ଆଖି ଆଗରେ ଦେଖିଛି ବାପା ମା’ଙ୍କ ମୃତ୍ୟୁ ,ନିଜ ଜୀବନ ବଞ୍ଚାଇବାକୁ କାନ୍ଦି କାନ୍ଦି ୟୁକ୍ରେନ୍‌ ଛାଡି କୁନି ପିଲା ଚାଲିଲା 300 କିମି… ଦେଖନ୍ତୁ Video

0

କିଛି ଦିନ ହେଲା ବିଶ୍ୱ ବାସୀ ଚିନ୍ତାରେ ରହିଛନ୍ତି ଯେ ହୋଇ ପାରେ ତୃତୀୟ ବିଶ୍ୱ ଯୁଦ୍ଧ ଯାହା ଏବେ ଭାଇରଲ ହେବାରେ ଲାଗିଛି। ଏହି ଯୁଦ୍ଧ ପାଇଁ ୟୁକ୍ରେନ ର ବିଭିନ୍ନ ସ୍ଥାନ ସବୁ ଧ୍ୱଂସ ବିଧ୍ଵଂସ ହେବା ସହିତ ଅନେକ ଲୋକଙ୍କ ଜୀବନ ମଧ୍ୟ ପଳେଇଲାଣି। ଆଉ ଏପଟେ ଋଷର ମଧ୍ୟ ଅନେକ କିଛି କ୍ଷୟ କ୍ଷତି ହେବା ସହିତ ସୈନ୍ୟ ମାନଙ୍କର ମଧ୍ୟ ମୃତ୍ୟୁ ହୋଇଛି ଯାହା ଏବେ ୟୁକ୍ରେନ ଦାବି କରିଛି। ଆଉ ଏହି ଯୁଦ୍ଧ କୁ ଅଟକାଇବା ପାଇଁ ପ୍ରାୟ ବିଶ୍ୱର ଅଧିକାଂଶ ଦେଶ ଦାବି କରୁଥିବା ବେଳେ ରୁଷ ଏହାକୁ ମାନିବାକୁ ରାଜି ନାହିଁ। ଏହାରି ଭିତରେ ବିଭିନ୍ନ ସମୟରେ ଲୋମ ଟାଙ୍କୁରା ଦୃଶ୍ୟମାନ ଦେଖିବାକୁ ମିଳୁଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି।

ଆଉ ବର୍ତ୍ତମାନ ଯୁଦ୍ଧର ଭୟାବହ ଦେଖି ଅନ୍ୟ ଦେଶର ନାଗରିକ ମାନେ ନିଜ ଦେଶକୁ ଯିବା ପାଇଁ ଆରମ୍ଭ କରି ଦେଇଛନ୍ତି ଏବଂ ଏହି ସମୟରେ ଭାରତ ମଧ୍ୟ ତାର ଅପରେସନ ଗଙ୍ଗା ସାହାର୍ଯ୍ୟ ରେ ନିଜ ନାଗରିକ ମାନଙ୍କୁ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି। ଏପଟେ ୟୁକ୍ରେନ ଯୁଦ୍ଧ ର ବିଭୀଷିକା କୁ ଦେଖି ୟୁକ୍ରେନ ନାଗରିକ ମାନେ ଦେଶ ଓ ଭିଟାମାଟି ଛାଡିବା ପାଇଁ ଚେଷ୍ଟା ଜାରି ରଖିଛନ୍ତି। କେହି କେହି ଏହି ଯୁଦ୍ଧରେ ନିଜର ପ୍ରିୟଜନ କୁ ହରାଇବା ବେଳେ ଆଉ କେହି ନିଜର ସନ୍ତାନ ମାନଙ୍କୁ ହରାଇଛନ୍ତି ଯାହା ପାଇଁ ଏବେ ଯୁଦ୍ଧର ଏମିତି ପ୍ରଭାବ ଦେଖା ଦେଇଛି। ଏହି ସମୟରେ ଗୋଟିଏ କୁନି ପିଲାର ଏକ ବେଦନାର ସ୍ୱର ଶୁଣିବାକୁ ମିଳିଛି ଯାହା ଯୁଦ୍ଧ ର ପରିସ୍ଥିତି ସମ୍ପର୍କରେ ସୁଚାଉଛି। ଏପଟେ ୟୁକ୍ରେନ ସରକାର ଯୁଦ୍ଧ ପାଇଁ ସଂଘର୍ଷ କରୁଛି।

ଏହି ସମୟରେ କୁନି ପିଲାଟି ମଧ୍ୟ ତାର ଭିଟାମାଟି ଛାଡି ପଳାଉଛି ନା ସାଙ୍ଗରେ କେହି ପରିବାର ଲୋକ ନା ପ୍ରିୟଜନ କେହି ବି ନାହାନ୍ତି। ଵିଵାହ ଏବେ ଭାଇରଲ ହେବାରେ ଲାଗିଛି। ଏହି ଯିବା ବାଟରେ ଏହିପରି ଅନେକ ଲୋକ ଯାଉଛନ୍ତି ସେମାନଙ୍କର କାହାର ବି କେଉଁଠି ଯିବା ପାଇଁ ନିର୍ଦିଷ୍ଟ ଠିକଣା ମଧ୍ୟ ନାହିଁ। ଯାହା ଏବେ ଚର୍ଚ୍ଚାର ବିଷୟ।

ବନ୍ଧୁଗଣ ଆମ ଭାରତୀୟ ଛାତ୍ରଛାତ୍ରୀ ମାନେ ମଧ୍ୟ ସେଠାରେ ଫସି ରହିଛନ୍ତି। ସରକାର ମଧ୍ୟ ସେମାନଙ୍କୁ ଆଣିବା ଉଭୟ ଦେଶ ମଧ୍ୟରେ କଥା ବାର୍ତ୍ତା କରିଥିଲା। କିଛି ସମୟ ପାଇଁ ଯୁଦ୍ଧ ବନ୍ଧ ହୋଇଥିଲା। ତାପରେ ଯାଇ ସେଠାରୁ ଛାତ୍ର ଛାତ୍ରୀ ଆଣିବା ପାଇଁ ସଫଳ ହୋଇଥିଲେ। ଏହା ପରେ ସେଠାରେ ଉପସ୍ଥିତ ଥିବା ସମସ୍ତ ଲୋକ, ଭାରତ ସରକାର ସେମାନଙ୍କୁ ସମସ୍ତ ଲୋକଙ୍କୁ ଦେଇଛନ୍ତି ଏବଂ ଅନେକ ଲୋକ ମଧ୍ୟ ଏହା ଭିତରେ ରହିଛନ୍ତି। ଭାରତ ସରକାର ଉଭୟ ରୁଷ ଏବଂ ୟୁକ୍ରେନକୁ ଶାନ୍ତି ପାଇଁ ପ୍ରସ୍ତାବ ଦେଇଛନ୍ତି। ହେଲେ ରୁଷ କାହାରି କଥା ଶୁଣିବା ପ୍ରସ୍ତୁତ ନାହାନ୍ତି। ଯାହାବି ହେଉ ଜନସାଧାରଣ ମାନେ ବହୁତ ଅସୁବିଧାରେ ଅଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।