ହଁ ଦର୍ଶକ ବନ୍ଧୁ ଶ୍ରାବଣ ମାସ ଶିବଙ୍କର ମାସ ହେଇଥିବାରୁ ଏହି ଶ୍ରାବଣ ମାସ ର ଚିତାଲାଗି ଅମାବାସ୍ୟା ର ରାତି ଠୁ ଗ୍ରହ ମାନଙ୍କ ର ଗତି ପଥର ପରିବର୍ତ୍ତନ ଯୋଗୁଁ 8 ଟି ରାଶି ର ରାଜଯୋଗ ଦେଖାଯିବ ବୋଲି ଜ୍ୟୋତିଷ୍କ ମାନଙ୍କ ଗବେଷଣା ରୁ ଜଣା ପଡିଛି | ତାହାଲେ ଆସନ୍ତୁ ବନ୍ଧୁ ଗଣ ସେହି 8 ଟି ରାଶି ର ବ୍ୟକ୍ତି ଙ୍କ ବିଷୟରେ ଜାଣିବା | ତାହେଲେ ସେହି 8 ଟି ରାଶି ହେଉଛି
(1) ମେଷ
(2) ବୃଷ
(3)କର୍କଟ
(4) ସିଂହ
(5) କନ୍ୟା
(6)ବିଛା
(7) ମକର
(8) କୁମ୍ଭ
ତାହାଲେ ଆସନ୍ତୁ ସର୍ବ ପ୍ରଥମେ ମେଷ ରାଶି ବିଷୟରେ ଜାଣିବା |
ମେଷ: ଏହି ରାଶି ର ବ୍ୟକ୍ତିଙ୍କୁ କୃଷିକ୍ଷେତରୁ ଲାଭ ମିଳିବ | ଯାନବାହନରେ ସୁଖ ଅଛି ଗୃହ ପରିବେଶ ଉତ୍ତମ ମାନର ହେବ ଓ ଗୃହରେ ସୁଖ ଶାନ୍ତି ଲାଗି ରହିବ |
ବୃଷ: ଏହି ରାଶି ର ବ୍ୟକ୍ତି, ସକଳ ଗୁଣର ଆଧାର ହେବେ | ବାଣିଜ୍ୟ ବ୍ୟବସାୟ ସୁଖୀ ହେବେ,ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ |
କର୍କଟ: ଏହି ରାଶି ବ୍ୟକ୍ତି ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ। ସୁସ୍ଥ ରହିବେ | ରୋଜଗାର ଆଶାନୁରୂପ ହେବ,ଦାମ୍ପତ୍ୟ ଜୀବନ ସୁଖ ମିଳିବ |
ସିଂହ: ଏହି ରାଶିର ବ୍ୟକ୍ତି ଉତ୍ତମ ବ୍ୟବହାର କରି ପରକୁ ଆପଣାର କରିବେ | ସାଧନାରୁ ସୁଫଳ ପାଇବେ ଧର୍ମ କାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି |
କନ୍ୟା: ଏହି ରାଶି ର ବ୍ୟକ୍ତି ଶିବ ଙ୍କ କୃପା ଦୃଷ୍ଟି ରୁ ତାଙ୍କର ଆୟ ତାଙ୍କର ଇଚ୍ଛା ମୁତାବକ ହେବ ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି ଯାନବାହନ ର ସୁଖ ମିଳିବ,ମନ ପ୍ରସନ୍ନ ରହିବ |
ବିଛା: ଏହି ରାଶି ବ୍ୟକ୍ତି ଙ୍କ ପାଇଁ ଶ୍ରାବଣ ମାସରେ ବହୁତ ପରୋପକାରୀ ହେବେ ଦାନଧର୍ମରେ ଦୀକ୍ଷିତ ହୋଇପାରନ୍ତି ପାରିବାରିକ ଜୀବନ ସୁଖପ୍ରଦ ହେବ | ଭଗବାନ ଶିବଙ୍କ କୃପା ଦୃଷ୍ଟି ରୁ ବିଭିନ୍ନ ସୂତ୍ରରୁ ଅର୍ଥ ମିଳିବ |
ମକର: ଏହି ରାଶି ର ବ୍ୟକ୍ତି ସମାଜସେବାରେ ନିଜକୁ ନିୟୋଜିତ କରିପାରନ୍ତି ଅବିବାହିତଙ୍କର ସୁକନ୍ୟା ସହ ବିବାହ ସମ୍ବନ୍ଧ ସ୍ଥିର ହେବ | ଛାତ୍ର ଛାତ୍ରୀ ମାନଙ୍କୁ ଇଚ୍ଛା ଅନୁଯାୟୀ ଫଳ ମିଳିବ |
କୁମ୍ଭ: ଏହି ରାଶି ର ବ୍ୟକ୍ତିଙ୍କର ଶତ୍ରୁତା ଆଚରଣ କରୁଥିବା ବ୍ୟକ୍ତି ନିରାଶ ହେବେ | ଓ ସେମାନେ ଋଣ ପରିଶୋଧ କରି ଆଶ୍ବସ୍ତ ହେବେ କର୍ମଚଞ୍ଚଳ ରହିବେ, ନ ହୋଉଥିବା କାର୍ଯ୍ୟ ସଫଳତା ର ସହିତ ହେବ |
ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହିଁ 8 ଟି ରାଶି ର ଭାଗ୍ୟ ଫଳ ଯାହା ଚିତାଲାଗି ଅମାବାସ୍ୟା ର ରାତି ଠୁ ଏହି ସବୁ ରାଶି ରେ ଦେଖା ଯିବ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।