ଅଭିନେତା ଅନୁଭବ ମହାନ୍ତି ଙ୍କ ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ… ଦେଖନ୍ତୁ Video

0

ବେଳେ ବେଳେ ସୋସିଆଲ ମିଡ଼ିଆରେ ଏମିତି କିଛି ଭିଡ଼ିଓ ନଜରକୁ ଆସିଥାଏ ଯାହା ଆମ ଜାତିକୁ ବଞ୍ଚାଇ ରଖି ଥିବାର ଦୃଶ୍ୟ କିଛି ସାମ୍ନାକୁ ଆସିଥାଏ। ଆଉ ଏବେ ଏକ ଅଭିନେତା ଯିଏ କି ଓଡ଼ିଆ ଲୋକଙ୍କର ସଭିଙ୍କର ପ୍ରିୟ ଅଭିନେତା ଅନୁଭବ ମହାନ୍ତି ଙ୍କର ଏକ ଭିଡ଼ିଓ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏଠାରେ ପୁଣି ଚର୍ଚ୍ଚା କୁ ଆସିଛନ୍ତି ଅଭିନେତା ଅନୁଭବ ମହାନ୍ତି ଯାହା ଏବେ ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହେବାରେ ଲାଗିଛି।

ତାଙ୍କର ବିଭିନ୍ନ ସମୟରେ ଏମିତି କିଛି ପାରିବାରିକ କଳହ କୁ ସାମ୍ନାକୁ ଆସି ଥାଆନ୍ତି ଯାହା ସାରା ରାଜ୍ୟ ର ଲୋକ ମାନେ ଜାଣିଛନ୍ତି। କିନ୍ତୁ କହିବାକୁ ଗଲେ ସେ ଜଣେ ଓଲିଉଡ ଜଗତର ବଡ଼ ଷ୍ଟାର ଯାହାର ଅଭିନୟ ମାଧ୍ୟମରେ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି। ଆଉ ତାଙ୍କର ଅଭିନୟ ରେ ସମସ୍ତ ଲୋକ ମାନେ ଖୁସି ହୋଇ ଯାଇ ଥାଆନ୍ତି। ତାଙ୍କର ସେହି ଫିଲ୍ମ ଜଗତରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ସହିତ ପ୍ରେମ ହେବା ପରେ ଅଧିକ ଚର୍ଚ୍ଚା କୁ ଆସିଲେ ଯାହା ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଥାଏ।

ସାଂସଦ ଅନୁଭବ ମହାନ୍ତି ଯେତେବେଳେ ରାଜନୀତି କରିଲେ ପୁଣି ଚର୍ଚ୍ଚା କୁ ଆସି ଅଧିକ ଲୋକ ପ୍ରିୟତା ହାସଲ କରି ପାରିଥିଲେ ତାହା ପରେ ବିଭିନ୍ନ ସମୟରେ ସେ ସୋସିଆଲ ମିଡ଼ିଆରେ ଆସି ବିଭିନ୍ନ ବିବାଦ ରେ ପଡି ଯାଇ ଥାଆନ୍ତି ଯାହା ର ଭିଡ଼ିଓ ଆପଣ ମାନେ ମଧ୍ୟ ଦେଖିବାକୁ ପାଇଥିବେ। ଅଭିନେତା ଅନୁଭବଙ୍କର ଏମିତି ସବୁ ପରିବାର ବିବାଦ କୁ ନେଇ ଅନେକ ସମୟରେ ଚର୍ଚ୍ଚା କୁ ଆସି ଥାନ୍ତି ଯାହାର ଭିଡ଼ିଓ ଆପଣ ମାନେ ଅନେକ ସମୟରେ ଦେଖିବାକୁ ପାଇଥିବେ। ଆଉ ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଏହିଭଳି ବିବାଦ କୁ ନେଇ ସେ ଅନେକ ସମୟରେ କ୍ୟାମେରା ସାମ୍ନାକୁ ଆସି ଥାନ୍ତି ଯାହା ଏବେ ରାଜ୍ୟ ସାରା ପରିଚିତ। ତାଙ୍କର ଏବେ ପୁଣି ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯାହା ର ଭିଡ଼ିଓ ଆପଣ ମାନେ ଏଠାରେମଧ୍ୟ ଦେଖିବାକୁ ପାଇଥିବେ।

ଏହି ଭିଡ଼ିଓ ରେ ସେ ଗୋଟିଏ ସ୍ଥାନରେ ବସି ପଖାଳ ଖାଇ ଥିବାର ଦୃଶ୍ୟ ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।।ଆଉ ତାଙ୍କର ସେହି ଭିଡ଼ିଓ ରେ ସେ ଓଡ଼ିଆ ଜାତିର ସବୁଠାରୁ ପ୍ରିୟ ଏବଂ ସମସ୍ତ ଙ୍କ ପ୍ରିୟ ଦେଶୀ ଖାଦ୍ୟ ପଖାଳ ଯାହା ବହୁତ ସ୍ୱାଦିଷ୍ଟ ହୋଇଥାଏ।ଆଉ ସେ ଏଠାରେ କହିଛନ୍ତି ଯେ ଆମେ ଓଡ଼ିଆ ଓ ଭାରି ବଢିଆ। ସମସ୍ତଙ୍କ ପ୍ରିୟ ପଖାଳ କୁ ପଖାଳ ଦିବସରେ ଭୋଜନ ମଧ୍ୟ କରିଛନ୍ତି ଅଭିନେତା ଅନୁଭବ ମହାନ୍ତି ଯାହାର ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି। ତାଙ୍କର ଏହି ଖାଦ୍ୟ ଆମ ଓଡ଼ିଆ ପାଇଁ ଅମୃତ ବୋଲି କହିଲେ କମ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।