Exclusive : ଆମେ ନିଜେ ଦେଖିଛୁ କୁଣ୍ଢାକୁଣ୍ଢି ହଉଥିଲା ..ଆମେ ଝିଅ ଛୁଆ ଆମର କଣ ସାଙ୍ଗ ନାହାନ୍ତି, ଏ ନେଇ କଣ ଦେଖିଛନ୍ତି ଏହି ଯୁବତୀ, ଦେଖନ୍ତୁ Video

ଏବେ ସବୁଆଡେ ଚର୍ଚ୍ଚିତ ବାବୁସାନ ଓ ପ୍ରକୃତି ମିଶ୍ର, ଦୁଇ ବର୍ଷ ର ପ୍ରେମ ଏବେ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ଅର୍ଥାତ ପଦା କୁ ଆସିଛି | ତେବେ ଏଭଳି ଘଟଣା କୁ ନେଇ ବାବୁସାନ ଙ୍କ ସ୍ତ୍ରୀ ଅର୍ଥାତ ତୃପ୍ତି ମିଶ୍ର ମଧ୍ୟ ଯାହା କରିଛନ୍ତି ତାହାକୁ ନେଇ ଅନେକ ଲୋକ ତାଙ୍କୁ ସମର୍ଥନ କରିଛନ୍ତି | ଯାହାକୁ ନେଇ ଜଣେ ଯୁବତୀ ମିଡ଼ିଆ ସାମ୍ନାରେ କହିଛନ୍ତି ବାବୁସାନ ଓ ପ୍ରକୃତି ମିଶ୍ର ଯିଏ କି ଜଣେ ଅଭଦ୍ର କୁ ଆଉ ଜଣେ ଅଭଦ୍ରାଣୀ, ବାବୁସାନ କେତେ ଅଭଦ୍ର ଆମେ ସେ କଥା କହି ପରିବୁନି ତାଙ୍କ ପରିବାର ର ଗୋଟେ ନାଁ ଅଛି |

ପ୍ରକୃତି ମିଶ୍ର ପରିବାର ର ବି ନାଁ ଅଛି କିନ୍ତୁ ପ୍ରକୃତି ମିଶ୍ର ର ନାଁ ନାହିଁ, ଇନ୍ଷ୍ଟଗ୍ରାମ ରେ ସେ ଯେଉଁଭଳି ଭାବରେ ପୋଷ୍ଟ କରୁଛନ୍ତି ତାଙ୍କୁ ଭାଷା ନାହିଁ କହିବା ପାଇଁ ତା ପାଇଁ ପୁରା ନାରୀ ଜାତି ବଦନାମ | ତାକୁ ତା ବାପା ମା ମୁଁ ଭାବୁ ଥିଲି କି ଏହି କେସ ପରେ ତାକୁ ସେମାନେ ବିଷ ଦେଇ ମାରି ଦେବେ ବୋଲି କିନ୍ତୁ ତାକୁ ସେମାନେ ମାରିଲେ ନାହିଁ ଓଲଟି ଆସି ତା ବାପା ମା ଙ୍କ ମୁହଁରେ ଲଜ୍ୟା ନାହିଁ ଥାନାକୁ ଯାଇ କେସ କରୁଛନ୍ତି |

ଆମେ ନିଜେ ଦେଖିଚୁ ବିଗ ବଜାର ଛକରେ ଦୁହେଁ କୁଣ୍ଢାକୁଣ୍ଢି ହୋଇ ଯାଉ ଥିଲେ ଏଇଟା କଣ ଗୋଟେ ସାଙ୍ଗ ସାଙ୍ଗ ସହିତ କରିବ ଆମେ ଝିଅ ପିଲା ଆମର କଣ ସାଙ୍ଗ ନାହାଁନ୍ତି | ପୁଣି ସେ ଯେଉଁ ଭେଷ ସେ ଡ୍ରେସ ପିନ୍ଧି ଥିଲା କହି ହେବନି କି ବର୍ଣ୍ଣନା କରି ହେବ ନାହିଁ | ଆଉ ତୃପ୍ତି ମାଡ଼ାମ ଯାହା କରିଛନ୍ତି ମୁଁ ହାତ ଯୋଡ଼ି କହୁଛି ସେ ପୁରା ବଢିଆ କରିଛନ୍ତି ଆଉ ଏ ଭଳିଆ ଝିଅ ଙ୍କୁ କିଳା ରେ ଧରି ବାଡେଇବା କଥା | ସ୍ୱାମୀ କୁ ତ ମାର ତା ସହିତ ଝିଅ କୁ ବି ମାର କାରଣ ଗୋଟେ ଝିଅ ଯଦି ନ ଚାହିଁବ ତେବେ ପିଲା ହାତ ମାରି ପାରିବ ନାହିଁ | ମୁଁ ଗୋଟେ ନାରୀ ଏଣୁ ନାରୀ କୁ ପ୍ରଥମେ ଦୋଷ ଦେବି ଆମେ ଯଦି ଦେଖେଇବା ତାହେଲେ ପୁରୁଷ ଆସି ହାତ ମାରିବେ |

ଆଉ କିଏ ରହିଲା ଓଡ଼ିଆ ଇଣ୍ଡଷ୍ଟ୍ରି ରେ, ଆଗ କାଳରେ ପ୍ରେମ ଥିଲା ସେମାନଙ୍କ ପ୍ରେମ ବିବାହ ଆମେ ଦେଖିଚୁ ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି ହୁଅନ୍ତୁ କି ସେ ବିଜୟ ମହାନ୍ତି ତନ୍ଦ୍ରାରାୟ ହୁଅନ୍ତୁ | ଏବେ କିନ୍ତୁ ବବି ମିଶ୍ର ସ୍ତ୍ରୀ କୁ ବିଦା କଲା ସେ ତାର ବାହା ହେଇକି ଆଉ କୋଉଠି ରହୁଛି, ଏହାପରେ ଅନୁଭବ ଓ ବର୍ଷା ଏତେ ବଡ଼ ଷ୍ଟାର ହେଇକି ଏ ପର୍ଯ୍ୟନ୍ତ କୋର୍ଟ କୁ ଦୌଡୁଛନ୍ତି | ଏବେ ବାବୁସାନ କଲା ଆଉ ତେବେ ରହିଲା କିଏ, ସବ୍ୟସାଚୀ ପୁଣି ଗୋଟେ ସ୍ତ୍ରୀ କୁ ବିଦା କରିକି ଆଉ ଗୋଟେ ସ୍ତ୍ରୀ କରି ଅର୍ଚ୍ଚିତା କୁ ଧରି ଆମେରିକା ବୁଲୁଛି ଆଉ ରହିଲା କିଏ ଆଉ କେହି ନାହାଁନ୍ତି ବୋଲି ଯୁବତୀ ଜଣଙ୍କ କହିଛନ୍ତି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment