Jyotish Shastra : ଆଜି ରାତିଠାରୁ ଆସନ୍ତା ୨୧ ବର୍ଷ ପର୍ଯ୍ୟନ୍ତ ଏହି ୫ଟି ରାଶିଙ୍କ ଉପରେ ବର୍ଷିବ ଶନିଦେବଙ୍କ କୃପା

0

ସାଧାରଣତଃ ଭଗବାନ ଶନି ଦେବଙ୍କୁ ଅନେକ ଲୋକ ଭୟ କରିଥାନ୍ତି। କିନ୍ତୁ ଭଗବାନ ଶନି ଦେବ ବିନା ଦୋଷରେ କୌଣସି ଲୋକଙ୍କୁ ଦଣ୍ଡ ଦିଅନ୍ତି ନାହିଁ। ଯିଏ ପାପୀ ତାକୁ ହିଁ ଶନି ଦେଵ ଉପଯୁକ୍ତ ଦଣ୍ଡ ଦେଇଥାନ୍ତି। ସେଥିପାଇଁ ପାଇଁ ତାଙ୍କୁ ସମସ୍ତେ ନ୍ୟାୟ ଦେବତା ବୋଲି କହନ୍ତି। ଭଗବାନ ଶନି ଦେବ ହେଉଛନ୍ତି, ସୂର୍ଯ୍ୟଙ୍କ ପୁତ୍ର ଏବଂ ନବ ଗ୍ରହ ମାନଙ୍କ ମଧ୍ୟରୁ ସର୍ବ ଶ୍ରେଷ୍ଠ ଗ୍ରହ ବୋଲି ଆଖ୍ୟା ଦିଆଯାଇଛି। ଯଦି କୌଣସି ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ଥାଏ, ତେବେ ସେହି ବ୍ୟକ୍ତି ସବୁ କ୍ଷେତ୍ରରେ ସଫଳତା ଲାଭ କରିଥାଏ।

ଯଦି କୌଣସି ବ୍ୟକ୍ତିଙ୍କ ଉପରେ ଖରାପ ନଜର ରହିଥାଏ ତେବେ ସେହି ବ୍ୟକ୍ତି ଯେତେ ଚେଷ୍ଟା କଲେ ମଧ୍ୟ ଜୀବନରେ ଖରାପ ହୋଇଥାଏ। ତେବେ ଅନେକ ବର୍ଷ ପରେ ଶନି ଦେବଙ୍କ ଏହି ରାଶିର ବ୍ୟକ୍ତିଙ୍କ ଉପରେ କୃପା ଦୃଷ୍ଟି ରହିଛି। ତେବେ ଆସନ୍ତୁ କେଉଁ ରାଶିର ବ୍ୟକ୍ତି ଉପରେ ଶନି ଦେବଙ୍କ କୃପା ଦୃଷ୍ଟି ରହିଛି;

ମେଷ ରାଶି :

ଯଦି ଆପଣ କୌଣସି ନୂଆ କାମ ଆରମ୍ଭ କରୁଛନ୍ତି, ତାହାଲେ ଆପଣ ନିଶ୍ଚିତ ଭାବରେ ସଫଳତା ଲାଭ କରିବେ। ଯଦି କେହି ମହିଳା ସାଙ୍ଗ ଥାଆନ୍ତି, ତେବେ ଆପଣଂକୁ ସବୁ ସବୁ କ୍ଷେତ୍ରରେ ସାହାଯ୍ୟ କରିବେ। ଚାକିରୀ କିମ୍ବା ବ୍ୟବସାୟ କ୍ଷେତ୍ରରେ ଆପଣ ଲାଭବାନ ହେବେ, ନିଜର ପ୍ରଶଂସା ଶୁଣିବାକୁ ପାଇବେ।

ତୁଳା ରାଶି :

ଏହି ରାଶିର ବ୍ୟକ୍ତି ମାନେ ଯଦି କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରନ୍ତି, ତେବେ କାର୍ଯ୍ୟ କ୍ଷେତ୍ରରେ ନିଶ୍ଚିତ ଭାବରେ ବାଧା ଉପୁଜିବ। ଯାତ୍ରା କ୍ଷେତ୍ରରେ ଅନେକ ବିଗ୍ନ ଆସିବ, ଆପଣ ର ଆଧ୍ୟାତ୍ମିକ ପ୍ରାପ୍ତି ହେବାର ଯୋଗ ରହିଛି।

ବୃଷ ରାଶି:

ଯେତେ ପରିଶ୍ରମ କରିଲେ ମଧ୍ୟ ସେହି ଭଳି ପରିମାଣରେ ଫଳ ମିଳିବ ନାହିଁ। ଏବଂ ନିଜ ମନ ମଧ୍ୟରେ ନିରାଶ ଭାବ ସୃଷ୍ଟି ହେବ। ପରିବାରରେ ସବୁବେଳେ ଆଶାନ୍ତି ସୃଷ୍ଟି ହେବ, ତେଣୁ ଆପଣଂକୁ ବୁଝି ବିଚାରି କାମ କରିବା ପାଇଁ ପଡ଼ିବ।

ବିଛା ରାଶି :

ସ୍ୱାସ୍ଥ୍ୟ କ୍ଷେତ୍ରରେ ଅବନତି ଘଟିବ, ଦୃଘଟଣା ର ଯୋଗ ରହିଛି, କୋର୍ଟ କୋଚେରିରେ ଆପଣଙ୍କ ହାରିବା ଯୋଗ ରହିଛି। ବ୍ୟବସାୟ କ୍ଷେତ୍ରରେ ଆପଣ ଅନେକ କ୍ଷତି ସହିବେ। ଆପଣ ଶନି ଦେବଙ୍କୁ ପ୍ରାଥନା କରନ୍ତୁ।

କନ୍ୟା ରାଶି :

ଏହି ରାଶିର ଲୋକମାନେ କାର୍ଯ୍ୟ କ୍ଷେତ୍ରରେ ସୁଫଳ ମିଳିବ, ବିଦେଶରୁ ଖୁସି ଖବର ପାଇବେ, କିନ୍ତୁ ଆପଣ ପାଣିକୁ ସମ୍ଭାଳି କରି ରୁହନ୍ତୁ। କିନ୍ତୁ ଆପଣ ଠିକ ସମୟରେ ଭୋଜନ ପ୍ରାପ୍ତି ହୋଇ ନପାରନ୍ତି।

ଧନୁ ରାଶି :

ଯଦି ଆପଣଙ୍କ ର ଚାକିରୀ ଅଛି ଆପଣ ଅନେକ ସମସ୍ୟା ର ସମ୍ମୁଖୀନ ହୋଇପାରନ୍ତି। ଜମି ବାଡ଼ି କ୍ଷେତ୍ରରେ ଆପଣ ଅତି ସାବଧାନ ହୋଇ କାର୍ଯ୍ୟ କରିବା ପାଇଁ ପଡ଼ିବ। ଭଗବାନ ଶନି ଦେବଙ୍କୁ ସବୁବେଳେ ଧ୍ୟାନ କରନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।