ହଁ ଦର୍ଶକ ବନ୍ଧୁ ଆଜି ହେଉଛି ପବିତ୍ର ନାଗ ପଞ୍ଚମୀ ଏହି ନାଗ ପଞ୍ଚାମୀ ରେ ଗ୍ରହ ମାନଙ୍କ ର ଗତିପଥର ପରିବର୍ତ୍ତନ ଯୋଗୁଁ ଏହାର ସିଧା ସଳଖ ପ୍ରଭାବ ମଣିଷ ର ଜୀବନ ଉପରେ ପଡିଥାଏ | ଯାହା ପାଇଁ ମଣିଷ କେତେବେଳେ ଦୁଃଖରେ ଥାଏ ତୋ ପୁଣି କେତେବେଳ ଖୁସିରେ ରେ | ତେଣୁ ମଣିଷ ର ଦୁଃଖ ଓ ସୁଖ ର ରହିବା ର କାରଣ ଏହି ରାଶି ଉପରେ ନିର୍ଭର କରିଥାଏ ବୋଲି କୁହାଯାଏ | ସେହି ପରି ଜ୍ୟୋତିଷ୍କ ମାନଙ୍କ ଗଣନା ରୁ ଜଣା ପଡିଛି ଯେ ନାଗ ପଞ୍ଚାମୀ ଠାରୁ ଏକ ମାସ ପର୍ଯ୍ୟନ୍ତ 4 ଟି ରାଶି ଶୁଭଦାୟକ ନୁହେଁ | ତାହାଲେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି 4 ଟି ରାଶି ବିଷୟରେ ଯାହାର ଏହି ଅଗଷ୍ଟ ମାସ ଟି ଅଶୁଭ ବୋଲି କୁହାଯାଇଛି |
ତାହାଲେ ସେହି ରାଶି ଗୁଡିକ ହେଉଛି
(1) ଧନୁ ରାଶି
(2) ମକର ରାଶି
(3) ସିଂହ ରାଶି
(4)ମୀନ ରାଶି
ତାହାଲେ ଆସନ୍ତୁ ଜାଣିବା ଧନୁ ରାଶି ବିଷୟରେ
(1)ଧନୁ:-
ଏହି ରାଶି ର ବ୍ୟକ୍ତି ଙ୍କ ପାଇଁ ସୂର୍ଯ୍ୟ ଙ୍କ ର ଅଶୁଭ ଫଳ ଲାଗିରହିବା ସହିତ ଛୋଟ ବଡ ବାଦ ବିବାଦ ମଧ୍ୟ ଲାଗିରହିବ | କୋର୍ଟ କଚେରୀ ମାମଲା ରେ ସମସ୍ୟା ଦେଖା ଦେବ, ଅଯଥା ଖର୍ଚ୍ଚ କରିପାରନ୍ତି | ବୈବାହିକ ଜୀବନରେ ଅନେକ ସମସ୍ୟା ଦେଖା ଦେବ | ଏହି ଅଗଷ୍ଟ ମାସରେ ସନ୍ତାନ ମାନଙ୍କୁ ଠୁ ଦୁଃଖ ପାଇବେ ଓ ଦୂର ସ୍ଥାନ କୁ ଯିବାର ଯୋଗ ଅଛି |
(2) ମକର ରାଶି :-
ଏହି ରାଶି ବ୍ୟକ୍ତି ମାନେ ନାଗପଞ୍ଚମୀ ଠାରୁ ଏମାନଙ୍କ ଜୀବନ ଭଲରେ ଯିବ ନାହିଁ | ଆତ୍ମ ବିଶ୍ୱାସ ରେ କମି ଦେଖା ଯିବ ଓ କୌଣସି ରିସ୍କ ପୂର୍ଣ୍ଣ କାଯ୍ୟ କରିବେ | ଏହି ମାସ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ଭଲ ରହିବ, ସରକାରୀ ଚାକିରିଆ ଙ୍କ ପାଇଁ ସ୍ଥିତି ଭଲ ରହିବ ଓ ମାନସିକ ଚିନ୍ତା ରେ ରହିବେ | ପ୍ରେମ ଜୀବନ ରେ ବାଧା ସୃଷ୍ଟି ହେବ |
(3) ସିଂହ ରାଶି :-
ଏହି ରାଶି ର ବ୍ୟକ୍ତି ମାନେ ନାଗପାଞ୍ଚମୀ ଠାରୁ ଚିଡି ଚିଡ଼ା ସ୍ଵଭାଵ ରେ ଦେଖାଯିବା ସହିତ ଆର୍ଥିକ ପରିସ୍ଥିତି ରେ ମଧ୍ୟ ସୃଷ୍ଟି ହେଇପାରେ | ବନ୍ଧୁ ମାନଙ୍କ ସହିତ ଭୁଲ ବୁଝାବଣା ଲାଗିରହିବ | ଯାନ ବାହାନ ପ୍ରତି ସତର୍କ ରୁହନ୍ତୁ |
(4) ମୀନ ରାଶି :-
ଏହି ରାଶି ର ବ୍ୟକ୍ତି ମାନେ ନାଗ ପଞ୍ଚମୀ ଠାରୁ ବିଭିନ୍ନ ପ୍ରକାର ଚିନ୍ତାରେ ରହିପାରନ୍ତି | ଏହି ମାସ ଟି ଉତ୍ତମ ରହିବ ନାହିଁ ଓ ପୁରୁଣା କୋରଜ ସୁଝି ପାରନ୍ତି | ଏହି ମାସ ରେ ଜମି, ଗୃହ କିମ୍ବା ଯାନ ବାହାନ କିଣନ୍ତୁ ନାହିଁ | ପୁରୁଣା ରୋଗରେ ପଡିତ ଥିବା ବ୍ୟକ୍ତି ତାଙ୍କର ଚିକିତ୍ସା କରନ୍ତୁ ଅବହେଳିତ କାରଣ ରୁ ବିଭିନ୍ନ ସମସ୍ୟା ଉପୁଜି ପାରେ | ଦାମ୍ପତ୍ୟ ଜୀବନରେ ଝଡ଼ ସୃଷ୍ଟି ହେଇପାରେ |
ତାହାଲେ ଦର୍ଶକ ବନ୍ଧୁ ଏହା ଥିଲା ସେହି ୪ ଟି ରାଶି ଯାହା ର ଏହି ଅଗଷ୍ଟ ମାସଟି ଅଶୁଭ ଜୀବ ବୋଲି ଜ୍ୟୋତିଷ ଶାସ୍ତ୍ର ରେ କୁହାଯାଉଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।