ଆମକୁ ଯେ କୌଣସି କାମ ଦିଅ, ଆମେ ଆଉ ମଦ ରାନ୍ଧିବୁନି… କାନ୍ଦି କାନ୍ଦି କଣ କହୁଛନ୍ତି ଥରେ, ଦେଖନ୍ତୁ Video

ହଁ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ଭିଡ଼ିଓ ଭାଇରାଲ ହେଉଥିବାର ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଏଭଳି ଏକ ଘଟଣା ଶୋଷିଲା ମିଡ଼ିଆରେ ଦେଖିବାକୁ ମିଳିଛି ଆଉ ଯେଉଁଠି ଜଣେ ଆଦିବାସୀ ସମ୍ପ୍ରଦାୟ ର ମହିଳା ଜଣଙ୍କ ଘରେ କରିଛନ୍ତି ନିଶା ଦ୍ରବ୍ୟ ର ପ୍ରସ୍ତୁତି କାର୍ଯ୍ୟ | ଆଉ ଯେଉଁଠି ସରକାର ପୂର୍ବରୁ କାର୍ଯ୍ୟ ଯୋଗାଇ ଦେବେ ବୋଲି କହିକି ବିଭିନ୍ନ ପ୍ରକାରର ପ୍ରତିଶୃତି ମଧ୍ୟ ଦେଇଥିଲେ | ଆଉ ସେ ସବୁ ପୁରା ନ କରିଥିବାରୁ ବାଧ୍ୟ ହେଇକି କରିଛନ୍ତି ନିଶା ଦ୍ରବ୍ୟ ପ୍ରସ୍ତୁତି କାର୍ଯ୍ୟ | ଆଉ ଯେଉଁଥିପାଇଁ ପଇକି ପୋଲିସ ଆସିକି ତାଙ୍କର ଘରକୁ ତାଲାଶ କରୁଛି | ତାହେଲେ ଏହି ଘଟଣା କୁ ନେଇକି ମହିଳା ଜଣଙ୍କ କଣ କହିଛନ୍ତି ଆସନ୍ତୁ ଜାଣିବା |

ତେବେ ସୂଚନା ଅନୁସାରେ ଯାହା ଜଣା ପଡିଛି କି ମହିଳା ଜଣଙ୍କୁ କାମ ଯୋଗାଇ ଦେବାର ପ୍ରତିଶୃତି ଦେଇଥିଲେ ସରକାରୀ କର୍ମଚାରୀ ମାନେ | ମାତ୍ରା ତାଙ୍କର କଥା ରଖି ନ ଥିଲେ ସରକାରୀ ବାବୁ ମାନେ | ଆଉ ଯେଉଁଥିପାଇଁ ଘରେ ମହିଳା ଜଣଙ୍କ କରିଥିଲା ନିଶା ଦ୍ରବ୍ୟର ପ୍ରସ୍ତୁତି | ଆଉ ଘରେ ପ୍ରସ୍ତୁତ କରିକି ବାହାର ଲୋକ ମାନଙ୍କୁ ବିକ୍ରି ମଧ୍ୟ କରୁଥିଲେ | ଆଉ ଭଲ ଟଙ୍କା ମଧ୍ୟ ରୋଜଗାର କରିବା କରୁଥିଲେ ଆଉ ଦିନକୁ 500-1000 ରୋଜଗାର କରିବା କଥା ମଧ୍ୟ ମହିଳା ଜଣଙ୍କ କହିଛନ୍ତି |

ତେବେ ଯାହା ଜଣା ପଡିଛି କି ନିଶା ଦ୍ରବ୍ୟ ଘରେ ପ୍ରସ୍ତୁତ କରୁଥିବାରୁ ପୋଲିସ ମହିଳା ଙ୍କର ଘର ଉପରେ ଚଢ଼ାଉ କରିଛି, ଆଉ ସେହି ଭଳି ନିଶା କାରବାର କୁ ବନ୍ଦ କରିବା କଥା ମଧ୍ୟ କହିଛନ୍ତି ମହିଳା ଜଣଙ୍କୁ |କିନ୍ତୁ ମହିଳା ଜଣଙ୍କ କହିଥିଲେ କି ଏହି ନିଶା ଦ୍ରଵ୍ୟ ଚାଉଳ ରୁ ପ୍ରସ୍ତୁତ ହେଉଛି | ଆଉ ଏହା ସେମାନଙ୍କର ପର୍ବ ପର୍ବାଣି ସମୟରେ ଖାଇବା ର ବ୍ୟବସ୍ଥା ରହିଛି | କିନ୍ତୁ ସେତେବେଳେ ସେଥିରେ ହାଲକା ନିଶା ମିଶାଯାଇଥାଏ ଆଉ ଯାହା ଫଳରେ କମ ନିଶା ହୋଇଥାଏ |କିନ୍ତୁ ଏବେ ସେ ଯେଉଁ ବ୍ୟବସାୟ ପାଇଁକି ହାଣ୍ଡି ବସାଉଛନ୍ତି ସେଥିରେ ଟିକେ ଅଧିକ ନିଶା ଦିଆଯାଇଥାଏ |

ତେବେ ସରକାର କାମ ଯୋଗାଇ ଦେବାକୁ କହିକି କିଛି ନ ଦେବା ରୁ ଏମିତି କାରବାର କରିକି ଅର୍ଥ ଉପାର୍ଜନ କରିବେ ବୋଲି କହିଛନ୍ତି ମହିଳା ଜଣଙ୍କ | ତେବେ ସେଥିରେ ତାଙ୍କର ପରିବାର ମଧ୍ୟ ଚଲାଉଛନ୍ତି ବୋଲି କହିଛନ୍ତି | ତେବେ ଯେହେତୁ ମହିଳା ଙ୍କର ବୟସ ହୋଇ ଗଲାଣି ଓ ସେ ଭରି କାର୍ଯ୍ୟ କରିବା ପାଇଁ ସମର୍ଥ ନୁହନ୍ତି ଆଉ କେବଳ ଲେବର କାମ ଛଡା କିଛି ବି କାମ ସେମାନଙ୍କୁ ଦିଆ ଯାଉନି |ସେଥିପାଇଁ ମହିଳା ଜଣଙ୍କ ଏପରି କରିଛନ୍ତ ନିଶା ବ୍ୟବସାୟ ଘରେ | ଆଉ ବର୍ତ୍ତମାନ ପୋଲିସ ପହଞ୍ଚି ତାଙ୍କୁ ବିରୋଧ କରିବାରୁ କାମ ଯୋଗାଇ ଦେବାକୁ କହିଛନ୍ତି ମହିଳା ଜନଙ୍କ | ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment