ଜରୁରୀ ଖବର – ଆଧାର କାର୍ଡ ବିନା ବାହାଘର ହେବ ମନା । ବିନା ଆଧାର କାର୍ଡ ରେ ବିବାହ କରି ପାରିବେ ନାହିଁ, ଏହି ଖବରଟି ସେୟାର କରି ସମସ୍ତଙ୍କୁ ଜଣାନ୍ତୁ

0

ଏବେ ଏବେ ଆସିଛି କିଛି ବଡ଼ ଅପଡେଟ ବାହାଘର କୁ ନେଇ। ଆଧାର କାର୍ଡ ଦେଖାଇଲେ ହେବ ବାହାଘର । ବିନା ଆଧାର କାର୍ଡ ରେ ବାହାଘର ହୋଇ ପାରିବ ନାହିଁ । ଏମିତି କିଛି ନିଷ୍ପତି ର ଶୁଣାଣି ଏବେ ଏବେ ସରକାର କରିଛନ୍ତି । ତେବେ କଣ ରହିଛି ଏନେଇ ବଡ଼ ଅପଡେଟ ଆସନ୍ତୁ ଜାଣିବା ; ଆଧାର କାର୍ଡ ନଦେଖାଇଲେ ବିବାହ କରି ପାରିବେ । ବିବାହ କରିବା ପାଇଁ ବର ଓ କନ୍ୟା ଉଭୟ ଙ୍କ ର ଆଧାର କାର୍ଡ କମ୍ପଲସରି ଆବଶ୍ୟକ । ଏମିତି ଏକ ବଡ଼ ନିଷ୍ପତି ର ଘୋଷଣା କରିଛନ୍ତି ଗଞ୍ଜାମ ଜିଲ୍ଲା କଲେକ୍ଟର ।

ବିବାହ ରେ ଅନ୍ୟନ ବିବାହ ସାମଗ୍ରୀ ପରି ଆଧାର କାର୍ଡ ରହିବା ନିହାତି ଆବଶ୍ୟକ ଅଟେ ବୋଲି ସରକାର ସୂଚନା ଦେଇଛନ୍ତି । ବିନା ଆଧାର କାର୍ଡ ରେ ହେଉଥିବା ବିବାହ ପ୍ରତି ସରକାରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମଧ୍ୟ ସରକାର ଚେତେଇ ଦେଇଛନ୍ତି ।

ସମସ୍ତ ଭାରତୀୟ ନାଗରିକ ମାନଙ୍କ ପାଖରେ ଆଧାର କାର୍ଡ ରହିଥାଏ ଯେଉଁ ଆଧାର କାର୍ଡ ରେ ତାଙ୍କ ଜନ୍ମ ତାରିଖ ବିଷୟ ରେ ସମ୍ପୂର୍ଣ ସଠିକ୍ ବିବରଣୀ ସହିତ ଅନ୍ୟାନ୍ୟ ପରିଚୟ ମଧ୍ୟ ରହିଥାଏ। ତେବେ ବିବାହ ରେ ଉଭୟ ବର ଓ କନିଆଁ ଙ୍କ ଆଧାର କାର୍ଡ କୁ ନିହାତି ଆବଶ୍ୟକ ପଛର କାରଣ ରହିଛି ସଠିକ୍ ବୟସ ର ତଦାରଖ। କାରଣ ଆମ ସମାଜ ଅନେକ ଥର ଏମିତି ଦେଖା ଯାଏ କି ବର କ କନିଆଁ ଙ୍କ ସଠିକ୍ ବୟସ ହେବା ପୂର୍ବରୁ ବିବାହ କରାଯାଇ ଥାଏ । ତେଣୁ ଏହି ପରି ଅସାମାଜିକ ଘଟଣା କୁ ରୋକିବା ପାଇଁ ଗଞ୍ଜାମ ଜିଲ୍ଲା ରେ ଏମିତି ଏକ ନିଷ୍ପତି ନିଆ ଯାଇଛି।

ବିବାହ ରେ ଆଧାର କାର୍ଡ ରହିଲେ ବର କନିଆଁ ଙ୍କ ସଠିକ୍ ବୟସ ଜଣା ପଡ଼ିବ ବର ର ବୟସ ୨୧ ହୋଇଛି କି ନାହିଁ ଓ କନିଆଁ ର ବୟସ ୧୮ ହୋଇଛି କି ନାହିଁ ଏହାର ସଠିକ୍ ବିବରଣୀ ଆଧାର କାର୍ଡ ମାଧ୍ୟମ ରୁ ମିଳି ପାରିବ । ବାଲ୍ୟ ବିବାହ ବିବାହ ରେ ଉଭୟ ବର କନିଆଁ ଙ୍କ ଉପରେ ଏହାର ପ୍ରଭାବ ପଡ଼ି ଥାଏ ଏହା ସହିତ ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ ।

ବାଲ୍ୟ ବିବାହ ର ପ୍ରଭାବ ପରିବାର ଉପରେ ମଧ୍ୟ ପଡ଼ିଥାଏ ଯାହା ଫଳ ରେ ବିଭିନ୍ନ ଅସାମାଜିକ ଘଟଣାବଳୀ ଦେଖିବା ପାଇଁ ମିଳି ଥାଏ । ତେଣୁ ଏହି ସବୁ ସମସ୍ୟା କୁ ରୋକିବା ନିମନ୍ତେ ଓ ଝିଅ ମାନଂକ ଶିକ୍ଷା କୁ ମଧ୍ୟ ଗୁରୁତ୍ବ ଦିଆଯାଇ ଏମିତି ନିଷ୍ପତି ନିଆ ଯାଇଥିବା ର ସୂଚନା ଦେଇଛନ୍ତି ଗଞ୍ଜାମ ଜିଲ୍ଲାର କଲେକ୍ଟର । ଏହା ସହିତ ବିଭିନ୍ନ ପ୍ରକାର ଆୱାର୍ନେସ କାର୍ଯ୍ୟକ୍ରମ ମଧ୍ୟ ଗଞ୍ଜାମ ଜିଲ୍ଲାରେ ଆରମ୍ଭ ହୋଇଛି ଏହି ବାଲ୍ୟ ବିବାହ କୁ ରୋକିବା ପାଇଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।