Jyotish Shastra- ଆଜି ଠାରୁ ଆରମ୍ଭ ହେଲା ଏହି 4 ଟି ରାଶିର ଶୁଭ ସମୟ, ମହାଶିବରାତ୍ରୀ ରେ ମିଳିବ ବହୁତ ବଡ ଖୁସି ଖବର

0

ଅଧିକାଂଶ ଲୋକ ଦିନ ରାତି କଠିନ ପରିଶ୍ରମ କରନ୍ତି, ମାତ୍ର ଧନୀ ହୋଇ ପାରନ୍ତି ନାହିଁ କାରଣ ତାଙ୍କର ଭାଗ୍ୟରେ ଅର୍ଥ ପ୍ରାପ୍ତିର ଯୋଗ ନଥାଏ। ତେବେ ଆପଣ ମାନେ ନିଶ୍ଚିତ ଭାବରେ ଜାଣିଥିବେ ଯେ ଏହି ମାସ ୧୧ ତାରିଖ ରେ ଅନୁଷ୍ଠିତ ହେବାକୁ ଯାଉଛି ମହାଶିବରାତ୍ରି ଆଉ ଏହି ଅବସର ଟି ଅନେକ ରାଶିର ଲୋକଙ୍କ ପାଇଁ ଏକ ନୂତନ ଆଶା ନେଇ ଆସୁଛି। ଏହି ଶିବରାତ୍ରୀ ରେ ୧୨ ଟି ରାଶି ମଧ୍ୟରୁ କେଉଁ ୪ ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକିବାକୁ ଯାଉଛି ତାହା ଆଜି ଆମେ ଆପଣଙ୍କ କହିବୁ। ତେବେ ଆସନ୍ତୁ ଜାଣିବା ;

କାନ୍ଦିବା ର ଦିନ ହେଲା ଶେଷ। କାରଣ ଏହି ଶିବରାତ୍ରୀ ଠୁ ସବୁ ଦୁଃଖ ଦୂର କରିବେ ଏହି ରାଶି ମାନଙ୍କ ର ଦେବ ଦେବ ମହାଦେବ । ଯାହାଦ୍ବାରା ଏହି ରାଶି ମାନଙ୍କ ର ଭାଗ୍ୟ ଚମକି ଉଠିବ ।

ଦେବ ଦେବ ମହାଦେବ ଙ୍କ କୃପା ରୁ ଏହି ଶିବରାତ୍ରୀ ଠାରୁ କାର୍ଯ୍ୟ ଚାଲୁ ହେବାର ଲାଗିବ । ଆପଣଙ୍କ ଜୀବନ ର ସବୁ ଦୁଃଖ ଦୂର ହେବ।ଆପଣଙ୍କୁ ଆପଣ ଙ୍କ ସବୁ କାର୍ଯ୍ୟ ରେ ସଫଳତା ମିଳିବ। ଆପଣଙ୍କ ଶତ୍ରୁ ଆପଣଙ୍କ ଠାରୁ ଦୂରେଇ ରହିବେ ।ସମାଜ ରେ ଲୋକ ଆପଣଙ୍କୁ ମାନ ସମ୍ମାନ ଦେବେ ।ଏହି ରାଶି ର ବ୍ୟକ୍ତି ଙ୍କୁ ବ୍ୟବସାୟ ରେ ବ୍ୟାପାର ବାଣିଜ୍ୟ ବହୁତ ଭଲ ହେବ। ଯେଉଁ ଲୋକ ମାନେ ବେରୋଜଗର ଅଛନ୍ତି ସେମାନଙ୍କୁ ବର୍ତ୍ତମାନ ଭଲ ଚାକିରି ମିଳିବ। ଦେବ ଦେବ ମହାଦେବ ଙ୍କ କୃପାରୁ ସବୁ କ୍ଷେତ୍ର ରେ ଆପଣଙ୍କୁ ସଫଳତା ମିଳିବ,ଲୋକମାନେ ଆପଣଙ୍କୁ ସବୁ କାର୍ଯ୍ୟ ବୁଝିକି କରିବେ ।

ଆପଣଙ୍କ ଘର ପରିବାର ରେ ଖର୍ଚ୍ଚ କମ୍ ହେବ ଏବଂ ଦିନକୁ ଦିନ ରୋଜଗାର ବଢ଼ି ଚାଲିବ। ଚାକିରି କ୍ଷେତ୍ର ରେ ଆପଣଙ୍କ ର ପଦ ଉନ୍ନତି ର ଯୋଗ ରହି ଅଛି। ଦେବ ଦେବ ମହାଦେବ ଙ୍କ କୃପାରୁ ଆପଣଙ୍କ ମନରେ ଆତ୍ମ ବିଶ୍ୱାସ ଓ ଉତ୍ସାହ ବଢ଼ିବ।ପ୍ରେମ ସମ୍ପର୍କ ଆପଣଙ୍କ ର ମଧୁର ହେବ। ଆପଣଙ୍କ ର ସବୁ ପରିଶ୍ରମ ର ଉଚିତ୍ ଫଳ ମିଳିବ।ଆପଣଙ୍କୁ ସମାଜ ପାଇଁ ଭଲ କାର୍ଯ୍ୟ କରିବାର ଅବସର ମିଳିବ। ଆପଣଙ୍କ ପରିବାର ରେ ସୁଖ ସମୃଦ୍ଧି ଲାଗି ରହିବ।

ଆପଣଙ୍କ ଉପରକୁ ଆସୁଥିବା ସମସ୍ତ ସମସ୍ୟା ଦୂର ହେବ। ଏହା ସହିତ ଅର୍ଥ ପ୍ରାପ୍ତି ର ଯୋଗ ରହିଛି। ଶିକ୍ଷା କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ମିଳିବ। ପ୍ରେମ କ୍ଷେତ୍ରରେ ମଧ୍ୟ ସଫଳତା ମିଳିବ। କର୍ମ କ୍ଷେତ୍ରରେ ବହୁତ ସଫଳତା ମିଳିବ ଏବଂ ପଦୋନ୍ନତି ମଧ୍ୟ ମିଳିବ। ଏହି ମହା ଶିବରାତ୍ରୀ ଟି ଆପଣଙ୍କ ପାଇଁ ବେଶ୍ ସୁଭାଦାୟକ ବୋଲି ପ୍ରମାଣିତ ହେବ । ଯାହା ଫଳରେ ଆପଣ ଯେକୌଣସି କ୍ଷେତ୍ର ରେ ପୁଞ୍ଜି ନିବେଶ କଲେ ଆପଣଙ୍କୁ ସଫଳତା ମିଳିବ।

ତେବେ ଯେଉଁ ପବିତ୍ର ରାଶି ମାନଙ୍କ ର ଏହି ଶିବରାତ୍ରୀ ରେ ଭାଗ୍ୟ ପରିବର୍ତ୍ତନ ହେବାକୁ ଯାଉଛି ସେହି ରାଶି ହେଉଛନ୍ତି -୧-ତୁଳା ରାଶି, ୨-ବିଚ୍ଛା ରାଶି, ୩- ମିଥୁନ ରାଶି, ୪- କୁମ୍ଭ ରାଶି

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।