ହଁ ଦର୍ଶକ ବନ୍ଧୁ ଏପରି ଗୋଟିଏ ଘଟଣା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା ବିଷୟରେ ଆପଣ ବି ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ | ତେବେ ଘଟଣା ଟି ଘଟିଛି ମହିଳାଙ୍କୁ ଦୁଷ୍କର୍ମ କୁ ନେଇକି, ଆଉ ସେହିଭଳି ଗୋଟିଏ ଖରାପ ଓ ଅପରାଧ ଜନିତ ଦଣ୍ଡନୀୟ କାମ କରିଛନ୍ତି କାର୍ଯ୍ୟରତ ଥିବା ଜଣେ ପୋଲିସ କର୍ମଚାରୀ | ତେବେ ଆଜିର ସମାଜରେ ମହିଳା ମାନଙ୍କ ପ୍ରତି ଏତେ ସୁବିଧା ସୁଯୋଗ ଯୋଗାଇ ଦିଆ ଯାଉଥିଲେ ମଧ୍ୟ ଆଜି ବି ମହିଳା ମାନେ ସୁରକ୍ଷିତ ନାହାନ୍ତି | ଯାହା ଏହି ଘଟଣା ଟିକୁ ଦେଖିକି ସ୍ପଷ୍ଟ ଭାବରେ ଜାଣି ହେଉଛି |
ତେବେ ମିଳିଥିଵା ସୂଚନା ଅନୁସାରେ ଦୁଷ୍କର୍ମ ଭଳି ଗୋଟିଏ ସଂଗୀନ ଅଭିଯୋଗ କରି ଜେଲକୁ ଯାଇଛନ୍ତି କାର୍ଯ୍ୟରତ ଜଣେ ପୋଲିସ ଥାନା ରେ ଥିବା ଡ୍ରାଇଭର ଜଣଙ୍କ | ତେବେ ଆମ ସମାଜରେ ସବୁବେଳେ କୌଣସି ଗୋଟିଏ ସଂଗୀନ ଅଭିଯୋଗ ହେଲେ ଲୋକ ମାନେ ପ୍ରଥମେ ପୋଲିସ ର ଦ୍ୱାରସ୍ଥ ହୁଅନ୍ତି | କିନ୍ତୁ ପୋଲିସ କର୍ମଚାରୀ ଯଦି ନିଜେ ଏହି ଭଳି ଲଜ୍ୟା ଜନକ କାମ କରିବେ ତାହେଲେ ଲୋକେ ଆଉ କାହାକୁ ଭରସା କି ବିଶ୍ୱାସ କରିପାରିବେନି | ତେବେ ଯାହା ଜଣା ପଡିଛି କି ଦୁଷ୍କର୍ମ ଅଭିଯୋଗରେ ଥାନା କୁ ଯାଇଛନ୍ତି ସୁବର୍ଣ୍ଣପୁର ଥାନା ରେ କାର୍ଯ୍ୟରତ ଜଣେ ବି ଏମ ଟି ଡ୍ରାଇଭର ରଞ୍ଜିତ ପ୍ରଧାନ |
ତେବେ ଏହି ରଞ୍ଜିତ ପ୍ରଧାନ ଜଣେ ସିନା ଖାକି ପୋଷାକ ପିନ୍ଧା ପୋଲିସ କର୍ମଚାରୀ କିନ୍ତୁ ମନୋଟି ତାଙ୍କର ସବୁବେଳେ ପାପ | ନାରୀ ମାନଙ୍କୁ ସୁରକ୍ଷା ଦେବା କଥା ତ ଦୂରରେ ଥାଉ ନାରୀ ମାନଙ୍କ ଉପରେ ଏହି ଭଳି ଦୁଷ୍କର୍ମ କରୁଛନ୍ତି ପୋଲିସ କର୍ମଚାରୀ ଜଣଙ୍କ | ତେବେ ଆପଣ ମାନେ ଜାଣି ରଖିବା ଉଚିତ କି ବାବୁ ଙ୍କ ନାଁ ରେ ଏଇଟା ପ୍ରଥମ ଅଭିଯୋଗ ନୁହଁ, ଏହି ଘଟଣା ଘଟିବା ଆଗରୁ ମଧ୍ୟ ବାବୁ ଜଣଙ୍କ ଏଭଳି ଗୋଟିଏ ସଂଗୀନ ଘଟଣା ଘଟାଇ ଥିଲେ | ଆଉ ଯାହା ପାଇଁ ତାଙ୍କୁ ସୁବର୍ଣ୍ଣପୁର କୁ ଟ୍ରାନ୍ସପୋର କରା ଯାଇଥିଲା |
ବଦଳି ସିନା ହେଇଗଲା କିନ୍ତୁ ବାବୁ ଙ୍କ ଚରିତ୍ର ରେ ଓ ବାବୁ ଙ୍କ ସ୍ଵଭାଵ ରେ କୌଣସି ବି ପରିବର୍ତ୍ତନ ଆସିଲା ନାହିଁ | ବଦଳି ପରେ ମଧ୍ୟ ସେ କରିଚାଲିଲେ ଯୁବତୀ ଙ୍କ ସହିତ ଦୁଷ୍କର୍ମ |ତେବେ ଆଜି ସୁବଳିଆ ଥାନାରେ ସୁବର୍ଣ୍ଣପୁର ଥାନା ରେ ଯୁବତୀ ଜଣଙ୍କ ଖାକି ପୋଷାକ ପିନ୍ଧିଥିବା ରଞ୍ଜିତ ଙ୍କ ନାଁ ରେ ସଂଗୀନ ଅଭିଯୋଗ ଆଣିଛନ୍ତି | ତେବେ ସୁବର୍ଣ୍ଣପୁର ଥାନା ରେ କାର୍ଯ୍ୟରତ ଥିବା ରିଜର୍ଭ ପୋଲିସ ଅଫିସର ଙ୍କ ନାଁ ରେ ସଂଗୀନ ଅଭିଯୋଗ ଆଣିଥିଲେ ମହିଳା ଜଣଙ୍କ | ତେବେ ସୁବଳୀୟ ଥାନା ରୁ ଏହିଭଳି ଅଭିଯୋଗ ଆସିଥିବାରୁ ତାଙ୍କୁ ସୁବର୍ଣ୍ଣପୁର ଥାନା ରୁ ଉଠାଇ ଆଣିଛନ୍ତି ପୋଲିସ | ଆଉ ପୂର୍ବରୁ ମଧ୍ୟ ଏଭଳି ଗୋଟିଏ ଘଟଣା ଘଟିଥିବାରୁ ତାଙ୍କୁ ମାଲକାନଗିରି କୁ ମଧ୍ୟ ବଦଳି କରାଯାଇଥିଲା | କିନ୍ତୁ ଏବେ ପୋଲିସ ତାଙ୍କୁ ଅଟକ ରଖିବା ସହିତ ଘଟଣା ର ତଦନ୍ତ କରୁଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।