Breking News : ଆଜି ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଏହି Femous ଅଭିନେତ୍ରୀ ୧୪ ମହଲା କୋଠାରୁ କଲେ ଆତ୍ମହତ୍ୟା…ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…

0

ପୁଣିଥରେ ଆତ୍ମହତ୍ୟା ଭଳି ଏକ ଦୁଃଖଦ ଖବର ଏବେ ସାମ୍ନାକୁ ଆସିଛି। ଯାହା ବାସ୍ତବରେ ବୟାନ କରୁଛି ମଣିଷ ନିଜ ଜୀବନକୁ କିପରି ଭାବରେ ଅକାରଣରେ ହାରି ଦେଇଥାଏ ମାନସିକ ଅବସାଦ ଗ୍ରସ୍ତ ହୋଇ। ତେବେ ଏହି ଘଟଣା ଟି ଘଟିଛି ମୁମ୍ୱାଇ ରେ। ଏଠାରେ ଜଣେ ପ୍ରତିଷ୍ଠିତ ମଡେ଼ଲ ଛାତ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ପରାମାଉଣ୍ଟ ଇମୋସନ୍ ସୋସାଇଟି ର ୧୪ ତାଲା ଉପରୁ ଡେଇଁ ସେ ଆତ୍ମହତ୍ୟା କରିଛନ୍ତି। ଗ୍ରେଟର ନଏଡ଼ା ର ପୋଲିସ୍ ଆସି ଘଟଣା ସ୍ଥଳରେ ପହଞ୍ଚି ମୃତ ଶରୀରକୁ ଜବତ କରିଛି। ତେବେ ପୋଲିସ୍ ଏହି ଖୁଲାସା କରିଛି ଯେ ସେ ଜଣେ ମଡେଲ ଅଟନ୍ତି।

ମୁମ୍ୱାଇ ରେ ମଡେଲିଂ ରେ ସେ ନିଜର କ୍ୟାରିଅର କରୁଥିଲେ। ସେ ତାଙ୍କ ବଡ଼ ଭଉଣୀଙ୍କ ପାଖକୁ ଆସିଥିଲେ। ତାଙ୍କ ସହିତ ଜଣେ ଯୁବକ ମଧ୍ୟ ମୁମ୍ୱାଇ ରୁ ଆସିଥିଲେ। ତେବେ ପୋଲିସ୍ ର କହିବା ଅନୁସାରେ ଏହି ମଡେଲ ଜଣଙ୍କ କିଛି ଦିନ ପୁର୍ବରୁ ତାଙ୍କ ଭଉଣୀଙ୍କ ଘରକୁ ଆସିଥିଲେ। ତାଙ୍କ ବଡ଼ ଭଉଣୀ ପାରାମାଉଣ୍ଟ ସୋସାଇଟିରେ ରହୁଥିଲେ। ତାଙ୍କ ସହିତ ଜଣେ ଯୁବକ ମଧ୍ୟ ଭଉଣୀଙ୍କ ଘରକୁ ଆସିଥିଲେ। ତେବେ ଏହି ଗତ ରବିବାର ଦିନ ସେମାନେ ବିଳମ୍ବିତ ରାତି ପର୍ଯ୍ୟନ୍ତ ପାର୍ଟି କରିଥିଲେ।ଆଉ ତାଙ୍କ ବଡ଼ ଭଉଣୀ ଏ ବିଷୟରେ ତାଙ୍କ ମାଆଙ୍କୁ କହି ଦେଇଥିଲେ। ମାଆ ଏହାକୁ ଶୁଣି ବହୁତ୍ ରାଗି ଯାଇଥିଲେ।

ଆଉ ଏହାପରେ ପ୍ରିୟା ଙ୍କ ମାଆ ତା ପରଦିନ ଅର୍ଥାତ ସୋମବାର ଦିନ ସକାଳେ ଆସି ପାରାମାଉଣ୍ଟ ଇମୋସନ୍ସ ସୋସାଇଟି ରେ ଆସି ପହଞ୍ଚିଥିଲେ।ସେଠାରେ ପହଞ୍ଚି ସେ ପ୍ରିୟା ଙ୍କୁ ଅନେକ କଥା କହି ଗାଳି ଗୁଲଜ କରିଥିଲେ। ପ୍ରୀୟାଙ୍କ ମାଆ ପହଞ୍ଚିବା ପୁର୍ବରୁ ତାଙ୍କ ସାଙ୍ଗ ସେଠାରୁ ପଲାଇ ଯାଇଥିଲେ। ତେବେ ତାଙ୍କ ମାଆ ରାଗିକି ଯେଉଁ ଭଳି ଭାବରେ ଝିଅକୁ ଗାଳି ଗୁଲଜ କରିଥିଲେ ତାଙ୍କର ଏଭଳି କାର୍ଯ୍ୟ କଲାପକୁ ନେଇ, ଏହା ଶୁଣି ସେ ବହୁତ୍ ଭାଙ୍ଗି ପଡ଼ିଥିଲେ ମାନସିକ ସ୍ତରରେ ଏବଂ ତାଙ୍କୁ ବହୁତ୍ ଆଘାତ ମଧ୍ୟ ଲାଗିଥିଲା।ଆଉ ଏହାପରେ ସେ ୧୪ ତାଲା ଉପରୁ ତଳକୁ ଡେଇଁ ପଡ଼ିଥିଲେ ଆତ୍ମହତ୍ୟା କରିବାର ନିଷ୍ପତ୍ତି ନେଇ।

ତେବେ ଏହି ଘଟଣା ଘଟିବା ପରେ ପୋଲିସ୍ କୁ ଖବର ମିଳିବା ପରେ ପୋଲିସ୍ ସେଠାରେ ପହଞ୍ଚି ମୃତ ଦେହ ଉଦ୍ଧାର କରି ପୋଷ୍ଟ ମର୍ଟମ ପାଇଁ ପଠାଇଛନ୍ତି।ଉକ୍ତ ଘଟଣା ସ୍ଥଳରୁ ପୋଲିସ୍ କୁ କୌଣସି ସୁଇସାଇଡ ନୋଟ୍ ପାଇ ନଥିବା ସୂଚନା ମିଳିଛି। ତେବେ ଏସିପି ଯୋଗେନ୍ଦର ଙ୍କ କହିବା ଅନୁସାରେ ଆତ୍ମହତ୍ୟା କରିଥିବା ନେଇ ସୂଚନା ତାଙ୍କୁ ସେହି ସୋସାଇଟିରେ ରହୁଥିବା ଲୋକ ମାନଙ୍କ ପାଖରୁ ଶୁଣିବାକୁ ମିଳିଛି। କିନ୍ତୁ ପୋଲିସ୍ ଏବେ ଏହି ଘଟଣାର ତଦନ୍ତ ଜାରି ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।