ଶେଷରେ ହେଲା ମହା ଖୁଲାସା ! ACF ସୌମ୍ୟରଞ୍ଜନ ମୃତ୍ୟୁ ମିଷ୍ଟ୍ରି ଲାଏ ଡିଟେକ୍ସନ୍ ପାଇଁ ସ୍ଫସ୍ଲ ରେ ବିଦ୍ୟାଭାରତୀ….

0

ସମାଜରେ ବହୁତ ମାତ୍ରାରେ ଅପରାଧିକ କାର୍ଯ୍ୟ ଘଟି ଚାଲିଛି ଓ ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି। ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ ପ୍ରଭାବ ପକାଉଛି ଓ ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରି ବାକୁ ମନନିବେଶ କରୁଛନ୍ତି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ତାଙ୍କ ମୃତ୍ୟୁର ନୂଆ ନୂଆ ତଥ୍ୟ ଜାଣିବା ପାଇଁ ସାରା ଓଡିଶା ବାସୀ ଚାତକ ପରି ଚାହିଁ ବସିଛନ୍ତି। ତେବେ ଏଭଳି ଏକ ଘଟଣା ଶୁଣିବା ପାଇଁ ମିଳିଛି ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବେ। ତେବେ ଘଟଣାଟି ହେଉଛି ଏସିଏଫ ପତ୍ନୀ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯିବ ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ACF ଙ୍କ ମୃତ୍ୟୁ ଘଟଣାର ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲି ଥିଲା। ସେଥିପାଇଁ କ୍ରାଇମବ୍ରାଞ୍ଚ ଟିମ ନିରାବତାର ସହ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଭୁବନେଶ୍ୱର ସ୍ଥିତ ଫରେନ୍ସି ଲ୍ୟାବ୍ରଟୋରିକୁ ଆଣି ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରାଇଥିଲେ। ସେଥିରେ ଫରେନ୍ସି ଟିମ ତାଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚାରି ଥିଲେ ଓ ଏଥି ସହିତ ଏସିଫଙ୍କ ରୋଷେୟା ମନ୍ମଥ କୁମ୍ଭଙ୍କୁ ମଧ୍ୟ ବି ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇ ଥିଲା ଓ ସେଥିରେ ତାଙ୍କୁ ୧୨୦ ମିନିଟରେ ୬୦ ଟି ପ୍ରଶ୍ନ ପଚରା ଯାଇଥିଲା।

ଏସିଏଫଙ୍କ ମୃତ୍ୟୁରୁ ଯଥା ଶୀଘ୍ର ପରଦା ଉଠାଇବା ପାଇଁ କ୍ରାଇମବ୍ରାଞ୍ଚ ଟିମ ଜୋର ସୋର ଭାବରେ ଲାଗି ପଡିଛନ୍ତି।ବର୍ତ୍ତମାନ ଏସିଏଫଙ୍କ ପତ୍ନୀ ବିଦ୍ୟାଭାରତୀଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯିବ ବୋଲି କ୍ରାଇମବ୍ରାଞ୍ଚ ଟିମ କହିଛନ୍ତି। ସେଥି ପାଇଁ ସେ ତାଙ୍କ ବାପାଙ୍କ ସହ ଭୁବନେଶ୍ୱର ସ୍ଥିତ ଫୋରେନସିକ ଲାଵୋରେଟୋରିରେ ଆସି ପହଁଛି ଯାଇଛନ୍ତି। ଏଥି ସହିତ OIC ମମତା ପଣ୍ଡା ଓ ତାଙ୍କର ଚିକିତ୍ସା କରିଥିବା ଡାକ୍ତରଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ କରାଯିବା ପାଇଁ ଏସିଏଫଙ୍କ ବଡ଼ ଭାଇ ଦାବି କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।