Breking News – ଆଜି ପୁଣି ଓଡ଼ିଆ ଚଳଚିତ୍ର ଜଗତକୁ ଆସିଲା ବଡ ଦୁଖଦଃ ଖବର, ଏହି ପ୍ରସିଦ୍ଧ ଅଭିନେତାଙ୍କର ଗାଧୁଆ ଘରେ ହେଲା ମୃତ୍ୟୁ, ଚାରିଆଡେ ଖେଳିଗଲା ଶୋକର ଛାୟା…

0

ମୃତ୍ୟୁ କେତେବେଳେ କାହା ନିକଟରେ ଆସି ଦଣ୍ତାୟମାନ ହେବ ତାହା କହିବା ସମ୍ଭବ ନୁହଁ। କାରଣ ଏହା ଆମ ହାତରେ ନାହିଁ।ଏହି ମିଛ ମାୟା ଦୁନିଆରେ କେବଳ ଗୋଟିଏ ଜିନିଷ ସତ, ତାହା ହେଉଛି ମୃତ୍ୟୁ। ଯାହା ନିଶ୍ଚିତ କେବେ ନା କେବେ ଆସିବା ନିଶ୍ଚିତ। ଯେମିତି ଏବେ ଜଣେ ମହାନ୍ ବ୍ୟକ୍ତିତ୍ଵ ଙ୍କ ଦେହାନ୍ତ ଘଟିଛି।ଏବେ ଓଡ଼ିଆ ସିନେମା ଜଗତରୁ ଆସିଲା ପୁଣି ଏକ ହୃଦୟ ବିଦାରକ ଖବର।

ଜଣେ ବରିଷ୍ଠ କଳାକାର ଯିଏ କି ଓଡ଼ିଆ ସିନେମା ଜଗତରେ ଜଣେ ପ୍ରମୁଖ,ପ୍ରବୀଣ କଳାକାର ଏବଂ ବଳିଷ୍ଠ ବ୍ୟକ୍ତିତ୍ଵ ର ଅଧିକାରୀ ଅଟନ୍ତି ତାଙ୍କର ଆଜି ନିଧନ ଘଟିଛି। ଯାହାଙ୍କ ମୃତ୍ୟୁ ପରେ ଓଡ଼ିଆ ଚଳଚିତ୍ରର ଏକ ଯୁଗର ଅବସାନ ଘଟିଛି ଏଥିରେ କୌଣସି ସନ୍ଦେହ ର ଅବକାଶ ନାହିଁ।

ଏବେ ଚିର ଓ ଶାନ୍ତ ନିଦ୍ରାରେ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଅଭିନେତା ଶାନ୍ତି ସ୍ବରୂପ ମିଶ୍ର। ତାଙ୍କ ର ଗତକାଲି ପରଲୋକ ଘଟିଛି। ତେବେ ଯାହା ଜଣା ପଡିଛି ଗାଧୁଆ ଘରେ ଗୋଡ ଖସିଯିବା ରୁ ତାଙ୍କର ମୁଣ୍ଡ ମାଡ଼ ହେବା ଫଳରେ ତଳେ ପଡି ଯାଇଥିଲେ ଶାନ୍ତି ସ୍ବରୂପ। ଏହା ପରେ ତାଙ୍କ ପରିବାର ଲୋକେ ସମ୍ବଲପୁରର ଏକ ହସ୍ପିଟାଲରେ ଚିକିତ୍ସା ପାଇଁ ତାଙ୍କୁ ଭର୍ତ୍ତି କରିଥିଲେ। ଏମିତି ଅଘଟଣ ହଠାତ୍ ତାଙ୍କ ସହ ଘଟିଯିବା ପରେ ସମସ୍ତେ ବିଚଳିତ ହୋଇ ପଡ଼ିଥିଲେ। ହସ୍ପିଟାଲ୍ ରେ ତାଙ୍କୁ ଗୁରୁତର ଅବସ୍ଥାରେ ନେଇ ଏଡମିଶନ କରା ଯାଇଥିଲା। କିନ୍ତୁ ତାଙ୍କ ପାଇଁ କିଛି ପ୍ରତିକୂଳ ପ୍ରଭାବ ପଡି ନଥିଲା।

ଫଳରେ ହସ୍ପିଟାଲ୍ ରେ ଚିକିତ୍ସା ସମୟରେ କିଛି ସମୟ ପରେ ତାଙ୍କର ଦେହାନ୍ତ ହୋଇ ଯାଇ ଥିବାର ସୂଚନା ମିଳିଛି।ଏବେ ତାଙ୍କ ମୃତ୍ୟୁକୁ ନେଇ ଓଡିଶା ସିନେ କଳାକାର ସଂଘ ଶୋକ ବ୍ୟକ୍ତ କରିଛି। ତାଙ୍କ ଅଭିନୀତ ମନଆକାଶ ଓ କୃଷ୍ଣ ସୁଦାମ ସିନେମା ବେଶ ଲୋକ ପ୍ରିୟ ହୋଇ ପାରିଥିଲା। କିନ୍ତୁ ଏବେ ଆଉ ନାହାନ୍ତି ଏହି ବର୍ଷୀଆନ ଅଭିନେତା ଶାନ୍ତି ସ୍ବରୂପ ମିଶ୍ର। ତାଙ୍କର ପରଲୋକ ସମସ୍ତଙ୍କୁ ଗଭୀର ଦୁଃଖ ଦେଇଛି ଏବଂ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ଏକ ଅପୂରଣୀୟ କ୍ଷତି ପହଞ୍ଚାଇଛି। ତାଙ୍କର ଉଚ୍ଚ କୋଟୀର ଅଭିନୟ ସମସ୍ତଙ୍କୁ ସ୍ପର୍ଶ କରି ପାରିଥିଲା।

ସେ ଆଜି ସିନା ନାହାନ୍ତି କିନ୍ତୁ ତାଙ୍କର ସ୍ମୃତି ସଦା ସର୍ବଦା ଦର୍ଶକ ମହଲରେ ବେଶ୍ ଆଦୃତ ଏବଂ ସ୍ମରଣୀୟ ହୋଇ ରହିବ।ତେବେ ତାଙ୍କର ମୃତ୍ୟୁରେ ପରିବାରରେ ଏକ ଦୁଃଖର ଛାୟା ଖେଳି ଯାଇଥିବା ବେଳେ ଅନେକ ଶୁଭେଚ୍ଛୁ ଶାନ୍ତି ସ୍ୱରୂପ ଙ୍କ ବିୟୋଗ ରେ ଶୋକ ବ୍ୟକ୍ତ କରିଛନ୍ତି। ଆମେ ମଧ୍ୟ ତାଙ୍କର ଅମର ଆତ୍ମାର ସଦଗତି କାମନା କରିବା ସହିତ ଭଗବାନଙ୍କ ନିକଟରେ ଏଥି ପାଇଁ ପ୍ରାର୍ଥନା କରୁଛୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।