ଆଇ ଲଭ ୟୁ ସଲମନ ଖାନ୍, ମୋ ସହ ଥରେ ଦେଖା ହୁଅ । ଦେଖନ୍ତୁ ଆଖିରେ ଲୁହ ମନରେ କୋହ ନେଇ ଭାଇଜାନଙ୍କ ପାଇଁ କଣ କହୁଛନ୍ତି ରାଣୀ ପଣ୍ଡା…ଦେଖନ୍ତୁ Viral ଭିଡ଼ିଓ

0

ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା କାନ୍ଦି ସଲମନଙ୍କୁ ଦେଖା କରିବା କଥା ଭାଇରାଲ ହେବାରେ ଲାଗିଛି। ବନ୍ଧୁଗଣ ବଲିଉଡ ସୁପରଷ୍ଟାର ସଲମନ ଖାନ ତାଙ୍କର ଯେ କେବଳ ଇଣ୍ଡିଆ ଭିତରେ ଫ୍ୟାନ ଅଛନ୍ତି ତାହା ନୁହେଁ, ବରଂ ଦେଶ ବିଦେଶରେ ଅନେକ ଫ୍ୟାନ ଅଛନ୍ତି। ଏପରି କିଛି ଫ୍ୟାନ ଅଛନ୍ତି, ଯେଉଁ ମାନେ କି ପାଗଳ ପରି ଭଲ ପାଆନ୍ତି। ଏବଂ ତାଙ୍କୁ ଦେଖା କରିବା ନିଜର ଏକ ସ୍ୱପ୍ନ ବୋଲି ଭାବି ଥାନ୍ତି।

ଆପଣ ମାନେ ଅନେକ ଲୋକଙ୍କୁ ଦେଖିଥିବେ, ଯେ ସେମାନେ କିଭଳି ଭାବରେ ତାଙ୍କୁ ଦେଖା କରିବା ପାଇଁ ପାଗଳ ହୋଇ ଯାଆନ୍ତି। ତେବେ ବନ୍ଧୁଗଣ ଆପଣ ଜାଣିଥିବେ, ଆମ ଓଡ଼ିଶାର ଲୋକପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଯିଏକି ଜଣେ ଆଗ ଧାଡ଼ିର କଳାକାର ତାଙ୍କର, ଅନେକ ଫ୍ୟାନ ମଧ୍ୟ ଅଛନ୍ତି। ରାନୀ ପଣ୍ଡା ମଧ୍ୟ ଜଣେ ସମାଜ ସେବିକା ଭାବରେ ପରିଚିତି। ତେବେ ରାନୀ ପଣ୍ଡାଙ୍କ ଗୋଟିଏ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବହୁତ ଜୋର ରେ କାନ୍ଦୁଛନ୍ତି। ଏହା ଦେଖି ସୋସିଆଲ ମିଡ଼ିଆ ରେ ଭିଡ଼ିଓ ଖୁବ ଜୋର ରେ ଭାଇରାଲ ହେଉଛି।

ତେବେ ବନ୍ଧୁଗଣ ରାନୀଙ୍କ କାନ୍ଦିବାର ମୁଖ୍ୟ କାରଣ ହେଉଛି, ସେ ସଲମନ ଖାନଙ୍କୁ ଦେଖା କରିବା, ତେବେ ସେ ମଧ୍ୟ କାନ୍ଦି କାନ୍ଦି ପୁରା ସ୍ପଷ୍ଟ ଭାବରେ କହିଛନ୍ତି। ପ୍ଲିଜ ସଲମନ ସାର ଆପଣ ମୋତେ ଥରୁଟିଏ ଦେଖା କରନ୍ତୁ। ତେବେ ବନ୍ଧୁଗଣ ସେ ଯେଉଁ ଭଳି ଭାବରେ କାନ୍ଦୁଛନ୍ତି, ଫ୍ୟାନ ମାନେ ମଧ୍ୟ ଅନେକ ଦୁଃଖ ପ୍ରକାଶ କରୁଛନ୍ତି। ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆ ରେ ଏହି ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ଯାହା ବର୍ତ୍ତମାନ ସମଗ୍ର ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ବନ୍ଧୁଗଣ ଯଦି ଆମେ ରାନୀ ପଣ୍ଡାଙ୍କ ବିଷୟରେ କହିବା, ସେ ଯାତ୍ରା ରେ ଅଭିନୟ କରୁଥିଲେ। ସେ ଜଣେ ଭଲ ଆଇଟମ ଡ୍ୟାନ୍ସସର ଭାବରେ ପରିଚିତ। ଏହା ବ୍ୟତୀତ ସେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ସହିତ କାମ କରିଛନ୍ତି। ଓଡ଼ିଶାର କମେଡି କିଙ୍ଗ ପପୁ ପମ ପମ ସହିତ ମଧ୍ୟ କମେଡି ଶୋ ମଧ୍ୟ କରିଛନ୍ତି। ଏହା ବ୍ୟତୀତ ସେ ଜଣେ ଖୋଲା ହୃଦଯର ମଣିଷ କରନା କାଳରେ ଅନେକ ଲୋକଙ୍କୁ ସେ ମଧ୍ୟ ସାହାଯ୍ୟ କରିଛନ୍ତି। ତେବେ ବନ୍ଧୁଗଣ ଏହିଭଳି ଭାବରେ କାନ୍ଦି କାନ୍ଦି ସଲମନ ଖାନ ଦେଖା କରିବା କଥା କହିବା, ତାଙ୍କର ସମସ୍ତ ଦର୍ଶକ ମାନଙ୍କୁ ମଧ୍ୟ ବହୁତ ଦୁଃଖ ଲାଗିଛି। ତେବେ ଯାହାବି ହେଉ, ତାଙ୍କର ଏହି ଭିଡ଼ିଓଟି ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।