ଆପଣ ନ ଦେଖିଲେ ବିଶ୍ୱାସ କରି ପାରିବେ ନାହିଁ, ପାଣି କାଦୁଅରେ ଘାଣ୍ଟି ହୋଇ ନାଚୁଛନ୍ତି ଏହି ବ୍ୟକ୍ତି। ଏ ବ୍ୟକ୍ତିଙ୍କ ନାଚ ଦେଖିବା ପାଇଁ ରୁଣ୍ଡ ହୋଇଛନ୍ତି ଗାଁ ଲୋକେ…ଦେଖନ୍ତୁ ଭିଡ଼ିଓ

ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ପ୍ରକାର ଭାଇରାଲ ଭିଡିଓ ଦେଖୁଥିବେ। ଯେଉଁ ଘଟଣା କିଛି ଭିନ୍ନ ଧରଣର ହୋଇଥାଏ ତାକୁ ଲୋକେ ପସନ୍ଦ କରନ୍ତି ଏବଂ ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ସେୟାର କରନ୍ତି ଏବଂ ପରେ ଏହା ଭାଇରାଲ ମଧ୍ଯ ହୋଇଥାଏ।ପରେ ଏହା ଲୋକ ଲୋଚନକୁ ଆସିଥାଏ ଏବଂ ଚର୍ଚ୍ଚା ହୋଇଥାଏ। ତେବେ ଆମେ ଦେଖିବାକୁ ପାଉଥିବା ଭିଡିଓ ମାନଙ୍କରେ ସେଥିରେ ଖୁସି, ମଜା, ଦୁଃଖ ବେଦନା ଏବଂ ଭୟଭୀତ କଲାଭଳି ଖବର ମଧ୍ୟ ଆପଣ ଏଠାରେ ନିୟମିତ ଭାବରେ ଦେଖିବାକୁ ପାଉଥିବେ।ଆଉ ଏ ବିଷୟରେ ଧାରଣା ବି ପାଉଥିବେ।

ତେବେ ଆପଣ ଦେଖିବାକୁ ପାଉଥିବା ଭିଡିଓ ମାନଙ୍କ ମଧ୍ୟରୁ କିଛି ଭିଡିଓ ଏମିତି ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା କାରଣ ଏହା ବହୁତ ମଜାଳିଆ ବା କୌତୁକିଆ ହୋଇଥାଏ।ସେହିଭଳି କିଛି ମଜାଳିଆ ଭିଡିଓ ଆମକୁ ବହୁତ୍ ପଶନ୍ଦ ଆସିଥାଏ ଏବଂ ବହୁତ୍ ଖୁସି ମଧ୍ଯ ଦେଇଥାଏ। ଆଜି ଆମେ ଜାଣିବା ଏକ ଏମିତି ଭାଇରାଲ ଭିଡିଓ ବିଷୟରେ ଯାହା ଆପଣଙ୍କୁ ଚକିତ କରିବା ସହିତ ଖୁସି ମଧ୍ୟ କରାଇବ।ଆମେ କହୁଥିବା ଏହି ଘଟଣା ଠିକ୍ ସେହିପରି। ଯେଉଁ ଘଟଣା ରେ ଏକ ଭିନ୍ନ ଢ଼ଙ୍ଗର ଚିତ୍ର ଦେଖିବାକୁ ମିଳିଛି। ଆପଣ ନ ଦେଖିଲେ ଏହାକୁ ବିଶ୍ୱାସ କରି ପାରିବେ ନାହିଁ।

ଏଠାରେ ଜଣେ ବ୍ୟକ୍ତି ପାଣି କାଦୁଅରେ ଘାଣ୍ଟି ହୋଇ ଡାନ୍ସ କରୁଛନ୍ତି। ଆଉ ଏହି ବ୍ୟକ୍ତି ଜଣଙ୍କ ଏମିତି ନୃତ୍ୟ ଦେଖାଉଛନ୍ତି ଯାହାକୁ ଦେଖିବା ପାଇଁ ସେଠାରେ ରୁଣ୍ଡ ହୋଇଛନ୍ତି ଗାଆଁ ର ଲୋକେ। ତେବେ ଏହି ଭିଡିଓ ଟି କେଉଁ ସ୍ଥାନରେ ଅଟେ ତାହା ଜଣା ପଡିନାହିଁ। କିନ୍ତୁ ଏହି ଭିଡିଓ ଟି ଏବେ ସୋସିଆଲ ମିଡ଼ିଆ ରେ ବେଶ୍ ଭାଇରାଲ ହେବାରେ ଲାଗିଛି।ଏହି ବ୍ୟକ୍ତି ଜଣଙ୍କ ବୟସରେ ବି ବଡ ବୋଲି ଲାଗୁଛନ୍ତି। ତେବେ ସେ ଯେଉଁ ଭାବରେ ତାଙ୍କର ନୃତ୍ୟ ପରିବେଷଣ କରୁଛନ୍ତି ତାହା ସମସ୍ତଙ୍କୁ ଆକର୍ଷଣୀୟ ଲାଗୁଛି। ଏଠାରେ ଏହି ବ୍ୟକ୍ତି ଜଣଙ୍କ ଏକ ଓଡ଼ିଆ ଜଗନ୍ନାଥ ଭଜନରେ ଡାନ୍ସ କରୁଛନ୍ତି।

ଯେଉଁ ଭଜନ ଟି ଦୁଃଖ ପୂର୍ଣ୍ଣ ଏବଂ ଭାବ ପୂର୍ଣ୍ଣ ସଙ୍ଗୀତ ଅଟେ।ସେ ଯେଉଁ ଗୀତରେ ନାଚୁ ଅଛନ୍ତି ସେହି ଗୀତଟି ହେଉଛି “ମୋ ପେଟ ପୋଡିଯାଏ, ଭୋକ ବିକଳରେ ତୁ ଶାଠିଏ ପଉଟି ଖାଉ, ବାଃ ବାହା ରେ ମୋ ବଡ ଦେଉଳିଆ ବନ୍ଧୁ। ତେବେ ତାଙ୍କର ଏହି ନୃତ୍ୟ ଭିନ୍ନ ଧରଣର ହୋଇଥିବା ବେଳେ ଏହାକୁ ଦେଖିବା ପାଇଁ ସେଠାରେ ଗାଆଁ ଲୋକଙ୍କ ଭିଡ଼ ଜମିଛି। ସମସ୍ତେ ଏହି ବ୍ୟକ୍ତିଙ୍କ ଡାନ୍ସ କୁ ଦେଖୁଛନ୍ତି ଏଵଂ କ୍ୟାମେରାରେ ବି କେହି କେହି ରେକର୍ଡ଼ କରୁଛନ୍ତି।ଏହି ଭିଡିଓ ଟି ଏବେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment