Breking News – ଆଜି ପୁଣି ଚଳଚିତ୍ର ଜଗତକୁ ଆସିଲା ଦୁଃଖର ପାହାଡ ! ଏହି ପ୍ରସିଦ୍ଧ ଅଭିନେତ୍ରୀ କଲେ ଆତ୍ମହତ୍ୟା, ଘରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହେଲା ମୃତଦେହ

0

ଏବେ ଏବେ ଆଉ ଗୋଟିଏ ଦୁଃଖଦ ଖବର ବଲିଉଡ୍ ରୁ ଆସୁଅଛି । ଏବେ ଏବେ ଆଉ ଜଣେ ସୁନ୍ଦରୀ ତଥା ଲୋକ ପ୍ରିୟ ଅଭିନେତ୍ରୀ ଙ୍କ ମୃତ୍ୟୁ ର ଖବର ସାମ୍ନା କୁ ଆସୁ ଅଛି । ତେବେ 2020 ମସିହା ଟି ବଲିଉଡ ଇଣ୍ଡଷ୍ଟ୍ରି ପାଇଁ ବହୁତ୍ ଦୁଃଖ ଖବର ନେଇ ଆସି ଥିଲା ।ଯଦି ଆମେ ଦେଖିବା ତେବେ ବଲିଉଡ୍ ଚଳଚ୍ଚିତ୍ର ଜଗତ ର ଅନେକ ମହାନ କଳାକାର ମାନେ ଏହି ବର୍ଷ ଫିଲ୍ମ୍ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି ।

ତେବେ ସମସ୍ତେ ଏହି ନୂତନ ବର୍ଷ କୁ ଖୁବ୍ ଉତ୍ସାହ ର ସହିତ ଅପେକ୍ଷା କରିଥିଲେ । ଆଉ ଭାବୁଥିଲେ ଯେ ଏହି ବର୍ଷ ସମସ୍ତ ଙ୍କ ପାଇଁ ଆଶା ର ଓ ଖୁସି ର ଏକ ନୂଆ କିରଣ ନେଇ ଆସିବ । କିନ୍ତୁ ଏହି ବର୍ଷ ଆରମ୍ଭ ରେ ଏମିତି ଏକ ଦୁଃଖଦ ଖବର ଆସିଛି ଯାହା ସମସ୍ତ ଙ୍କ ଆଶା କୁ ପାଣି ଫଟୋକା ରେ ପରିଣତ କରି ଦେଇଛି ।

ବଲିଉଡ୍ ରେ ସବୁବେଳେ କେତେ ନୂଆ ଚେହେରା ଦେଖିବା ପାଇଁ ମିଳିଥାଏ ସେହି ଚେହେରା ମଧ୍ୟରେ ଏମିତି କିଛି ଚେହେରା ରହିଥାଏ ଯେଉଁ ଚେହେରା ମନରେ ସବୁଦିନ ପାଇଁ ଏକ ଅଭୁଲା ଚିତ୍ର ସୃଷ୍ଟି କରିଥାଏ। ସେମିତି ଏକ ଅଭୁଲା ଚେହେରା ଅଟନ୍ତି କନ୍ନଡ଼ ଅଭିନେତ୍ରୀ ଜୟଶ୍ରୀ ରମେୟା । କନ୍ନଡ ବିଗ୍ ବସ୍ ରେ ସେ ଥିଲେ ପୂର୍ବତନ ପ୍ରତିଯୋଗୀ।

ବିଗ୍ ବସ୍ ର ପ୍ରତିଯୋଗୀ ହିସାବ ରେ ତାଙ୍କୁ ଅନେକ ପ୍ରକାର ଲୋକପ୍ରିୟତା ହାସଲ କରିଥିଲା ସତ୍ୱେ ସେ ସୁଇସାଇଡ କରିଛନ୍ତି। ବେଙ୍ଗାଲୁରୁ ରେ ଥିବା ତାଙ୍କ ଆବାସ ରୁ ତାଙ୍କର ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଛି। ସୂଚନା ଅନୁସାରେ ଜୟଶ୍ରୀ ବହୁତ୍ ଦିନରୁ ମାନସିକ ଅବସାଦ ରେ ଥିଲେ ।

ଏଥିପାଇଁ ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲେ ଓ ସେ ଏକ ଆଶ୍ରମ ରେ ରହି ଚିକିତ୍ସା ହେଇଥିଲେ । ତେବେ କରନା କାରଣରୁ ତାଙ୍କୁ ଅନେକ ଦିନରୁ କୌଣସି କାମ ମିଳି ନଥିଲା । ନିଜ କ୍ୟାରିୟର ଓ ଭବିଷ୍ୟତ ବିଷୟ ରେ ସର୍ବଦା ଭାବି ସେ ମାନସିକ ଅବସାଦ ରେ ଥିଲେ ଓ ଏହି ବିଷୟ ରେ ସେ ନିଜ ବନ୍ଧୁ ମାନଂକ ସହିତ ଅନେକ ଥର ଆଲୋଚନା କରି ଥିଲେ । ସାଙ୍ଗ ମାନେ ତାଙ୍କୁ ଭାଙ୍ଗି ନପଡ଼ିବା ପାଇଁ ସର୍ବଦା ଉପଦେଶ ଦେଉଥଲେ ।

କେବଳ ଏତିକି ନୁହେଁ ସୋସିଆଲ ମିଡିଆରେ ଲାଇଭ ଆସି ନିଜ ଫ୍ୟାନ ମାନଙ୍କ ସହିତ ମଧ୍ୟ ଏହି କଥା ସେ ସେୟାର କରିଥିଲେ ଓ କହିଥିଲେ ଯେ ପିଲାବେଳୁ ହିଁ ସେ ଆର୍ଥିକ ସ୍ଥିତି ସହିତ ଲଢେଇ କରି ଆସୁଛନ୍ତି ଓ ବର୍ତ୍ତମାନ ସେ ଆଉ ଏହି ଲଢେଇ କରିବା ପାଇଁ ସକ୍ଷମ ନାହାନ୍ତି। ଓ ଆଜି ସେହି କଥା ସତ ପ୍ରମାଣ କରିଦେଲେ ଏହି ଅଭିନେତ୍ରୀ।

ସୋମବାର ଦିନ ସେ କାହାରି ଫ୍ରେଣ୍ଡ୍ ମାନଙ୍କ ଫୋନ୍ ରିଶିଭ କଲେ ନାହିଁ ସେଥିପାଇଁ ସନ୍ଦେହ କରି ତାଙ୍କ ପରିବାର ଲୋକ ଆଶ୍ରମ ରେ ପହଞ୍ଚି ଥିଲେ ଓ ସେଠାରେ ଫ୍ୟାନ ରେ ତାଙ୍କ ମୃତ ଦେହ ଝୁଲୁଥିବା ର ଦେଖିଥିଲେ। ତେବେ ତାଙ୍କ ବିୟୋଗ ରେ ଆଜି ଫିଲ୍ମ୍ ଇଣ୍ଡଷ୍ଟ୍ରି ରେ ଶୋକ ର ଛାୟା ଖେଳି ଯାଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।