ଆଳୁ ଖୋଳୁ ଖୋଳୁ ବାହାରିଲା ମହାଦେବ…ଦେଖନ୍ତୁ Viral ଭିଡ଼ିଓ

ସମାଜ ଯେତେ ସଭ୍ୟ ଆଡ଼କୁ ଗତି କରିଲେ ମଧ୍ୟ ଦିନକୁ ଦିନ ବହୁତ ଅପରାଧ ବଢି ବଢି ଚାଲିଛି। ଆପଣ ମାନେ ପ୍ରତ୍ୟେକ ଦିନ କିଛି ନା କିଛି ଘଟଣା ଦେଖିଥାନ୍ତି। ଏହି ସବୁ ଘଟଣା ମାନଙ୍କ ମଧ୍ୟରୁ , ଚୋରି, ଦୁଷ୍କର୍ମ, ହତ୍ୟା ଏବଂ ଆତ୍ମହତ୍ୟା ଭଳି ଘଟଣା ସାମ୍ନାକୁ ଆସିଥାଏ। ବର୍ତ୍ତମାନ ସମାଜରେ ଏହିସବୁ ଘଟଣା ଦିନକୁ ଦିନ ଖୁବ ଜୋରରେ ଭାବରେ ବଢ଼ିବାରେ ଲାଗିଛି। ପୂର୍ବ ଅପେକ୍ଷା ବର୍ତ୍ତମାନ ଅଧିକ ମାତ୍ରାରେ ଏଭଳି ଘଟଣା ଦେଖି ବାକୁ ମିଳୁଛି। ଏହି ସବୁ ଅପରାଧ ମଧ୍ୟରୁ ଚୋରି ଏକ ସାଧାରଣ କଥା ହୋଇ ଗଲାଣି, ଲୋକ ମାନଙ୍କ ଆଖିରେ ଧୂଳି ଦେଇ ଲୁଟ କରି ଚାଲୁଛନ୍ତି, ଧୀରେ ଧୀରେ ସମାଜରେ ଏହିଭଳି ଅନ୍ୟାୟ ଅତ୍ୟାଚାର ସୀମା ବଢ଼ିବାରେ ଲାଗିଛି। ସୋସିଆଲ ମିଡିଆରେ ଯୁଗରେ ଆମେ ଖୁବ ସହଜରେ ଏଭଳି ଘଟଣା ବିଷୟରେ ଅବଗତ ହୋଇ ପାରୁଛୁ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଆହୁରି ଏକ ବଡ଼ ଖବର ସମ୍ନାକୁ ଆସି ଯାଇଛି, ଯାହାକୁ ଦେଖିଲେ ଆପଣ ମାନେ ବହୁତ ଭାବରେ ଭୟ ଭିତ ହୋଇ ଯିବେ। ତେବେ ଏହି ଘଟଣାଟି ହେଉଛି, ଗତ କାଲି ଯେଉଁ ଲୁଟେରା ମାନେ ATM କ୍ୟାସ ଭ୍ୟାନରୁ ଲକ୍ଷାଧିକ ଟଙ୍କା ଲୁଟ କରି ଥିଲେ, ଆଜି ତାଙ୍କ ପାଖରୁ ଆହୁରି କିଛି ସାମଗ୍ରୀ ସବୁ ମିଳିଛି ବୋଲି ସୂଚନା ରହିଛି। ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ତାଙ୍କ ନିକଟରୁ କେଉଁ ସବୁ ସାମଗ୍ରୀ ଜବତ କରା ଯାଇଛି ତାହାରି ବିଷୟରେ କହିବା ପାଇଁ ଯାଉଛୁ, ତେବେ ଆସନ୍ତୁ ଜାଣିବା କଣ ରହିଛି ସମ୍ପୂର୍ଣ୍ଣ ଘଟଣା;

ସୂଚନା ଅନୁସାରେ, ଗତ ଦୁଇ ବର୍ଷ ଧରି ସାରା ଭାରତ ବର୍ଷରେ କରୋନା ତାର ତାଣ୍ଡବ ଲୀଳା ରଚି ଚାଲିଛି। ସେଥିପାଇଁ ବହୁ ଲୋକ ମାନଙ୍କର ଅର୍ଥନୈତିକ ଅବସ୍ଥା ଶୋଚନୀୟ ହୋଇ ପଡିଛି। ସେଥିପାଇଁ ଲୋକ ମାନେ ଭିନ୍ନ ଭିନ୍ନ ପନ୍ଥା ସବୁ ଅପଣେଇଛନ୍ତି। ସେଥିପାଇଁ ପ୍ରତିଦିନ ଚୋରି ଓ ବିଭିନ୍ନ ପ୍ରକାରର କାର୍ଯ୍ୟ କରି ଚାଲୁଛନ୍ତି। ଗତ କାଲି ଯେଉଁ ATM କ୍ୟାସ ଭ୍ୟାନକୁ ଯେଉଁ ଲୁଟେରା ମାନେ ଲୁଟିକି ନେଉ ଫେରାର ହୋଇ ଯାଉ ଥିଲେ, ସେ ବାଟରେ ନେବା ସମୟରେ ପୋଲିସ ତାଙ୍କୁ ଧରି ଗିରଫ କରି ରଖିଥିଲା।

ତେବେ ସେହି ଦୁର୍ବୁତ୍ତ ମାନଙ୍କୁ ପୋଲିସ ଧରି ତାଙ୍କୁ ପଚରା ଉଚରା କରିଥିଲା ଓ ଖୋଳ ତାଡ଼ ମଧ୍ୟ କରି ଚାଲି ଥିଲା। ପୋଲିସ ହାତକୁ ଆହୁରି କିଛି ତଥ୍ୟ ଆସି ଯାଇଛି। କେନ୍ଦ୍ରାଞ୍ଚଳ ଆଇଜି ସମିଳନୀ କରି କହିଛନ୍ତି ଯେ, ସେ ଦୁର୍ବୁତ୍ତଙ୍କ ହାତରୁ ୪ ଟି ବନ୍ଧୁକ ୧ ଟି ଖେଳନା ବନ୍ଧୁକ, ୨ ଟି ଖଣ୍ଡା, କଟୁରି ଓ ଏଥି ସହିତ ୧ କୋଟି ୫ ଲକ୍ଷ୍ୟ ଟଙ୍କା ମଧ୍ୟ ଜବତ କରା ଯାଇଛି। ଏଭଳି ବ୍ୟକ୍ତିଙ୍କୁ କଠୋରରୁ କଠୋର ଦଣ୍ଡ ଦିଆଯାଉ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment