ତେବେ ଆମେ ମାନେ ଜାଣିଛୁ କି ଗ୍ରହ ମାନଙ୍କର ଗତି ପଥର ପରିବର୍ତ୍ତନ ଯୋଗୁଁ ରାଶି ମାନଙ୍କର ଗତି ପଥ ମଧ୍ୟ ପରିବର୍ତ୍ତନ ହେଇଥାଏ | ଯାହା ଜ୍ୟୋତିଷ୍କ ମାନେ ବହୁ ଆଗରୁ ବର୍ଣ୍ଣନା କରିଛନ୍ତି | ତେବେ ଏହି ଗ୍ରହ ମାନଙ୍କ ପରିବର୍ତ୍ତନ ଯୋଗୁଁ ଏହାର ପ୍ରଭାବ ମଣିଷ ଉପରେ ସିଧାସଳଖ ପଡିଥାଏ ବୋଲି କୁହାଯାଏ | ତେବେ ଏହି ଗ୍ରହ ମାନଙ୍କର ଗତିପଥର ପରିବର୍ତ୍ତନ ଯୋଗୁଁ ଆମର ଜୀବନ ଯାପନ ଉପରେ ମଧ୍ୟ ଆମର ପ୍ରଭାବ ପକାଇଥାଏ | ଆଉ କୁହାଯାଉଛି କି ଏହି ବିଶ୍ୱକର୍ମା ପୂଜା ରେ 5 ଟି ରାଶିରେ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ | ଆଉ ସେମାନଙ୍କ ଉପରେ ମହା ଲକ୍ଷ୍ମୀ ଙ୍କର ମଧ୍ୟ ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି | ତେବେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ପାଞ୍ଚଟି ରାଶି ମାନଙ୍କ ଉପରେ ଆଲୋଚନା କରିବା |
ତେବେ କୁହାଯାଉଛି କି ବିଶେଷ କରିକ କର୍କଟ, ବିଛା, କନ୍ୟା, ତୁଳା ଓ କୁମ୍ଭ | ଏହି ପାଞ୍ଚ ଟି ରାଶିର ଭାଗ୍ୟ ଫଳରେ ଆସିବାକୁ ଯାଉଛି ବଡ଼ ଧରଣର ପାରିବର୍ତ୍ତନ | ଆଉ ସେହି ରାଶି ମାନଙ୍କ ଉପରେ ମହା ଲକ୍ଷ୍ମୀ ଙ୍କର ବିଶେଷ କୃପା ବର୍ଷା ଅଜାଡ଼ି ବାକୁ ଯାଉଛନ୍ତି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସେହି ଭାଗ୍ୟଶାଳୀ 5 ଟି ରାଶି ବିଷୟରେ ଆଜି ଆମେ ଆଲୋଚନା କରିବା ଯେଉଁ ମାନଙ୍କର ଭାଗ୍ୟରେ ଆସିବାକୁ ଯାଉଛି ବଡ଼ ଧରଣର ପରିବର୍ତ୍ତନ |
କର୍କଟ ରାଶି :-
ଏହି ରାଶିର ବ୍ୟକ୍ତି ମାନଙ୍କର ଏହି ବିଶ୍ୱକର୍ମା ପୂଜା ଆଜି ପାଖରୁ ବଡ଼ ପରିବର୍ତ୍ତନ ଆସିବ |ସେମାନେ ପରିବାର ପ୍ରିୟ ହୋଇଥାନ୍ତି |ତାହା ବ୍ୟତୀତ ଏମାନେ ବହୁତ ଈଶ୍ୱର ଭକ୍ତ ହୋଇଥାନ୍ତି | ଏହି ରାଶିର ବ୍ୟକ୍ତି ମାନେ ବହୁତ ଭଲ ହୋଇଥାନ୍ତି ଓ ସେମାନେ ସେମାନଙ୍କର ପିଲା ଙ୍କ ପ୍ରତି ଅତ୍ୟନ୍ତ ଯତ୍ନବାନ ହୋଇଥାନ୍ତି | ଯାହା ଫଳରେ ସେମାଙ୍କର ପିଲା ଙ୍କର ଜୀବନ ଉଜ୍ଜଳ ହୋଇଥାଏ | ତାହା ବ୍ୟତୀତ ବୌବାହିକ ଜୀବନ ମଧ୍ୟ ସୁଖ ମୟ ହୋଇଥାଏ |
ତୁଳା ରାଶି :-
ତୁଳା ରାଶିର ବ୍ୟକ୍ତି ମାନଙ୍କ ର ଜୀବନରେ ସୁଖ ଆଉ ଶାନ୍ତି ଭରି ଯିବ ଆଜି ପାଖରୁ | ସବୁ କାର୍ଯ୍ୟରେ ସମୃଦ୍ଧି ପାଇବେ | ଯେଉଁ କାର୍ଯ୍ୟରେ ହାତ ଦେବେ ଲାଭବାନ ହେବେ |
ବିଛା ରାଶି :-
ଏହି ରାଶିର ବ୍ୟକ୍ତି ମାନଙ୍କର ଖୋଲା ହୃଦୟ ହୋଇଥାଏ ଓ ସେମାନେ ସ୍ତ୍ରୀ ମାନଙ୍କୁ ଖୋଲା ହୃଦୟରେ ଭଲ ପାଇଥାନ୍ତି | ଆଉ ସେମାନେ ବହୁତ ଭଲ ସ୍ଵଭାବର ହୋଇଥାନ୍ତି | ସେଥିପାଇଁ ଏହି ବିଶ୍ୱକର୍ମା ପୂଜା ପାଖରୁ ମହାଲକ୍ଷ୍ମୀ ଙ୍କର ବିଶେଷ କୃପା ଦୃଷ୍ଟି ପଡିବାକୁ ଯାଉଛି ବିଛା ରାଶି ଉପରେ |
କନ୍ୟା ରାଶି :-
ତେବେ ଏହି କନ୍ୟା ରାଶିର ବ୍ୟକ୍ତି ମାନେ ସବୁବେଳେ ଭଲ କାମ କରିଥାନ୍ତି ଆଉ ଯାହା ଫଳରେ ସେମାନଙ୍କର କର୍ମ ଅନୁସାରେ ସେମାନଙ୍କୁ ଫଳ ମିଳିଥାଏ | ଆଉ ଆଜି ପାଖରୁ ସେମାନଙ୍କର ସବୁ କ୍ଷେତ୍ରରେ ଉନ୍ନତି ହେବ ବ୍ୟାପାର ବାଣିଜ୍ୟ ରେ ମଧ୍ୟ ସଂମାନ ର ଅଧିକାରୀ ହେବେ |
କୁମ୍ଭ ରାଶି :-
ତାହା ବ୍ୟତୀତ କୁମ୍ଭ ରାଶିର ବ୍ୟକ୍ତି ମାନଙ୍କର ଜୀବନ କୁ ସରସ ସୁନ୍ଦର କରିବା ପାଇଁ ସେମାନଙ୍କୁ ପୂଜା ଆରାଧନା କରିବାକୁ ପଡିବ | କିନ୍ତୁ ଯାହାବି ଖରାପ ଦିନ ଥିଲା ତାହା ଆଜି ପାଖରୁ ଶେଷ ହୋଇଯିବ | ଆଉ ଏକ ନୂଆ ଜୀବନରେ ଆରମ୍ଭ କରିବାକୁ ଯାଉଛନ୍ତି କୁମ୍ଭ ରାଶିର ବ୍ୟକ୍ତି ମାନେ |
ତେବେ ଏହା ଥିଲା ବିଶ୍ୱକର୍ମା ଙ୍କ ପୂଜା ଅର୍ଥାତ ଆଜି ପାଖରୁ ମହାଲକ୍ଷ୍ମୀ ଙ୍କ କୃପା ମିଳିବାକୁ ଯାଉଥିବା ରାଶିଙ୍କ ବିଷୟରେ |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।