ବେଳେ ବେଳେ ଏମିତି ଘଟଣା ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି ଯାହାକୁ ଦେଖିବା ପରେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏମିତି ଏକ ଭିଡ଼ିଓ ଏବେ ନିର୍ବାଚନ ମହଲ ରେ ଦେଖା ଦେଇଛି। ଆଉ ଏଠାରେ ଏକ ନିର୍ଦିଷ୍ଟ ଦଳର କର୍ମୀ ମାନେ ଏମିତି କରିଛନ୍ତି। ନିଜର ଦଳର ସମର୍ଥନ କରିବାକୁ ଯାଇ ଯାହା କରିଛନ୍ତି ତାହା ଜାଣିବା ପରେ ଆପଣ ମାନେ ମଧ୍ୟ ଚମକି ପଡିବେ ଆଉ କହିବେ ଶେଷରେ ପୁଷ୍ପା ଫିଲ୍ମ ମଧ୍ୟ ରାଜନୀତି ମଧ୍ୟରେ ଦେଖିବାକୁ ମିଳିଲା। ତେବେ ଆସନ୍ତୁ ଜାଣିବା ସମ୍ପର୍କରେ।
ଏହିଠାରେ ଯେଉଁ ଭିଡ଼ିଓ ଦେଖିବାକୁ ମିଳୁଛି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି। ଆଉ ଏହିଠାରେ ଜଣେ ନିର୍ଦିଷ୍ଟ ଏକ ଦଳକୁ ସମର୍ଥନ କରିଥିବାର ଦୃଶ୍ୟ ନଜରରେ ଆସିଛି। ଏମିତି ବେଳେବେଳେ ଘଟଣା ସବୁ ସାମ୍ନାକୁ ଆସିଥାଏ ଯାହା ଏବେ ସେହିପରି ମଧ୍ୟ ଆସିଛି। ଆଉ ନିକଟରେ ପଂଚାୟତ ନିର୍ଵାଚନ ସରିଥିବା ବେଳେ ବିଭିନ୍ନ ଦକର କର୍ମୀ ମାନେ ଏଥିପାଇଁ ନିର୍ଵାଚନ ପ୍ରଚାର ଜୋରଦାର କରି ଥାଆନ୍ତି ଆଉ ତାଙ୍କର ଦଳ ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରି ଥାଆନ୍ତି। ଆଉ ଏବେ ସରିଛି ପୌର ନିର୍ବାଚନ ଯାହା ସମସ୍ତ ସହରାଞ୍ଚଳ ଗୁଡିକରେ ଦେଖା ଦେଇଛି। ଏହି ନିର୍ବାଚନ କେବଳ ପୌର ଓ ମୁନିସପାଲିଟି ଇତ୍ୟାଦି ରେ ଦେଖା ଯାଇଥାଏ।
ଆଉ ଏହି ସବୁ ସମୟରେ ସହରାଂଚଳ ଗୁଡିକରେ ମଧ୍ୟ ପଂଚାୟତ ନିର୍ଵାଚନ ପରି ପ୍ରଚାର ହୋଇଥାଏ ଆଉ ଏଠାରେ ଟିକିଏ ଅଲଗା ହୋଇ ଥିବାର ଦେଖିବାକୁ ମିଳିଥାଏ। ଆଉ ନିର୍ବାଚନ ରେ ବିଭିନ୍ନ ଦଳ ମଧ୍ୟ ବାଜିମାତ କରୁଛି ଆଉ ସମସ୍ତେ ନିଜର ବିଜୟ ଲାଭ ପାଇଁ ଲୋକଙ୍କ ପାଖରେ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ଏମିତି ସବୁ ଦଳ ମଧ୍ୟ କରି ଥାଆନ୍ତି। ଏହାରି ଭିତରେ ଏଠାରେ ଦେଖିବାକୁ ମିଳିଛି ଯେ ଜଣେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଫ୍ୟାନ୍ସଙ୍କ ବା ଦଳର ସହକର୍ମୀ ଏକ ନିଆରା ଢଙ୍ଗରେ ସମର୍ଥନ କରି ଥିବାର ଦେଖିବାକୁ ମିଳୁଛି।
ଆଉ ଏଠାରେ ନିର୍ବାଚନ ରେ ଜୟଲାଭ କରିବା ପରେ ସେ ନିଜକୁ ନିୟନ୍ତ୍ରଣ ରେ ରଖି ନ ପାରି ଦେହକୁ ଏମିତି ସାଜସଜ୍ଜା କରି ପୁଷ୍ପା ଫିଲ୍ମ ଦେଖି ଅଲୂଅର୍ଜୁନ ପରି ଅଭିନୟ କରି ମୁଖ୍ୟମନ୍ତ୍ରୀ ଙ୍କୁ ସମର୍ଥନ କରି କହୁଛି ଆଉ ଏହା ଦଳ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଛି। ଆଉ ଏହା ଏବେ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରଲ ହେବାରେ ନଜରରେ ଆସିଛି। ଆଉ ନିଆରା ପ୍ରକାରର ସମର୍ଥନ ତାହା ସମସ୍ତଙ୍କୁ ଆଚଙ୍କିତ କରି ଦେଇଛି। ସେହି ଫିଲ୍ମ ର ଡାଇଲଗ କୁ କହି ବିଜେଡି ଦଳର ପ୍ରଚାର କରୁଛି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଜୟ ଗାନ କରିବା ସହିତ ଦଳକୁ ସମର୍ଥନ କରିବା ପାଇଁ ପ୍ରେରଣା ଦେଇଛି। ତେବେ ଏହାକୁ ସୋସିଆଲ ମିଡ଼ିଆରେ ପ୍ରବଳ ଶେୟାର କରିଥିବାର ଦେଖିବାକୁ ମିଳିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।