Pregnancy Tips – ଆପଣଙ୍କ ଗର୍ଭରେ ପୁଅ ଅଛି କି ଝିଅ ପ୍ରୟୋଗ କରନ୍ତୁ ଏହିସବୁ ଉପାୟ କରି ଜାଣିପାରିବେ

0

ବିବାହ ପରେ ସବୁ ଝିଅଙ୍କର ମା ବନିବା ଏକ ପ୍ରକାର ସୌଭାଗ୍ୟ ଅର୍ଜନ କରିବା ସହ ସମାନ ହୋଇଥାଏ । ଗୋଟିଏ ମା ପାଇଁ ଏହା ଦୁନିଆର ସବୁଠାରୁ ଖୁସୀର ଦିନ ହୋଇଥାଏ , ଗୋଟିଏ ମା ତାର ସନ୍ତାନକୁ ନିଜ ଗର୍ଭରେ 9 ମାସ ଧରି ନିଜ ଜୀବନ ସହିତ ଲଢେଇ କରି ତାକୁ ଜନ୍ମ ଦେଇଥାଏ । କିନ୍ତୁ ଆପଣ ମାନେ ଲକ୍ଷ୍ୟ କରିଥିବେ ଆମ ସମାଜର ଲୋକମାନେ ଝିଅ ମାନଙ୍କ ଅପେକ୍ଷା ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ଅନେକ ସମୟରେ ଲୋକମାନେ ଝିଅ ଅପେକ୍ଷା ପୁଅ ପିଲାଟିକୁ ଅଧିକ ଚାହିଥାନ୍ତି ।

ଗୋଟିଏ ମା ପକ୍ଷେ ପୁଅ ଝିଅର ତାରତମ୍ୟତା ନଥାଏ , ସେ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖିଥାଏ । କିନ୍ତୁ ଆଜି ଆମେ ଆପଣ ମାନଙ୍କୁ କେତେକ ଉପାୟ ବିଷୟରେ ଜଣେଇବୁ , ଯାହା ସାହାର୍ଯ୍ୟରେ ଆପଣ ମାନେ ଜାଣିପାରିବେ ଆପଣଙ୍କ ଗର୍ଭରେ ବଢୁଥିବା ପିଲା ଟି ଝିଅ ହେବ କି ପୁଅ ।

1. ଆମର ସାଧାରଣ ମନବିଜ୍ଞାନ ଅନୁସାରେ , ଯେଉଁ ଗର୍ଭବତୀ ମହିଳା ମାନେ ଗର୍ଭ ଧାରଣ କରିବାର 3 ମାସ ପର୍ଯ୍ୟନ୍ତ ଦୁଃଖ ବା ଚିନ୍ତାରେ ରୁହନ୍ତି , ତେବେ ସେମାନଙ୍କର ପୁଅ ହେବାର ସମ୍ଭାବନା ରହିଥାଏ । ମାତ୍ର ସେମାନେ ଖୁସୀ ରେ ମିଳିମିଶି ରହିଥାନ୍ତି , ତେବେ ସେମାନଙ୍କର ଝିଅ ହୋଇଥାଏ ।

2. ଆପଣଙ୍କ ପେଟର ଆକାର ଆନୁସାରେ , ଆପଣ ଜାଣିପାରିବେ କି , ଆପଣଙ୍କର ପୁଅ ହେବାକୁ ଯାଉଛି ନା ଝିଅ । ଯଦି ଆପଣଙ୍କ ପେଟ ଗୋଲ ଓ ଆଗକୁ ଫୁଲିଥାଏ , ତେବେ ଆପଣଙ୍କର ପୁଅ ହେବାକୁ ଯାଉଛି । ଯଦି ଆପଣଙ୍କ ପେଟର ଆକାର ଚଉଡା , ତେବେ ଝିଅ ହେବାକୁ ଯାଉଛି ।

3. ଗବେଷଣା ଅନୁସାରେ , ଯେଉଁ ଗର୍ଭବତୀ ମହିଳାଙ୍କର ଖାଇବା ପ୍ରତି ଘୃଣା ଭାବ ଆସୁଥାଏ ବା ଖାଇବା ପରେ ତାଙ୍କୁ ବାନ୍ତି ଲାଗୁଥାଏ । ତେବେ ଆପଣ ମାନେ ଜାଣିରଖନ୍ତୁ କି ଆପଣଙ୍କର ପୁତ୍ର ସନ୍ତାନ ହେବାକୁ ଯାଉଛି । ଯେଉଁ ଗର୍ଭବତୀ ମହିଳାମାନେ ଅଧିକ ଖାଉଛନ୍ତି , ତେବେ କନ୍ୟା ସନ୍ତାନ ହେବାକୁ ଯାଉଛି ।

4. ବେକିଂ ସୋଡା ସାହାର୍ଯ୍ୟରେ ମଧ୍ୟ ଆପଣ ମାନେ ଜାଣିପାରିବେ , ଏଥିପାଇଁ ଆପଣ ସକାଳ ର ପରିସ୍ରା ଏକ ପାତ୍ରରେ ନିଅନ୍ତୁ ,ଆଉ ସେଥିରେ କିଛି ବେକିଂ ସୋଡା ମିଶାନ୍ତୁ । ବେକିଂ ସୋଡା ମିଶାଇବା ପରେ ଯଦି ସେଥିରେ ଫୋଟକା ହୁଏ , ତେବେ ଝିଅ ହେବାର ସମ୍ଭାବନା ଥାଏ । କିନ୍ତୁ ସେଥିରେ ଯଦି ଫୋଟକା ନହୁଏ ତେବେ ପୁଅ ହୋଇଥାଏ ।

5. ଯେଉଁ ଗର୍ଭବତୀ ମହିଳା ମାନେ ଅଧିକ ମିଠା ଜାତୀୟ ଖାଦ୍ୟ ଖାଇବାକ ପସନ୍ଦ କରୁଛନ୍ତି , ତ ତାଙ୍କର ଝିଅ ହେବାକୁ ଯାଉଛି । ଯଦି ତାଙ୍କୁ ଖଟା ଓ ଚଟପଟା ଖାଦ୍ୟ ଖାଇବା ପାଇଁ ଇଚ୍ଛା ହେଉଛି , ତେବେ ତାଙ୍କର ପୁଅ ହେବାକୁ ଯାଉଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।