Breaking News : ଆଜି ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସିଲା ବଡ ଦୁଖଦଃ ଖବର, ଏହି Femous ଅଭିନେତାଙ୍କର ହେଲା ଆକସ୍ମିକ ମୃତ୍ୟୁ…ସମସ୍ତଙ୍କ ହୃଦୟରେ କରୁଥିଲେ ରାଜ…

0

ଜୀବନ ଅଛି ତ ମୃତ୍ୟୁ ମଧ୍ୟ ରହିଛି, ଯେମିତି ସାରୁ ପତ୍ରରେ ପାଣିଟି ପଡିଲେ ଢଳ ଢଳ ହୋଇ ତଳକୁ ଖସି ପଡେ, ମଣିଷ ଜୀବନ ଠିକ ସେମିତି ଅଟେ। ଜୀବନ ହେଉଛି ପାଣି ଫଟକା ପରି, କେତେବେଳେ କାହାର ଜୀବନ ଯିବ କେହି ମଧ୍ୟ କହି ପାରିବେ ନାହିଁ। ସେ ଯେତେ ବଡ଼ ଲୋକ ହୋଇଥାଉ, ରାଜ ନେତା ହୋଇଥାଉ କିମ୍ବା କୌଣସି ଫିଲ୍ମ ଷ୍ଟାର ହୋଇଥାଉ।ମୃତ୍ୟୁ ଯେବେ ଆସେ ତାକୁ କେହି କେବେ ଅଟକାଇ ପାରେ ନାହିଁ। କିନ୍ତୁ ଯଦି କେହି ସେଲିବ୍ରେଟିଙ୍କ ମୃତ୍ୟୁ ହୋଇଯାଏ ତାହାଲେ ଅନେକ ଲୋକଙ୍କ ମନରେ ଦୁଃଖ ଆସିଥାଏ, ଏବଂ ସମଗ୍ର ଦେହ ଝୁରି ଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ କଳାକାରଙ୍କ ବିୟୋଗ ଘଟିଛି। ଯାହା ଆପଣ ମାନେ ଜାଣିଲା ପରେ ଆପଣ ନିଶ୍ଚିତ ଭାବରେ ଦୁଃଖ ପ୍ରକାଶ କରିବେ। ତେବେ ବର୍ତ୍ତମାନ ଏକ ବଡ଼ ଖବର ଏହିକି ଯେ, ଅଭିନେତା ଅନୁପମ ଆଉ ନାହାନ୍ତି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଶୋକର ଛାୟା ଖେଳି ଯାଇଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ବଲିଉଡ଼ର ଲୋକ ପ୍ରିୟ ଅଭିନେତା ଅନୁପମ ଶ୍ୟାମଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ।ସେ ବଲିଉଡ଼ ଜଗତର ଆଗ ଧାଡ଼ିର ଅଭିନେତା ଭାବେ ବେଶ ପରିଚିତ ଅଟନ୍ତି। ସେ ସ୍ଲମଡୋଗ ମିଲିଅନୟାର,ଦସ୍ତକ, ଦୁଷ୍ମନ,ଦିଲ ସେ, ସତ୍ୟା ଓ ବଣ୍ଟିନ କୁଇନ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। କିନ୍ତୁ ସେ ପ୍ରତିଜ୍ଞା ଧାରାବାହିକର ଠାକୁର ସଜ୍ଜନ ସିଂହ ଚରିତ୍ରରେ ଅଭିନୟ କରି ବେଶ ଲୋକପ୍ରିୟ ହୋଇ ପାରିଛନ୍ତି। ଏବଂ ଲୋକ ମାନଙ୍କ ମନରେ ଏକ ଜାଗା ସୃଷ୍ଟି କରିଥିଲେ।

ତେବେ ଗତ କିଛି ଦିନ ଧରି ତାଙ୍କର ସ୍ଵାସ୍ତ୍ୟ ଅବସ୍ଥା ଖରାପ ଥିଲା ଏବଂ ସ୍ଵାସ୍ତ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ICU ରେ ନେଇ ଭର୍ତ୍ତି କରା ଯାଇଥିଲା। ତାଙ୍କର ମଝିରେ ସ୍ଵାସ୍ତ୍ୟ ଅବସ୍ଥାର ପରିବର୍ତ୍ତନ ପରେ ତାଙ୍କୁ ପ୍ରତିଦିନ ଡାଏଲିସିସ କରା ଯାଉଥିଲା।ଏବଂ ଚଳିତ ବର୍ଷ ତାଙ୍କର ପ୍ରତିଜ୍ଞା ଧାରାବାହିକ ସିଜିନ -2 ସୁଟିଂ ଚାଲି ଥିବା ସମୟରେ, ସପ୍ତାହକୁ ୩ ଥର ଡାଏଲିସିସ ପାଇଁ ମେଡିକାଲ ଯାଉଥିଲେ। ବର୍ତ୍ତମାନ ଦୁଃଖର ବିଷୟ ଯେ ତାଙ୍କର କିଡ଼ନୀ ଜନିତ ସମସ୍ୟା ଥିବାରୁ ତାଙ୍କ ଶରୀରର ଅଙ୍ଗ ପ୍ରତ୍ୟଙ୍ଗ କାମ କରିବା ବନ୍ଦ ଯାଇଥିଲା। ଏବଂ ବନ୍ଦ ହୋଇ ଯିବାର କିଛି ସମୟ ପରେ ତାଙ୍କର 63 ବର୍ଷ ବୟସରେ ମୃତ୍ୟୁ ହୋଇଛି। ତାଙ୍କର ଏହି ମୃତ୍ୟୁ ଖବରକୁ ନେଇ ବଲିଉଡ଼ ଜଗତରେ ଶୋକର ଛାୟା ଖେଳି ଯାଇଛି। ତେଣୁ ଭଗବାନଙ୍କ ପାଖରେ ଏତିକି ପ୍ରାଥନା ତାଙ୍କ ଆତ୍ମାର ଶାନ୍ତି ଦିଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।