ଆମେ ଲିଭ ଇନ ରେ ଥିଲୁ ଏବେ ସେ ଅନ୍ୟ ଝିଅ ସହ ରାତିରେ.. ଏହି ଯୁବତୀ କଣ କହୁଛନ୍ତି… ଦେଖନ୍ତୁ Video

ବନ୍ଧୁଗଣ ଏବେ ଏକ ଘଟଣା ବେଶ୍ ଚର୍ଚ୍ଚାରେ ରହିଛି। ଯାହାକୁ ନେଇ ଅନେକ ଆଲୋଚନା ଏବଂ ସମାଲୋଚନା ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ତେବେ ଏହି ଘଟଣା ଯାହା ସମାଜର ଏକ ଭିନ୍ନ ଦିଗକୁ ଇଙ୍ଗିତ କରୁଛି। ଆପଣ ଜାଣିଛନ୍ତି ଆଜିର ଏହି ସମାଜ ରେ ବେଳେବେଳେ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସିଥାଏ ଯାହା ଦେଖିଲେ ନିଜକୁ ଲଜ୍ୟା ବୋଧ ହୋଇଥାଏ। ତେବେ ଯଦିଓ ଆଜିର ମନିଷ ଶିକ୍ଷା, ସଂସ୍କୃତି, ସଭ୍ୟତା ସବୁ ପାଇ ପାରୁଛି, ତାପରେ ବି କେଉଁଠି ନା କେଉଁଠି ତା ଭିତରେ ସେସବୁ ଅଭାବ ସମୟକ୍ରମେ ପରିଲକ୍ଷିତ ହେଉଛି। ଯାହାକୁ ନେଇ ଆଜିର ସଭ୍ୟ ସମାଜରେ ଅନେକ ସମୟରେ ଅସଭ୍ୟ କାର୍ଯ୍ଯ କଲାପ ଆଦି ବୃଦ୍ଧି ପାଉଛି।

କଣ କହିବ ଆଜିର ଲୋକଙ୍କୁ, ଯେଉଁମାନେ ଏହି ସମାଜର ଅଂଶ ବିଶେଷ ହୋଇ ମଧ୍ୟ ବେଳେବେଳେ ଏମିତି କିଛି କାର୍ଯ୍ଯ କରିଥାନ୍ତି ଯାହା ସେମାନଂକୁ ତ ଏ ସମାଜରେ ଲଜ୍ଜିତ ଏବଂ ଅପମାନିତ କରିଥାଏ। ତାସହ ଏହା ପାରିପାର୍ଶ୍ବିକ ସ୍ଥିତି ଉପରେ ମଧ୍ୟ ପ୍ରଭାବ ପକାଇଥାଏ।ଏସବୁ ଘଟଣା ପ୍ରତି ସେମାନେ ନଜର ରଖିବା କଥା କିନ୍ତୁ ଏଥିପ୍ରତି ସେମାନେ ଯତ୍ନଶୀଳ ଏବଂ ସଚେତନ ହେଉ ନାହାଁନ୍ତି। ଆଉ ଏଥିପାଇଁ ସେମାନଙ୍କର ମାନସିକତା ରେ ମଧ୍ୟ ପରିବର୍ତ୍ତନ ଆସୁ ନାହିଁ। ତେବେ ସେହିଭଳି ଅନେକ ଘଟଣା ଆଜିର ଦୁନିଆରେ ଦେଖିବାକୁ ମିଳୁଛି ଯାହା ଦେଖିଲେ ମୁଣ୍ଡ ତଳକୁ ନଇଁ ଯାଉଛି ଏବଂ ଲଜ୍ୟା ବୋଧ ହେଉଛି।

ସେହିପରି ଏକ ନିନ୍ଦନୀୟ ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ସମ୍ବେଦନଶିଲ କାହାଣୀ ହେଉଛି ଜଣେ ଅଭିନେତା ଓ ଅଭିନେତ୍ରୀ ଙ୍କ ର। ଏଠାରେ ଅଭିନେତ୍ରୀ ଜଣଙ୍କ ଅଭିଯୋଗ ଆଣିଛନ୍ତି ଯେ ତାଙ୍କ ସହିତ ଜଣେ ଯୁବକ, ଯିଏକି ଜଣେ ଅଭିନେତା ଅଟନ୍ତି ସେ ପ୍ରେମ କରି, ସମ୍ପର୍କ ରଖି ଏବେ ଧୋକା ଦେଇଛନ୍ତି ଏବଂ ଏମିତି କି ଏବେ ବିବାହ କରିବାକୁ କହିବାରୁ ମାରି ଦେବାକୁ ଧମକ ମଧ୍ୟ ଦେଉଛନ୍ତି। ତେବେ ଏହି ଅଭିନେତା ଜଣଙ୍କ ହେଉଛନ୍ତି ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ମିଲନ ମହାରଣା।ଅଭିନେତା ମିଲନ ଗତ ୨ ବର୍ଷ ଧରି ଜଣେ ଅଭିନେତ୍ରୀଙ୍କ ସହ ପାହାଳ ଥାନା ଅଧୀନ ହଂସପାଳରେ ଏକ ଫ୍ଲାଟରେ ଏକା ସାଙ୍ଗରେ ରହୁଥିଲେ।

ପ୍ରେମ ସଂପର୍କ ଏତେ ନିବିଡ ଥିଲା ଯେ ଅଭିନେତା ସୁମନ ଅଭିନେତ୍ରୀ ଜଣଙ୍କୁ ବିବାହର ପ୍ରତିଶୃତି ମଧ୍ୟ ଦେଇଥିଲେ। ତାଙ୍କୁ ବିବାହ କରିବାର ପ୍ରଲୋଭାନ ଦେଖାଇ ତାଙ୍କ ପାଖରୁ ଅନେକ ଟଙ୍କା ମଧ୍ୟ ଲୁଟି ନେଇଥିବା ଏହି ଅଭିନେତ୍ରୀ ଜଣଙ୍କ ଅଭିଯୋଗ ରେ କହିଛନ୍ତି। ତେବେ ଏବେ କିଛିଦିନ ହେଲା ଯୁବକ ଜଣଙ୍କ ତାଙ୍କୁ ଏଭଏଡ କରିବା ସହିତ ଅନ୍ଯ ଝିଅଙ୍କ ସହିତ ମିଶୁଛନ୍ତି ବୋଲି ଅଭିନେତ୍ରୀ ଜଣଙ୍କ ଅଭିଯୋଗ କରିବା ସହିତ ଗଣମାଧ୍ୟମ ସମ୍ମୁଖରେ ତାଙ୍କର ପ୍ରତିକ୍ରିୟାରେ କହିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment