ଆଜି ରାତିରେ ଶୋଇବା ପୂର୍ବରୁ କହି ଦିଅନ୍ତୁ ଏହି ୨ଟି ଶବ୍ଦ, ବଞ୍ଚିଥିବା ଯାଏ ରହିବ ଧନର ଅଭାବ ନାହିଁ – Sadhu Bani

0

ସୃଷ୍ଟିରେ ଏମିତି ଅନେକ ଜିନିଷ ରହିଥାଏ , ଯାହାକୁ ପାଇବା ପାଇଁ ଲୋକମାନେ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି । ପ୍ରତ୍ୟେକ ମନୁଷ୍ୟ ଜନ୍ମ ଇଶ୍ୱରଙ୍କ ବରଦାନ ସଦୃଶ ହୋଇଥାଏ ଏବଂ ତାଙ୍କ ଦ୍ୱାରା ହିଁ ଏ ସାରା ସଂସାର ପରିଚାଳିତ ହୋଇଥାଏ । ଆମ ଗୃହରେ ଏମିତି କିଛି ବସ୍ତୁ ରହିଥାଏ , ଯାହା ଆମକୁ ଧନୀ କରିବାରେ ସାହାର୍ଯ୍ୟ କରିଥାଏ । ଶାସ୍ତ୍ରରେ ବର୍ଣ୍ଣିତ ରହିଛି କି ଯେଉଁ ବ୍ୟକ୍ତି ତା ହୃଦୟରୁ ଭଗବାନଙ୍କୁ ପ୍ରାର୍ଥନା କରିଥାଏ ତା ଜୀବନରେ କେବେହେଲେ ଦୁଃଖ କଷ୍ଟ ଆସି ନଥାଏ ଏବଂ ତାର ସମସ୍ତ ମନସ୍କାମନା ମଧ୍ୟ ପୂର୍ଣ୍ଣ କରିଥାନ୍ତି ।

ପ୍ରତ୍ୟେକ କାର୍ଯ୍ୟ ରେ ଧର୍ଯ୍ୟ ରଖିବା ଆବଶ୍ୟକ ତେବେ ଯାଇ ଆମେ ସଫଳତା ର ଶୀର୍ଷରେ ପହଞ୍ଚିପାରିଥାଉ । ଆଜି ଆମେ ସେହି 2 ଟି ଶବ୍ଦ ବିଷୟରେ ଜାଣିବା , ଯାହା କି ଆମେ ଶୋଇବା ପୂର୍ବରୁ କହିଲେ ଆମ ଭାଗ୍ୟ ବଦଳି ଯାଇପାରେ । ସେହି 2 ଟି ଶବ୍ଦକୁ ପ୍ରତି ଦିନ ଶୋଇବା ପୂର୍ବରୁ ଉଚ୍ଚାରଣ କଲେ ଘରେ କେବେହେଲେ ଧନର ଅଭାବ ରହେ ନାହିଁ ।

ତେବେ ସେହି ପ୍ରଥମ ଶବ୍ଦଟି ହେଉଛି – ଶ୍ରୀକୃଷ୍ଣ , ଏହି ଶ୍ରୀକୃଷ୍ଣ ଶବ୍ଦ ହିଁ ଏକ ପ୍ରକାର ମନ୍ତ୍ର ହୋଇଥାଏ । ଯହାର ଉଚ୍ଚାରଣ କରିବା ଦ୍ୱାରା ମନୁଷ୍ୟର ସମସ୍ତ ପ୍ରାକାର ଦୁଃଖ କଷ୍ଟ ଦୂର ହୋଇଥାଏ । ଏହି ମନ୍ତ୍ରକୁ 108 ଥର ଜପ କରିବା ଦ୍ୱାରା ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ । ଭଗବାନ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କର ଅଷ୍ଟମ ଅବତାର ବୋଲି କୁହାଯାଏ , ଯଦି କୌଣସି ବ୍ୟକ୍ତିର ଧନ ସମ୍ୱନ୍ଧିତ ସମସ୍ୟା ରହିଥାଏ ତେବେ ତାହା ମଧ୍ୟ ଖୁବ୍ ଶୀଘ୍ର ଦୂର ହେବ ।

ତେବେ ଦ୍ୱିତୀୟ ଶବ୍ଦ ଟି ହେଉଛି – ଗୋବଲ୍ଲଭାୟ ସ୍ୱାହା । ଏହି ମନ୍ତ୍ରଟିକୁ ଜପ କରିବା ଦ୍ୱାରା ଆପଣଙ୍କୁ ଅପାରଧନ ପ୍ରାପ୍ତ ହୋଇଥାଏ । କିନ୍ତୁ ମନେ ରଖନ୍ତୁ ଏହି ମନ୍ତ୍ରକୁ ଜପ କରିବା ସମୟରେ ଭୁଲ ମନ୍ତ୍ର କରନ୍ତୁ ନାହିଁ । କାରଣ ଭୁଲ ମନ୍ତ୍ର ଜପ କରିବା ଦ୍ୱାରା ଏହାର କୌଣସି ଫଳ ମିଳିନଥାଏ ଏବଂ ଆମର ପରିଶ୍ରମ ବୃଥା ହୋଇଥାଏ । ତେଣୁ ଏହି ମନ୍ତ୍ରକୁ ଅଢେଇ ହଜାର ଥର ଜପ କଲେ ଶୁଭ ଫଳ ମିଳିଥାଏ । ସମାଜରେ ଆମର ମାନସମ୍ମାନ ବୃଦ୍ଧି ହେବା ସହିତ ସୁଖ ଶାନ୍ତି ମଧ୍ୟ ପ୍ରାପ୍ତ ହୋଇଥାଏ । ଯଦି ଆପଣଙ୍କ ହୃଦୟରେ ଭଗବାନଙ୍କ ପ୍ରତି ପ୍ରକୃତ ଭଲ ପାଇାବ ରହିଥାଏ ତେବେ ଭଗବାନଙ୍କ କୃପା ଆପଣଙ୍କ ଉପରେ ନିଶ୍ଚିତ ରହିବ ।

ଆପଣଙ୍କର ପ୍ରତ୍ୟକ କାର୍ଯ୍ୟ ମଧ୍ୟ ସଫଳ ହେବ ଏବଂ ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ । ତେଣୁ ଶୋଇବାର ପ୍ରତ୍ୟେକ ଦିନ ଏହି 2 ଟି ମନ୍ତ୍ରକୁ ଜପ କରନ୍ତୁ ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ଦୂର ହେବ । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।