Jyotisha Shastra – ଆଜିଠୁ ସାଢ଼େ ୭ ବର୍ଷ ଏହି ୫ ଟି ରାଶିରେ ଶନିଦେବ କରିବେ ଖାଲି ଟଙ୍କା ବର୍ଷା

ବନ୍ଧୁମାନେ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ, ଆଉ ଯେତେବେଳେ ତାଙ୍କର କୁନଜର କୋଉ ବି ରାଶିର ଜାତକ ଉପରେ ପଡିଥାଏ ସେତେବେଳେ ସେହି ବ୍ୟକ୍ତିର ଜୀବନରେ ସବୁକିଛି ଖରାପ ହେଇଥାଏ ।ଆଉ ଯେତେବେଳେ ତାଙ୍କର କୃପା ଦୃଷ୍ଟି କାହା ଉପରେ ପଡିଥାଏ ତେବେ ସେହି ମଣିଷ ଖୁବ କମ ସମୟରେ ଉନ୍ନତିର ଶିଖର ଛୁଇଁ ଥାଏ ।ତେବେ ଜଣେ ମଣିଷ ଜୀବନ ଭିରେ ସବୁବେଳେ ଅଧିକ ଅର୍ଥ ଉପାର୍ଜନ ପଛରେ ଧାଇଁଥାଏ ।ତେବେ ଯେତେବେଳେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହୁଅନ୍ତି ସେତେବେଳେ ଆପଣଙ୍କ ଜୀଵନ ଧନଧାନ୍ୟ ରେ ପରିପୂର୍ଣ୍ଣ ହେଇଥାଏ ।

ତେବେ ନିକଟରେ ଜ୍ୟୋତିଷ ଗଣନା ଅନୁସାରେ କିଛି ଗ୍ରହ ଗୁଡିକର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି ଆଉ ସେହି ପ୍ରଭାବରେ କିଛି ରାଶି ଉପରେ ମାତା ଲକ୍ଷ୍ମୀ ଓ ଶନିଦେଵ ଙ୍କର କୃପା ଦୃଷ୍ଟି ଲାଗି ରହିବ ।ତେବେ ବନ୍ଧୁମାନେ ଆସନ୍ତୁ ଜାଣିବା ସେହି ରାଶିରେ ବ୍ୟକ୍ତି ମାନଙ୍କ ଜୀବନରେ କଣ ଦବୁ ପରିବର୍ତ୍ତନ ହେବାକୁ ଯାଉଛି ।

1.ମେଷ ରାଶି :-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଏବେ ଖରାପ ସମୟ ଶେଷ ହେଇ ସାରିଛି ।ଆଗାମୀ ଜୀବନରେ ଆପଣ ସଫଳ ହେବେ ଓ ମାଁ ସମ୍ମାନ ର ଅଧିକାରୀ ହେବେ ।ଶତ୍ରୁ ମାନଙ୍କ ଉପରେ ବିଜୟ ଲାଭ କରିବେ ଓ ଘର ପରିବାରରେ ଶୁଖ ଲାଗି ରହିବ ଓ ଶନିଦେଵଙ୍କ କୃପା ଆପଣଙ୍କ ଉପରେ ରହିଛି ।

2.କର୍କଟ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଯାହା ବି ସମସ୍ୟା ରହିଥିଲା ସେସବୁ ଦୁର ହେଇଯିବ ।ବନ୍ଧୁମାନଙ୍କ ଠାରୁ ସହଯୋଗ ପାଇବେ ଓ ଗୁରୁଜନ ମାନଙ୍କ ର ଆଶୀର୍ବାଦ ଆପଣଙ୍କ ଉପରେ ରହିବ ।ଚାକରି କ୍ଷେତ୍ରରେ ପଦୋନ୍ନତି ହେବାର ସମ୍ଭାବନା ରହିଛି ।

3.ବିଛା ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କର ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ସହ ଇଚ୍ଛା ମୁତାବକ ଚାକିରୀ ମିଳିବ ।ବହୁତ କିଛି ସଫଳତା ହାସଲ କରିବେ ଓ ଆଗକୁ ଆସିବାକୁ ଥିବା ସବୁ ସମସ୍ୟା ଦୂର ହେଇଯିବ ।ଚାକିରୀ କ୍ଷେତ୍ରରେ ସଫଳତା ହାସଲ କରିବେ ।

4.ଧନୁ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶନିଦେଵ ଖୁବ ସନ୍ତୁଷ୍ଟ ଅଛନ୍ତି, ବ୍ୟବସାୟ କ୍ଷେତ୍ରରେ ଖୁବ ଉନ୍ନତି କରିବେ ।ଆର୍ଥିକ ସ୍ଥିତି ସୁଦୃଢ ହେବ ଓ କାର୍ଯ୍ୟ କ୍ଷେତ୍ରରେ ସମ୍ମାନିତ ହେବେ ।

5.କୁମ୍ଭ ରାଶି:-

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ଶନିଦେବଙ୍କ କୃପାରୁ ସବୁ ବାଧା ଦୁର ହେଇଯିବ ।ନୂଆ ଘର କିଣି ପାରନ୍ତି ଆପଣ, କାର୍ଯ୍ୟ କ୍ଷେତ୍ରରେ ଉନ୍ନତି କରିବେ ଓ ପ୍ରେମ ସମ୍ୱନ୍ଧରେ ସଫଳତା ହାସଲ କରିବେ ।

6.ତୁଳା ରାଶି:-

ଏହି ବ୍ୟକ୍ତି ମାନେ କୋଉଠି ବି ଅର୍ଥ ନିବେସ କରିଥିଲେ ସେଥିରେ ଲାଭ ପାଇବେ,ପରିବାରରେ ହସ ଖୁସି ଲାଗି ରହିବ ।ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଏହି ସମୟ ଖୁବ ଭଲ ଅଟେ ଓ ସେମାନେ ଚାକିରୀ ଖୁବ ଜଳଦି ପାଇବେ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment