ଦେଖନ୍ତୁ Shocking ଭିଡ଼ିଓ : 80 ଫୁଟ ରୁ ବାକି ମାତ୍ର ଆଉ ୬ ଫୁଟ ..ହେଲେ ରହିଛି ବିଷାକ୍ତ ସାପ ଭୟ…

ସୋସିଆଲମିଡ଼ିଆରେ ଅନେକ ସମୟରେ ଏମିତି ଘଟଣା ନଜରକୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାନ୍ତି। ଆଉ ଏବେ ଚାରିଆଡେ ଘୁରି ବୁଲୁଛି ଏକମାତ୍ର ଘଟଣା ଯାହା ବାଳକ ରାହୁଲ ଏକ ଵୋରୱେଲ ଭିତରେ ଫସି ଯାଇଛନ୍ତି ତାହା ପରେ ଯାହା ହେଲା ଆପଣ ମାନେ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ। ତେବେ ଆସନ୍ତୁ ଜାଣିବା ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଯାହା ଆପଣ ମାନେ ଏଠାରେ ଜାଣିବେ।

ଏଠାରେ ଏକ ଭିଡ଼ିଓ ଭାଇରଲ ହୋଇଥିଲା ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ଏହିଠାରେ ଏକ ଭିଡ଼ିଓ ରେ ଏକ କୁନି ବାଳକ ଟି ନଜରକୁ ଆସିଛି ଯାହା ଏବେ ସାରା ଦେଶ ରେ ଶୋକ ଦେଖିବାକୁ ମିଳିଛି। କୁନି ବାଳକ ଟି ଏମିତି ଏକ ଅବସ୍ଥାରେ ଏବେ ରହିଛି ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଆଉ ଛୋଟ ପିଲା ମାନେ ଯଦି ଏହିପରି ଅବସ୍ଥାରେ ପଡି ଯାଇଥାଏ ତାହା ପାଇଁ ସମସ୍ତେ ଦୁଃଖ ପ୍ରକାଶ କରି ଥାଆନ୍ତି। ବେଳେ ବେଳେ ସମୟ ଏମିତି ଆସିଥାଏ ଯାହା କାହାକୁ ବି ବାଛ ବିଚାର କରି ନଥାଏ। ଏମିତି ପରିସ୍ଥିତି ସେହି କୁଣୀ ବାଳକ ରାହୁଲ ନିକଟରେ ଦେଖା ଦେଇଛି।

ଆଉ ଏହିପରି ଭିଡ଼ିଓ କୁ ଦେଖିବା ପରେ ସମସ୍ତେ ଚମକି ପଡିଛନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଛନ୍ତି। କୁନି ବାଳକ ଟି ର ଜୀବନ କୁ ବଞ୍ଚେଇବା ପାଇଁ ସାରା ଦେଶ ଏବେ ସହାୟତା ପାଇଁ ପ୍ରସ୍ତୁତ ହୋଇ ଯାଇଛନ୍ତି ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିବାକୁ ପାଇଥିବେ। ଆଉ ସେହି ପିଲାଟି ର ଏମିତି ଅବସ୍ଥା ଦେଖି ବାପା ଓ ମା ମଧ୍ୟ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି।। ଏହି ସମୟରେ ତାଙ୍କର ସରକାର ଓ ସୈନ୍ୟ ବାହିନୀ ,NDRF, SDRF ମାନେ ସମସ୍ତେ ଉଦ୍ଧାର କାର୍ଯ୍ୟ ରେ ଲାଗିଛନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଦେଖିବାକୁ ପାଇଥିବେ। ଆଉ ସେହି କୁନି ବାଳକ ରାହୁଲ ଟି ଏକ ଵୋରୱେଲ ଭିତରେ ପଡି ଯାଇଛନ୍ତି ଯାହା ର ଗଭୀର ପ୍ରାୟତଃ ୮୦ ଫୁଟ ରହିଛି। ଆଉ ଏତେ ଗଭୀର ଭିତରକୁ ପଡି ଯାଇଛି ଯେଉଁଠି ଖାଦ୍ୟ ଓ ନିଃଶ୍ୱାସ ରେ ବହୁତ ଅସୁବିଧା ହୋଇଛି।

ଆଉ ଏହିଠାରେ ଉଦ୍ଧର କାର୍ଯ୍ୟ ପାଇଁ ଲାଗିଥିବା ସମସ୍ତ ସୈନ୍ୟ ବାହିନୀ, NDRF , ମେସିନ ଇତ୍ୟାଦି ପାଖା ପାଖି ୭୪ ଫୁଟ ଖୋଳି ସାରିଲେଣି ଯାହା ଏଠାରେ ଜାଣିବାକୁ ମିଳିଛି। ଆଉ ରାହୁଲ ର ନିକଟବର୍ତ୍ତୀ ହୋଇସାରିଲେଣି ଯାହା ଏଠାରେ ସୂଚନା ମିଳିଛି। ଆଉ ମାତ୍ର ୬ ଫୁଟ ପରେ ଉଦ୍ଧାର କାର୍ଯ୍ୟ ରେ ସେମାନେ ସଫଳ ହୋଇଯିବେ। ତାଙ୍କର ବାପା ଓ ମା ମାନେ ମଧ୍ୟ ଖୁସି ହୋଇଯିବେ ଯାହା ଏଠାରେ ଜାଣିବାକୁ ମିଳିଛି। ଏହିପରି ଅବସ୍ଥା ଛୁଆ ଟିର ଯାହା କୁ ଦେଖିବା ପରେ ଆଖିରୁ ଲୁହ ଆସି ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment