ଆନ୍ଧ୍ରରେ ବାହା ହୋଇ ଲୁଚି ପଳାଇ ଆସିଥିଲା ସ୍ୱାମୀ, ନିର୍ଦ୍ଧୁମ ମାଡ ମାରି ଶେଷରେ ଏମିତି ପ୍ରତିଶାଧ ନେଲା ସ୍ତ୍ରୀ…

ବର୍ତ୍ତମାନ ଆଜିକାଲି ପ୍ରେମ,ମିଛ,ପ୍ରତାରଣା ଏବଂ ଧୋକା ଏକ ସାଧାରଣ କଥା ହୋଇ ଗଲାଣି, କାରଣ ଆପଣ ମାନେ ଦେଖି ଥିବେ ଏଭଳି ଘଟଣା ପ୍ରତିଦିନ ଦେଖିବା ପାଇଁ ମିଳୁଛି। ଆଜି କାଲିର ଯୁବକ ଯୁବତୀଙ୍କ ନିକଟରେ ଆପଣ ସ୍ୱଚା ପ୍ରେମ ଦେଖିବା ପାଇଁ ମିଳି ନଥାଏ। ପ୍ରେମରେ ପ୍ରତାରଣା, ମିଛ ଏବଂ ଧୋକା ଅଧିକ ଦେଖିବା ପାଇଁ ମିଳୁଛି। ତେବେ ପ୍ରେମରେ ଅନ୍ଧ ହୋଇ ବାପା, ମାଆ ଓ ପରିବାର ଲୋକ ମାନଙ୍କୁ ମଧ୍ୟ ଭୁଲି ଯାଉଛନ୍ତି ଓ ଏଥିସହ ସମାଜର ସବୁ ନୀତି ନିୟମକୁ ଭୁଲି ଏଭଳି କିଛି ଭୁଲ କାର୍ଯ୍ୟ କରି ବସୁଛନ୍ତି। ଯାହା ଫଳରେ କି ସେମାନେ ପରବର୍ତ୍ତୀ ସମୟରେ ବହୁତ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ଏଭଳି ଘଟଣା ଟିଭି, ସମ୍ବାଦ ଓ ପତ୍ର ପତ୍ରିକାରେ ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଆଜି ଏମିତି ଏକ ଘଟଣା ବିଷୟରେ କହିବା ପାଇଁ ଯାଉଛୁ। ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ବନ୍ଧୁଗଣ ଘଟଣାଟି ହେଉଛି, ଜଣେ ଯୁବକ ନିଜର ସ୍ତ୍ରୀ କୁ ଛାଡି ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିଛନ୍ତି ବୋଲି ସୂଚନା ମିଳିଛି। ଯାହାକି ଏହା ଏକ ଲଜ୍ୟା ଜନକ ବା ନିନ୍ଦନୀୟ ଘଟଣା ଅଟେ। ଆଜି ଆମେ ଆପଣ ମାନଙ୍କୁ ସମ୍ପୂର୍ଣ ଘଟଣା ବିଷୟରେ କହିବୁ। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା ;

ସୂଚନା ଅନୁସାରେ, ବିଷମକଟକ ଥାନା କାଙ୍କୁଡ଼ି ବାଡ଼ି ଗ୍ରାମରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମରେ ସୁମନ କୁସୁଳିଆ ନାମକ ଜଣେ ଯୁବକ, ସେ ଆନ୍ଧ୍ରପ୍ରଦେଶର ଭିମା ବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାର୍ଯ୍ୟ କରନ୍ତି। ସେଠାରେ ସେ ପାଡେରୁ ଗ୍ରାମର ବେଳସୁରୁ କୁମାରୀ ନାମକ ଜଣେ ଯୁବତୀଙ୍କୁ ଭଲ ପାଇ ବସିଲେ ଓ ଯୁବତୀ ମଧ୍ୟ ତାଙ୍କୁ ବହୁତ ଭଲ ପାଇଲେ ଓ ଦୁହେଁ ଏକ ମନ୍ଦିରରେ ବିବାହ କରିଲେ। ସାତ ଜନ୍ମର ସାଥି ହୋଇ ରହିବା ପାଇଁ ଦୁହେଁ ଦୁହିଁଙ୍କୁ କଥା ଦେଇଥିଲେ। ବାହାଘରର ତିନି ମାସ ପର୍ଯ୍ୟନ୍ତ ସବୁ କିଛି ଠିକ ଠାକ ଚାଲି ଥିଲା ଓ ଉଭୟ ବହୁତ ଖୁସିରେ ମଧ୍ୟ ରହୁଥିଲେ।

ତେବେ କୌଣସି କାରଣ ବଶତଃ ଯୁବକ ଜଣଙ୍କ ତାଙ୍କ ସ୍ତ୍ରୀ କୁ ଛାଡି ଲୁଚି ପଳାଇ ଆସିଥିଲେ। ଯୁବତୀ ଜଣଙ୍କ ଯୁବକଙ୍କୁ ବହୁତ ଖୋଜା ଖୋଜି କରିଲେ କିନ୍ତୁ ତାଙ୍କୁ ପାଇଲେ ନାହିଁ। କିନ୍ତୁ ହଠାଥ ଦିନେ ଜାଣି ବାକୁ ପାଇଲେ ଯେ, ଯୁବକ ଜଣଙ୍କ ବିଷମକଟକ ଠାରେ ଅଟୋ ଚଳାଉ ଥିଲେ, ସେଠାରେ ଯୁବତୀ ଜଣଙ୍କ ପହଁଛି ଥିଲେ ଓ ଯୁବକଙ୍କୁ ଦେଖି ରାଗି ଯାଇ ଖୁବ ଜୋରରେ ମାରି ଥାନାରେ ଆଣି ହାଜର କରିଥିଲେ। ସେଥକାର ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment