ଆଃ…. ଭାରି କଷ୍ଟ ହେଇଛି, ମୁଁ ଆଉ ସମ୍ଭାଳି ପାରୁନି.. ନିଆଁ ଭଳି ଭାଇ ରାଲ ହେଲା ଏହି Audio Call…

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଅନେକ ଘଟଣା ନଜରକୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ନିକଟରେ ଏମିତି ଘଟଣା ନଜରକୁ ଆସିଥିଲା ଯାହା ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କ ମଧ୍ୟରେ ବିବାଦ ଉପୁଜି ଥିଲା। ଆଉ ଦୁହେଁ କିଛି ସମୟ ଏମିତି କଥା ହୋଇଥିବା ନେଇ କଲ ରେକର୍ଡ଼ିଂ ଭାଇରଲ ହୋଇଛି। ଏଠାରେ ଏବେ ଏକ ଭିଡ଼ିଓ ନଜରକୁ ଆସିଛି ଯେଉଁଠି ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତ୍ରୀ ପ୍ରକୃତି ମିଶ୍ର ଏମିତି କିଛି କଥା ଶୁଣିବାକୁ ମିଳିଛି।

ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ଏବେ ଏହି ନିକଟରେ ଏକ ଘଟଣା ଦେଖିବାକୁ ମିଳିଛି ଯେଉଁଠି ଓଲିଉଡ଼ ଫିଲ୍ମ ଜଗତ ରେ ଏକ ଦୃଶ୍ୟମାନ ହୋଇଛି। ଏଠାରେ ଅଭିନେତା ସୁପରଷ୍ଟାର ବାବୁସାନ ମହାନ୍ତି ବିବାହିତ ହୋଇଥିଲେ ମଧ୍ୟ ଅନ୍ୟ ଏକ ଅଭିନେତ୍ରୀ ଙ୍କ ସହିତ ସମ୍ପର୍କ ରହିଥିବା ନେଇ ଜାଣିବାକୁ ମିଳିଛି। ଆଉ ଏହି ଘଟଣା କୁ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଛି ଯାହା ଆପଣ ମାନେ ମଧ୍ୟ ସୋସିଆଲ ମିଡ଼ିଆ ମାଧ୍ୟମରେ ଜାଣିବାକୁ ପାଇଥିବେ।

ଆଉ ଏହି ଘଟଣା କୁ ନେଇ ଅନେକ ଭିଡ଼ିଓ ମଧ୍ୟ ଦେଖିବାକୁ ପାଇଥିବେ ଝା ଆପଣମାନେ କିଛି ଦିନ ତଳେ ଶୁଣିଥିବେ। ଏହିପରି ଭାବରେ ବିଭିନ୍ନ ସମୟରେ ଫିଲ୍ମ ଇଣ୍ଡଷ୍ଟ୍ରି ମାନଙ୍କରେ ଘଟଣା ଯାହା ନଜରକୁ ଆସିଥାଏ ଯାଜ କୁ ନେଇ ଅନେକ ବିବାଦ ମଧ୍ୟ ସୃଷ୍ଟି ହୋଇଥାଏ। ବିଭିନ୍ନ ଘଟଣା କୁ ନେଇ ଅନେକ ଘଟଣା ସୃଷ୍ଟି ହୋଇଥାଏ ଯାହା ଆପଣ ମାନେ ମଧ୍ୟ ଦେଖିଥିବେ। ଏହିପରି ଘଟଣା କୁ ନେଇ ଫିଲ୍ମ ପ୍ରଶଂସକ ମାନେ ମଧ୍ୟ ଅସନ୍ତୋଷ ପ୍ରକାଶ କରି ଥାଆନ୍ତି ଯାହାକୁ ନେଇ ଅନେକ ଭିଡ଼ିଓ ଭାଇରଲ ହୋଇଥାଏ। ଆଉ ଏହାରି ଭିତରେ ଏକ କଲ ରେକଡିଂ ଭାଇରଲ ହୋଇଛି ଯେଉଁଠି ସେହି ଦୁଇ ଜଣ ଏମିତି କିଛି କଥା ହୋଇଛନ୍ତି। ଆଉ ଏହି ରେକଡିଂ କୁ ଶୁଣିବା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ମଧ୍ୟ ଜାଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।

ଆଉ ଏହି ଭିଡ଼ିଓ ଟିରେ ଶୁଣିବାକୁ ମିଳିଛି ଯେ ଅଭିନେତା ବାବୁସାନ ମହାନ୍ତି କହିଛନ୍ତି ଅଭିନେତ୍ରୀ ପ୍ରକୃତି ଙ୍କୁ ଯାହା କୁ ଶୁଣିବା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ହୋଇଯିବେ। କଲ ରେକଡ଼ିଂ ରେ ସବୁ ଜାଣିବାକୁ ମିଳିଛି ଯାହା ସବୁ ଭାଇରଲ ହୋଇଛି। ଆଉ ଏଠାରେ ଅଭିନେତା ବାବୁସାନ ମହାନ୍ତି କହିଛନ୍ତି ଯେ କଣ ହୋଇଛି ଏବଂ ଏମିତି କଣ ପାଇଁ ହଉଛ ଯାହା ଅଭିନେତ୍ରୀ ପ୍ରକୃତି ମିଶ୍ର ଙ୍କୁ କହିଛନ୍ତି। ଆଉ ଏହି ସମୟରେ ଦୁହେଁ ମଧ୍ୟ କଥା ହୋଇଛନ୍ତି ଯାହା ଶୁଣିବା ପରେ ଏକା ପରି କଥା ଶୁଣିବାକୁ ମିଳିଛି। ଆଉ ଦୁହେଁ ଏମିତି ଅନେକ ସମୟ ଧରି କଥା ହୋଇଥିବା ନେଇ ସୂଚନା ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment