Breking News – ଆଜି ପୁଣି ଓଡ଼ିଆ କଳାକାର ଜଗତକୁ ଆସିଲା ଦୁଃଖର ପାହାଡ ! ଏହି ପ୍ରସିଦ୍ଧ ଆଭିନେତା ଙ୍କର ହଠାତ ହେଲା ଆକସ୍ମିକ ମୃତ୍ୟୁ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଶୋକ ପ୍ରକାଶ…

0

ଅଲିଉଡ ଇଣ୍ଡଷ୍ଟ୍ରି ରୁ ଆସିଲା ପୁଣି ଏକ ଦୁଃଖଦ ଖବର।ଯଦି ଆମେ ଦେଖିବା ତେବେ ଏହି ଦିନ ମାନଙ୍କ ରେ ଅଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ୍ ଦୁଃଖ ଖବର ଆସିଛି । ରେ ଅନେକ ପ୍ରତିଭାବାନ କଳାକାର ମାନେ ଏବେ ଏବେ ଇଣ୍ଡଷ୍ଟ୍ରି ଦୂରେଇ ଯାଇଛନ୍ତି । ତେବେ ସେମିତି ଜଣେ ବ୍ୟକ୍ତିତ୍ୱ ଙ୍କ ର ଆଜି ପରଲୋକ ଘଟିଛି ତେବେ କିଏ ସେ ଅଟନ୍ତି ଆସନ୍ତୁ ଜାଣିବା ;

ତେବେ ପ୍ରସିଧ ସିନେ ସମୀକ୍ଷକ , ସିନେ ସମ୍ବାଡିତ ତଥା ଓଡ଼ିଆ ସିନେମା ସଂଘ ର ପ୍ରତିଷ୍ଠାତା ରଣଦିପ ଦାସ ଙ୍କ ପରଲୋକ । ତେବେ ସେ ୮୨ ବର୍ଷ ରେ ମୃତ୍ୟୁ ବରଣ କରିଛନ୍ତି । ସେ କଟକ ର ଦଗରପଦା ରେ ଥିବା ନିଜ ବାସ ଭବନ ରେ ମୃତ୍ୟୁ ବରଣ କରିଛନ୍ତି। ତାଙ୍କର ଜନ୍ମଭୂମି କଟକ ସହର ଅଟେ । ସେ ୧୯୩୮ ମସିହା ରେ କଟକ ରେ ଜନ୍ମ ଗ୍ରହଣ କରିଥିଲେ । କଟକ ଦଗରାପଡା ସ୍ଥିତ ଘରେ ସେ ଜାତୀୟ ଦୂରଦର୍ଶନ ଓ ଚଳଚ୍ଚିତ୍ର ପ୍ରତିଷ୍ଠାନ ନାମ ରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ସିନେମା ପ୍ରଶିକ୍ଷଣ ସ୍କୁଲ୍ ଖୋଲି ଥିଲେ ।

ତେବେ ଆଜିର ବହୁତ୍ ପ୍ରସିଧ କଳାକାର ମାନଙ୍କୁ ସେ ଅଭିନୟ ପ୍ରଶିକ୍ଷଣ ଦେଇଥିଲେ ଓ ଆଜିର ବହୁତ୍ କଳାକାର ତାଙ୍କ ଠାରୁ ହିଁ ଅଭିନୟ ଶିକ୍ଷା ଗ୍ରହଣ କରି ବହୁତ୍ ପ୍ରତିଷ୍ଠିତ ହୋଇ ପାରିଛନ୍ତି । ସେ ଚଳଚ୍ଚିତ୍ର ସାହିତ୍ୟ ପତ୍ରିକା ଜୀବନ ରଙ୍ଗ ଓ ସମ୍ଭ୍ରାନ୍ତ ପରି ପ୍ରସିଧ ସାହିତ୍ୟ ପତ୍ରିକା ର ପ୍ରତିଷ୍ଠାତା ଥିଲେ । କାଦମ୍ବିନୀ , ଚିତ୍ର ପରି ସମାନ , ଓ ଚଳଚ୍ଚିତ୍ର ପରି ସମାନ ପରି ଅନେକ ବିଶିଷ୍ଟ ପୁରସ୍କାର ରେ ସେ ସମ୍ମାନିତ ହୋଇ ଥିଲେ । ତେବେ ତାଙ୍କର ବିୟୋଗ ରେ ଓଡ଼ିଆ ଚଳଚ୍ଚିତ୍ର ଜଗତ ରେ ଶୋକ ର ଛାୟା ଖେଳି ଯାଇଛି ।

ତେବେ ଏହି ଖବର ସମ୍ପୂର୍ଣ ଓଡ଼ିଆ ଇଣ୍ଡଷ୍ଟ୍ରି ଭାଙ୍ଗି ପଡ଼ିଛି। ଓଡ଼ିଆ ଇଣ୍ଡଷ୍ଟ୍ରି ରେ ଦୁଃଖ ର ଛାୟା ଖେଳି ଯାଇଛି । ଯଦି ଆମେ ଦେଖିବା ତେବେ ଓଡ଼ିଆ ଚଳଚ୍ଚିତ୍ର ଜଗତ ର ଅନେକ ମହାନ କଳାକାର ମାନେ ଏହି ବର୍ଷ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ରଣଧୀର ଦାସ ଙ୍କ ଅଚାନକ ବିୟୋଗ ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି କୁ ସ୍ତବ୍ଧ କରି ଦେଇଛି । ଅନେକ କଳାକାର ତାଙ୍କ ଠାରୁ ଅଭିନୟ କରିବାର ଶିକ୍ଷା ଗ୍ରହଣ କରି ଆଜି ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ନାମ କମେଇ ପାରିଛନ୍ତି ।ତେବେ ତାଙ୍କୁ ବର୍ତ୍ତମାନ ତାଙ୍କର ପ୍ରଶଂସକ ଙ୍କ ମାନେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କର ଆତ୍ମା ର ସଦଗତୀ ନିମନ୍ତେ ଭଗବାନ ଙ୍କ ସାମ୍ନା ରେ ପାର୍ଥନା କରୁଥିବାର ନଜର ଆସିଛନ୍ତି।

ତେବେ ରଣଧୀର ଦାସ ଜଣେ ନିଷ୍ଠବାନ ଓ ନିଜ କାମକୁ ଭଲ ପାଉ ଥିବା କଳାକାର ଥିଲେ।ତାଙ୍କର ଚମତ୍କାର ଅଭିନୟ ପ୍ରଶିକ୍ଷଣ ଯାଦୁରେ ସେ ସମସ୍ତଙ୍କୁ ବାନ୍ଧି ରଖି ଥିଲେ।ସେ ଅଭିନୟ କୁ ଭଲ ପାଉଥିଲେ ଓ ଅନ୍ୟ ମାନଙ୍କୁ ଅଭିନୟ ଶିଖାଇବାରେ ନିଜର ଜୀବନ ସମ୍ପର୍ପିତ କରି ଥିଲେ।ଓଡ଼ିଆ ଚଳଚ୍ଚିତ୍ର ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।