ଆଜି ଯେତେଶୀଘ୍ର ସମ୍ଭବ ଶରୀରର ଏହି ଜାଗାରେ ବାନ୍ଧନ୍ତୁ ( କଳା ଫିତା ) – ତା’ପରେ ଦେଖନ୍ତୁ ଚମତ୍କାର

0

ହିନ୍ଦୁଧର୍ମରେ କଳାଫିତା କୁ ବହୁତ ଅଧିକ ବିଶ୍ୱାସ କରାଯାଏ , କଳାଫିତା ଦେହରେ ଧାରଣ କଲେ ଯେକୌଣସି ନଜରରୁ ବଞ୍ଚାଯାଇଥାଏ। ଅନେକ ବ୍ୟକ୍ତି କଳା ଫିତାପ ପରିଧାନ କରିଥାନ୍ତି କିନ୍ତୁ ତାର ସଠିକ୍ ତରିକା ଜଣା ନଥିବାରୁ ତାର କୌଣସି ଫାଇଦା ମିଳେନାହିଁ । ଜ୍ୟେତିଷ ଶାସ୍ତ୍ର ଅନୁସାରେ କଳାଫିତା ସେହି ଫିତା ଅଟେ , ଯାହା ବ୍ୟକ୍ତିକୁ ଧନୀ କରିଦେଇ ପାରେ । ଯଦି ଆପଣ ମାନେ କଳା ଫିତା ପିନ୍ଧୁଛନ୍ତି , ତେବେ ଆପଣ ମାନେ କିପରି ଭାବେ ଓ କେଉଁଠି ପିନ୍ଧିବା ଆବଶ୍ୟକ ଆସନ୍ତୁ ଜାଣିବା ।

ପ୍ରଥମେ ଆପଣ ମାନେ ଗୋଟିଏ କଳାଫିତାରେ 9 ଟି ଗଣ୍ଠି ପକେଇ ଦିଅନ୍ତୁ , ଓ ମଙ୍ଗଳବାର କିମ୍ୱା ଶନିବାର ଦିନ ଏହାକୁ ଆପଣ ନିଜର ଡାହାଣ ହାତର କହୁଣୀରେ ବାନ୍ଧି ଦିଅନ୍ତୁ । ଏହାକୁ ଆପଣ 3 ରୁ 7ଟି ସପ୍ତାହ ପର୍ଯ୍ୟନ୍ତ ବାନ୍ଧି କରି ରଖନ୍ତୁ । ଏହାକୁ ଧାରଣ କଲେ ଆପଣଙ୍କର ଦାରିଦ୍ର୍ୟତା ଦୂର ହୋଇଯିବ ଏବଂ ଏହାର ଫାଇଦା ଆପଣଙ୍କୁ ଗୋଟିଏ ସପ୍ତାହ ମଧ୍ୟରେ ଦେଖିବାକୁ ମିଳିଯିବ । ଯେଉଁ ବ୍ୟକ୍ତିମାନେ ଦରିଦ୍ର୍ୟତାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି , ସେମାନେ ଜ୍ୟୋତିଷଙ୍କ ଦ୍ୱାରା କୁହାଯାଇଥିବା ଉପାୟକୁ ଆପଣାଇଲେ ଆପଣଙ୍କୁ ଲାଭ ମିଳି ପାରିବ ।

ମାନ୍ୟତା ରହିଛି ଯେ ଶନିଦେବ ଆମର କର୍ମ ଅନୁଯାୟୀ ଆମକୁ ଫଳ ପ୍ରଦାନ କରିଥାନ୍ତି , ଜାତକରେ ଶନି ଅଶୁଭ ରହିଥିଲେ ଶନିବାର ଦିନ ଶନିଙ୍କୁ ରାଶିତେଲ ଚଢାଇବା ଅତ୍ୟନ୍ତ ଜରୁରୀ ଅଟେ । ଏହି ଉପାୟକୁ ଯେଉଁମାନେ ନିୟମିତ ଭାବରେ କରିଥାନ୍ତି , ସେମାନଙ୍କୁ ଶନିଦେବଙ୍କ କୃପା ନିଶ୍ଚୟ ମିଳିଥାଏ । ଶନିଦେବଙ୍କୁ ରାଶି ତେଲ ଚଢାଇଲେ , ଶନିଦେବ ଶୀଘ୍ର ପ୍ରସନ୍ନ ହୁଅନ୍ତି ଓ ଭକ୍ତଙ୍କୁ ସର୍ବଦା ବିପଦମୁକ୍ତ କରାନ୍ତି । ଶନିଦେବଙ୍କୁ ସର୍ବଦା ଲୁହାର ବାସନ ଦ୍ୱାରା ତେଲ ଅର୍ପଣ କରିବା ଉଚିତ୍ । ତେଲ ଚଢାଇବା ପୂର୍ବରୁ ତେଲରେ ନିଜପ ଚେହେରା ଦେଖିନେବା ଉଚିତ୍ , ଏମିତି କଲେ ଶନିଦେବ ଯେକୌଣସି ଦୋଷରୁ ମୁକ୍ତି ଦେଇଥାନ୍ତି ।

ଶନିଦେବଙ୍କୁ ତେଲ ଚଢାଇବା ବେଳେ ଶନିଦେବଙ୍କ ପାଦକୁ ଦର୍ଶନ କରିବା ଉଚିତ । ଶନିଦେବଙ୍କୁ ତେଲ ଅର୍ପଣ କରିବା ପରେ ନିଜ ଇଚ୍ଛା ଅନୁସାରେ କିଛି ଦାନ କରିବା ଉଚିତ , ଏହି ଦାନ ଆପଣ ଶନିଦେବ ମନ୍ଦିର ବାହାରେ ଥିବା ଗରିବ ଲୋକମାନଙ୍କୁ ଦେବା ଉଚିତ । ଏଥି ସହିତ ଆପଣ ଶନିଦେବ ମନ୍ଦିରକୁ ଯାଉଥିଲେ ନିଜ ସହ ଗୋଟିଏ କଳାଫିତା ନେଇକରି ଯାଆନ୍ତୁ ।

ସେହି କଳାଫିତାକୁ ମନ୍ଦିରରେ ପୂଜା କରି ନିଜ ଡାହାଣ ହାତରେ ବାନ୍ଧି ଦିଅନ୍ତୁ । ଏଥିଦ୍ୱାରା ଆପଣଙ୍କୁ ଶନିଦେବଙ୍କ କୃପା ପ୍ରାପ୍ତ ହେବ , ତା ସହିତ ଆପଣଙ୍କ ଭାଗ୍ୟ ଚମକି ଉଠିବ । ତେବେ ଆପଣ ମାନେ କଳାଫିତା ପରିଧାନ କରୁଥିଲେ ନିଜପ ଡାହାଣ ହାତରେ ବାନ୍ଧନ୍ତୁ । ଶୁଭଫଳ ପ୍ରାପ୍ତ ହେବ ଏବଂ ଧନର ଅଭାବ ରହିବ ନାହିଁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।