ ହେଇଗଲାଣି,କିନ୍ତୁ ଉଦ୍ଧାର ବେଳେ ପଥର ସାଜିଛି ପ୍ରତିବନ୍ଧକ, ତେବେ 50 ଫୁଟ ରୁ ଅଧିକ ଗାତ ଖୋଲିବା ସାରିଲାଣି ଓଁ ଆହୁରି ଗାତ ଖୋଲିବା କାର୍ଯ୍ୟ ମଧ୍ୟ ଚାଲିଛି ଓଁ ଆଗକୁ 15 ଫୁଟର ଟୋନେଲ ଖୋଳି ଶିଶୁକୁ ଉଦ୍ଧାର କରିବା ପାଇଁ ପ୍ରଚେଷ୍ଟା ଚାଲିଛି |

48 ଘଣ୍ଟା ହେଲା ଚାଲିଛି ଖନନ କାର୍ଯ୍ୟ ଆଉ ସେଥିରେ ନିୟଜିତ ହୋଇଛି ଚାରୋଟି ବ୍ଲକଲିନ, ଚାରୋଟି ଭାଇବ୍ରେଟର ସହ ଚାରୋଟି ଜେସିପି, ଘନନ ଚାଲିଛି ରାତି ଦିନ ଆଉ ପିଲାଟିକୁ ଉଦ୍ଧାର ପାଇଁ ମଧ୍ୟ ପ୍ରଣାପନେ ଉଦ୍ୟମ ଚାଲୁଥିଲା ବେଳେ ପଥର ବାଧକ ସାଜିଛି | ଖନନ ବେଳେ ପଥର ଖୋସିବାରୁ ରାୟପୁର ରୁ ହେଭି ମେସିନାରୀ ସହ , ରୋ ବ୍ରେକର ଅଣାଯାଇଛି,ଆଉ ତିନି ଦିନ ହେଲା ଶିଶୁଟି ସେମିତି ଗାତ ଭିତରେ ଫୋସି ରହିଛି |ଏପରିକି ଗୁଜୁରାଟ ରୁ ଏକା ରୋବଟିକ ଟିମ ମଧ୍ୟ ଉଦ୍ଧାର ପାଇଁ ନିୟଜିତ କରାଯାଇଛି |

ତେବେ ଯାହା ଜଣା ପଡିଛି କି ତିନି ଦିନ ହେଲା ଶିଶୁଟି ଗାତ ଭିତରେ ପଡିଥିଲେ ମଧ୍ୟ ସେ ଗାତୋଭିତରେ ସୁସ୍ଥ ଅଛନ୍ତି, ତାଙ୍କୁ ପାଇପ ଯୋଗେ କଦଳୀ ଓଁ ଅ. ଆର. ଏସ ପାଣି ଗାତ ଭିତରକୁ ପଠାଯାଉଥିବା ବେଳେ ନିୟମିତ ଭାବରେ ଅମ୍ଳଜାନ ମଧ୍ୟ ସେ ଗାତ ଭିତରକୁ ପଠା ଯାଉଛି, ଏହା ବ୍ୟତୀତ ଯାହା ଜଣା ପଡିଛି କି ଶିଶୁଟି କଥା କହିପାରେନି ସେଥିପାଇଁ କେମେରା ସାହାଯ୍ୟରେ ଶିଶୁର ସମସ୍ତ ଏକ୍ଟିଭୀଟିଜ କୁ ବି ଜାଣୀହେଉଛି, ତେବେ ଛତିଶଗଡ ର ସରକାର 120 ଜନ ପୋଲିସ କୁ ସେଠାରେ ନିୟଜିତ କୋରାଇଛନ୍ତି, ଓ ତାର ସମସ୍ତ ସୁରକ୍ଷା ର ଦାୟିତ୍ୱ ମଧ୍ୟ ସରକାର ନେଇଛନ୍ତି|

ତେବେ ଯାହା ଜଣା ପଡିଛି କି 15 ଫୁଟର ଟୋନେଲ ଖନନ ପରେ ପିଲାଟିକୁ ସୁରକ୍ଷିତ ଭାବରେ ଉଦ୍ଧାର କରିବା କଥା ଏନ. ଡି. ଆର. ଏଫ. ଟିମ କହିଛନ୍ତି , ଓ ରାହୁଲ ର ସୁରକ୍ଷା ପାଇଁ ଡାକ୍ତରୀ ଟିମ ମଧ୍ୟ ନିୟଜିତ ହେଇଛନ୍ତି, ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment