ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ତ ସବୁବେଳେ କିଛି ନାଁ କିଛି ଛୋଟ ବଡ଼ ଅନେକ ଆଶ୍ଚର୍ଯ୍ୟ ଜଣକ ଘଟଣା ଦେଖିବାକୁ ମିଳିଥାଏ | ତେବେ ବର୍ତ୍ତମାନ ଏଭଳି ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ଟି ସାମ୍ନା କୁ ଆସିଛି, ଯାହା ବିଷୟରେ ଆପଣ ମାନେ ମଧ୍ୟ ଶୁଣିଲେ ସହଜରେ ବିଶ୍ୱାସ କରି ପାରିବେ ନାହିଁ |ତେବେ କୁହା ଯାଏ ଡାକ୍ତର ହେଉଛନ୍ତି ଭଗବାନ ଙ୍କର ରୂପ, ଡାକ୍ତର ରୋଗୀ କୁ ମନ ଧ୍ୟାନ ଦେଇକି କରିଥାଏ ଚିକିତ୍ସା | ଆଉ ଯାହା ଫଳରେ ରୋଗୀର ଜୀବନ ମଧ୍ୟ ଫେରେଇ ଆଣି ପାରେ ସେ ଯମଙ୍କ ମୁହଁରୁ | ତାହେଲେ ଆସନ୍ତୁ ଦେହି ଭଳି ଏକ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ଏଭଳି ଏକା ଆଶ୍ଚର୍ଯ୍ୟ ଜଣଙ୍କ ଘଟଣା ଟି ଘଟିଛି ମହାରାଷ୍ଟ୍ର ର କୋଲ୍ହାପୁର ରୁ | ଆଉ ଯେଉଁଠି ଡାକ୍ତର ଭାବରେ ଭଗବାନ ଙ୍କ ଭଳି କାମ କରିଛନ୍ତି ଡାକ୍ତର ଅର୍ଜୁନ ଆଦିନାୟକ | ଆଉ ଡାକ୍ତର ଙ୍କୁ ଯେଉଁ ଦ୍ଵିତୀୟ ଭଗବାନ ବୋଲି କୁହା ଯାଇଥାଏ ସେହି କଥା କୁ ସତ ବୋଲି ପ୍ରମାଣ କରିକି ଦେଖେଇ ଛନ୍ତି ଡାକ୍ତର ଅର୍ଜୁନ | ତେବେ ଏଭଳି ଏକ ଘଟଣା ଦେଖିବାକୁ ମିଳିଥିଲା ଡାକ୍ତର ଙ୍କ ଚେମ୍ବର ରେ | ଆଉ ଯେଉଁଠି ରୋଗୀ ଜଣଙ୍କ ଚେକପ ହେବା ପାଇଁ ଆସିଥିଲେ ତାଙ୍କର ସମ୍ପର୍କୀୟ ଙ୍କୁ ଧରି ଡାକ୍ତର ଙ୍କ ପାଖକୁ |
ଆଉ ଯେଉଁ ସମୟରେ ରୋଗୀ ଜଣ ଙ୍କ ହଠାତ କେମିତି ହେଇଯାଇଥିଲେ | ଆଉ ଡାକ୍ତର ଙ୍କୁ କିଛି କହିବା ପାଇଁ ଚାହୁଁଥିଲେ ମଧ୍ୟ ତାଙ୍କ ପାଟିରୁ ଭାଷା ବାହାରୁ ନ ଥିଲା, ଆଉ ତାଙ୍କର ନିଶ୍ୱାସ ଧୀରେ ଧୀରେ କମିଯିବ ସହିତ ସେ ଚେତା ଶୂନ୍ୟ ମଧ୍ୟ ହେବାକୁ ଲାଗିଥିଲେ | ଆଉ ଯାହା କୁ ଡାକ୍ତର ଅର୍ଜୁନ ଦେଖି ପାରିଥିଲେ | ଆଉ ହଠାତ ଆସିଥିଲେ ସେହି ରୋଗୀ ଙ୍କ ପାଖକୁ, ଆଉ ଦେଖିଥିଲେ କେବଳ ତାଙ୍କର ହୃତପିଣ୍ଡ ଚାଲିବାକୁ ଲାଗିଛି ଆଉ ସବୁ ସ୍ପବ୍ଦ ହେଇଗଲାଣି | ଆଉ ରୋଗୀ ଜଣଙ୍କୁ ହାର୍ଟ ଆଟାକ ହେବାକୁ ଲାଗିଥିଲା |
ଆଉ ଯାହା ଦେଖୁବା ପରେ ସିଟ ରୁ ଦୌଡ଼ି ଆସିଥିଲେ ଡାକ୍ତର ଜଣଙ୍କ, ଆଉ ସଙ୍ଗେ ସଙ୍ଗେ ଡାକ୍ତର ଙ୍କୁ ସିପିଆର ଦେବାକୁ ଲାଗିଥିଲେ | ଆଉ ଯାହା ଦେଖା ଯାଇଥିଲା କି କିଛି ସମୟ ପରେ ଲୋକ ଟିର ଦେହ ଠିକ ହେବାକୁ ଲାଗିଥିଲା, ଆଉ ସେ ଧୀରେ ଧୀରେ ଠିକ ହେବାକୁ ଲାଗିଥିଲେ | ଆଉ ଡାକ୍ତର ଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଆଜି ଯମ ମୁହଁରୁ ଡାକ୍ତର ଜଣଙ୍କ ରୋଗୀର ଜୀବନ କୁ ଫେରାଇ ଆଣିଥିଲେ |ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଡାକ୍ତର ଅର୍ଜୁନ ଙ୍କ ପାଇଁ ପ୍ରସଂଶା ର ସୁଅ ଛୁଟିବାରେ ଲାଗିଛି | ଯାହା ଏବେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।