ଆକାଶରୁ ଖସୁଛି ବିଶାଳକାୟ ସାପ, ଭୟରେ ଲୋକମାନେ ଏଣେତେଣେ ଦୌଡ଼ୁଛନ୍ତି, ଭିଡ଼ିଓ ହେଉଛି ଭାଇରାଲ…

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ତଥ୍ୟ ଶୁଣିବା ପାଇଁ ମିଳୁଛି। ରାଜ୍ୟର ବିଭିନ୍ନ ସ୍ଥାନରେ ବଣ ଓ ଜଙ୍ଗଲ ମାନ ରହିଛି ଓ ସେଠାରେ ଭିନ୍ନ ଭିନ୍ନ ପ୍ରକାରର ପଶୁ, ପକ୍ଷୀ ଓ ଜୀବ ଜନ୍ତୁ ମାନଙ୍କୁ ଦେଖି ବାକୁ ମିଳିଥାଏ। ସବୁ ଜନ୍ତୁ ମାନଙ୍କ ଠାରୁ ସାପ ହେଉଛି ଏକ ମାରାତ୍ମକ ଜନ୍ତୁ ହୋଇଥାଏ। ସାପ ସବୁ ପ୍ରାୟତଃ ଇଟା ଭାଟି ମାନଙ୍କରେ ଅଧିକାଂଶ ରହି ଥାଆନ୍ତି। ଯାହାକୁ ଦେଖିବା ମାତ୍ରେ ସାଧାରଣ ଲୋକ ମାନେ ବହୁତ ଭୟ ଭୀତ ହୋଇ ଯାଇ ଥାଆନ୍ତି। ସେହି ଜନ୍ତୁ ମାନେ ବେଳେ ବେଳେ ଗଛ ଓ ତାର ମାନଙ୍କରେ ଓହଳି ଲାଗି ରହି ଥିବାର ଦେଖିବା ପାଇଁ ମିଳିଥାଏ। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଖବର ଶୁଣିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଖବର ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଭୟ ଅନୁଭବ କରିବେ।ତାହା ହେଉଛି ଏକ ବିରାଟକାୟ ସାପ ଆକାଶରୁ ଖସୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ସାଧାରଣତଃ ଆପଣ ମାନେ ଜାଣିଥିବେ ଲୋକ ମାନେ ସାପକୁ ଦେଖି ବହୁତ ଭୟ ଭୀତ ହୋଇ ଯାଇ ଥାଆନ୍ତି। ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ରାସ୍ତା କଡରେ ଏକ ବିଦ୍ୟୁତ ତାରରେ ଏକ ବିରାଟକାୟ ସାପ ଓହଳି ରହି ଥିବାର ଦେଖିବା ପାଇଁ ମିଳିଛି। ସେହି ବିରାଟକାୟ ସାପକୁ ଦେଖି ଲୋକ ମାନେ ରାସ୍ତା ଉପରେ ଆସି ଭିଡ଼ ଜମାଇ ଦେଇଥିଲେ। ସେଠାରେ ଲୋକ ମାନେ ସାପକୁ ଦେଖି ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ବହୁତ ଭୟ ଭୀତ ମଧ୍ୟ ହୋଇ ଯାଇ ଥିଲେ। ଏହା ପରେ ସାପଟି ରାସ୍ତା ଉପରକୁ ଖସି ପଡି ଥିଲା।

ତେବେ ସେହି ସମୟରେ ସେଠାରେ ଥିବା ଲୋକ ମାନେ ଭୟରେ ଦୌଡା ଦୌଡ଼ି ହୋଇ ପଳାଇ ଯାଇ ଥିଲା। ଏହି ଘଟଣା ବାବଦରେ ଜାଣିବା ପରେ ଉଦ୍ଧାରକାରୀ ଟିମ ଘଟଣା ସ୍ଥଳରେ ଆସି ପହଁଛି ଯାଇ ଥିଲେ। ସେମାନେ ଆସି ପହଁଚିବା ପରେ ସଙ୍ଗେ ସଙ୍ଗେ ସାପଟିକୁ ଧରି ନେଇ ଜଙ୍ଗଲ ଭିତରେ ଛାଡି ଦେଇଥିଲେ। ଆକାଶରୁ ସାପ ଖସିବା ବାର୍ତାଟି ସେଠାକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରି ଦେଇଛି ଓ ସେଠାକାର ଲୋକ ମାନଙ୍କ ମନରେ ମଧ୍ୟ ଭୟର ବାତା ବରଣ ଖେଳି ଯାଇଛି। ଏହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ଭାଇରଲ ହେବାରେ ଲାଗିଛି। ତେବେ ବନ୍ଧୁଗଣ ଆପଣ ମାନେ ଏଭଳି ବିରାଟକାୟ ସାପ ଠାରୁ ସବୁବେଳ ପାଇଁ ଦୂରେଇ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।