ବନ୍ଧୁଗଣ ଆମ ଭାରତ ହେଉଛି ଏକ ଗଣତାନ୍ତ୍ରିକ ତଥା ଜନ ମଙ୍ଗଳକାରୀ ରାଷ୍ଟ୍ର ଅଟେ। ଆମ ଦେଶ ରେ ଆମ ଭାରତୀୟ ଲୋକଙ୍କୁ ଯେତିକି ସୁବିଧା ସୁଯୋଗ ମିଳିଥାଏ , ପୁରା ସମାନ ନହେଲେ ବି ଆମ ଭାରତ ରେ ସରଣ ନେଇଥିବା ବିଦେଶୀ ଙ୍କୁ ମଧ୍ୟ ଅନେକ ପ୍ରକାରର ସୁବିଧା ସୁଯୋଗ ମିଳିଥାଏ। ତେବେ କିନ୍ତୁ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଜଣେ ଆଫଗାନିସ୍ତାନ ର ଯୁବତୀ ଙ୍କ ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି। ଆଉ ଏହି ଭିଡ଼ିଓ ଟିରେ ଯାହା ସେ କହିଛନ୍ତି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେଇଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଭିଡ଼ିଓ ଟି ବିଷୟ ରେ।
ତେବେ ସୋସିଆଲ ମିଡ଼ିଆ ରେ କୋଲହ ସୃଷ୍ଟି କରିଛି ,ଏହି ଆଫଗାନିସ୍ତାନ ର ଯୁବତୀ ଙ୍କ ର ଭିଡ଼ିଓ ଟି। ତେବେ ଏହି ଭିଡ଼ିଓ ଟି ରେ ସେ କହିଛନ୍ତି କି ,”ଆମକୁ ଚାକିରୀ ଦିଅ , ନହେଲେ ବାହା ହୁଅ , ଯଦି କିଛି ବି କରି ପାରିବ ନାହିଁ ତେବେ ଆମକୁ ଆମ ଦେଶ କୁ ଫେରି ଯିବାର ଅନୁମତି ଦିଅ”।ଏଠାରେ ଆମ ପାଖରେ କିଛି ବି ନାହିଁ , ନା ଚାକିରୀ ଅଛି ନା ରୋଜଗାର ର ପନ୍ଥା ।ତେବେ ଆମେ ଏଠାରେ ବଂଚିବୁ କେମିତି , ଡି ଅଳି ଖାଇବା ପାଇଁ ଏବେ ଆମେ ସାମର୍ଥ୍ୟ ନୁହେଁ ।
ତେବେ ସେହି ଯୁବତୀ ଜଣଙ୍କ କହିଛନ୍ତି କି, ସେ ଭାରତ କୁ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ଆସିଥିଲେ କିନ୍ତୁ ଏଠାରେ ତାଙ୍କର ଶିକ୍ଷା ପରେ ଚାକିରୀ ର କୌଣସି ସୁବିଧା ସୁଯୋଗ ନାହିଁ। ଯୁବତୀ ଙ୍କ ର କହିବା ଅନୁସାରେ ଭାରତ ସରକାର ନିଜ ଦେଶ ବାସୀ ଙ୍କୁ ଠିକ ଭାବରେ ଚାକିରୀ ଦେଇ ପାରୁ ନାହିଁ ତେବେ ଆମେ ବିଦେଶୀ ଙ୍କୁ ଚାକିରୀ କୋଉଠୁ ଆଣିକି ଦେବେ। ଯଦି ଆମର ଚାକିରୀ ହବ ନାହିଁ ତେବେ ଆମେ ଏଠାରେ କେମିତି ଚଳିବୁ , କିପରି ରହିବୁ ଆଉ କହିଁକି ଉଚ୍ଚ ଶିକ୍ଷା ଗ୍ରହଣ କରିବୁ।
ତେବେ ଯୁବତୀ ଜଣଙ୍କ କହିଛନ୍ତି କି ବର୍ତ୍ତମାନ ଯେଉଁ ଠି ରହିଲେ ତାଙ୍କୁ ରେଣ୍ଟ ରେ ରହିବାକୁ ହେଉଛି ଆଉ ଏଥି ଲାଗି ସେମାନେ ଆଫଗାନିସ୍ତାନ ରେ ଯାହା ଜମି ଥିଲା ତାହା ମଧ୍ୟ ବିକ୍ରି କରି ସାରିଛନ୍ତି। ତେବେ ବର୍ତ୍ତମାନ ତାଙ୍କର ଗୋଟିଏ ଦାବି ଭାରତ ସରକାର ତାଙ୍କ କଥା ଶୁଣନ୍ତୁ ଆଉ ତାଙ୍କୁ ଚାକିରୀ କରିବା ସୁବିଧା ଦିଅନ୍ତୁ। ତେବେ ସେ ଏହା ମଧ୍ୟ କହିଛନ୍ତି ଯଦି ଚାକିରୀ ନଦେଇ ପାରିବ ତେବେ ଆମକୁ ବିବାହ କରିନିଏ ଯାହା ଫଳରେ ଆମେ ଏଠାରେ ଗୋଟିଏ ଘରେ ପରିବାର କରି ଚଳି ପାରିବୁ। ଯଦି ତାହା ମଧ୍ୟ କରି ପାରିବ ନାହିଁ ତେବେ ଆମ କୁ ଆମ ଦେଶ କୁ ଫେରୀ ଯିବା ପାଇଁ ଅନୁମତି ଦିଅନ୍ତୁ ଏବଂ ଆମ ଦେଶକୁ ଆମକୁ ଫେରାଇ ଦିଅନ୍ତୁ। ତେବେ ଯୁବତୀ ଙ୍କ ର ଭିଡ଼ିଓ ଟି ଖୁବ ଭାଇରାଲ ହେବା ରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।