ଯଦି ଆମର ଭଗ୍ୟ ସାଥ ଦେଇଥାଏ ତାହାଲେ ସାମାନ୍ୟ ଜିନିଷ ମଧ୍ୟ ଆମର ଭାଗ୍ୟ ବଦଳି ଦେଇଥାଏ। ଅନେକ ସମୟରେ ଆପଣମାନେ ଦେଖିଥିବେ ଯେ ଅନେକ ପୁରୁଣା ଜିନିଷ ଥାଏ ଯାହାର ମୂଲ୍ୟ ବହୁତ ଥାଏ। ଯେପରି ବ୍ରିଟିଶ କାଳର ପୁରୁଣା ଜିନିଷ ପଇସା ଅନ୍ୟାନ୍ୟ ଜିନିଷ ଲୋକ ମାନେ କିଣିଥାନ୍ତି। କିଛି ଲୋକ ଅଛନ୍ତି ନିଜର ସଉକ ପାଇଁ କିଣି ଥାନ୍ତି। ଏହା ବ୍ୟତୀତ ସରକାର ମଧ୍ୟ ବିଭିନ୍ନ ପ୍ରକାର ତଥ୍ୟ ଆଧାର ରେ ଏହି ସବୁ ପୁରୁଣା ଜିନିଷକୁ କିଣି ଥାନ୍ତି। ସେଥିପାଇଁ ଅନେକ ପଇସା ଦେଇଥାନ୍ତି। ବର୍ତମାନ ସମୟରେ ବିଭିନ୍ନ ୱେବ୍ସାଇଟରେ କ୍ରୟ ଏବଂ ବିକ୍ରୟ ହେଉଛି।
ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ଏମିତି ଏକ ଖୁସି ଖବର ଜଣେଇବାକୁ ଯାଉଛୁ, ଯାହା ଆପଣଙ୍କର ଭାଗ୍ୟ ବଦଳି ଯିବ, ଯଦି ଆପଣଙ୍କ ପାଖରେ ଏହି ପଇସା ଅଛି ତାହାଲେ ଆପଣ କୋଟିପତି ବନିଯିବେ। ଶହ ଶହ ବର୍ଷ ପରେ ଏହି ୫ ଏବଂ ୧୦ ଟଙ୍କାର କଏନ ବା ନୋଟର ମୂଲ୍ୟ କ’ଣ ହୋଇପାରେ, ଆପଣ ଅନୁମାନ ମଧ୍ୟ କରିପାରିବେ ନାହିଁ । ଟଙ୍କା ଯେତେ ପୁରୁଣା ହୋଇଯାଏ ଏହାର ମୂଲ୍ୟ ମଧ୍ୟ ସେତିକି ଅଧିକ ବଢ଼ିଯାଇଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା କେଉଁ ସବୁ ପଇସା ବିକ୍ରୀ କରି ଆପଣ ଲକ୍ଷ୍ୟ ପତି ହୋଇ ପାରିବେ, ଆସନ୍ତୁ ଜାଣିବା;
ସୂଚନା ଅନୁସାରେ, ୨୦୦୨ ମସିହାରେ ପ୍ରଥମ ଥର ପାଇଁ ଶ୍ରୀ ମାତା ବୈସ୍ନୋ ଦେବୀ ଶ୍ରାଇନ ବୋର୍ଡ ପକ୍ଷରୁ କଏନ ବିକ୍ରି ହେବା ଖବର ଶୁଣିବାକୁ ମିଳିଥିଲା। ବର୍ତ୍ତମାନ ମଧ୍ୟ ଏଭଳି ଟଙ୍କାର ଚାହିଦା ବଢି ବଢି ଚାଲିଛି। ଯଦି ଆପଣଙ୍କ ପାଖରେ ୫ ଟଙ୍କିଆ ଓ ୧୦ ଟଙ୍କିଆ ମାତା ବୈସ୍ନୋ ଦେବୀଙ୍କ ପ୍ରତି ଛବି କଏନ ରହିଥାଏ ,ତା ହେଲେ ଆପଣ ମାନେ କୋଟି ପତି ହୋଇ ପାରିବେ। ଗଣ ମାଧ୍ୟମ ସୂଚନା ଅନୁସାରେ ,ଅନେକ ଗୁଡିଏ ଇ-କମର୍ସିଆଲ ପ୍ଲାଟଫୋର୍ମ ରହିଛି, ଯେଉଁଥିରେ କି ଏପରି ମୁଦ୍ରା ବିକ୍ରି କରା ଯାଇ ପାରୁଛି। ତେବେ ସେଥିପାଇଁ ଆପଣମାନଙ୍କୁ ଇ-କମର୍ସ ଟ୍ରେଡିଂ ୱେବ୍ସାଇଟ୍ ରେଜିଷ୍ଟ୍ରେସନ କରିବାକୁ ପଡ଼ିବ। ଏହାପରେ ପୁରୁଣା କଏନର ସାମ୍ନା ଓ ପଛପଟର ଫଟୋ ଅପଲୋଡ୍ କରିବାକୁ ପଡ଼ିବ। ଏହା ସହ ଆପଣ ନିଜର ଠିକଣା, ମୋବାଇଲ୍ ନମ୍ବର ଓ ଇ-ମେଲ୍ ଦେବେ।
ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହି ରଖୁଛୁ ଯେ, ପୁରୁଣା କଏନ ଓ ନୋଟକୁ ବିକ୍ରି କରିବା ନାଁ ରେ RBI ଲୋଗୋ ଲଗାଇ ଜାଲିଆତି କରା ଯାଇ ଲୋକ ମାନଙ୍କୁ ଠକି ଟ୍ୟାକ୍ସ ଆଦାୟ କରା ଯାଉଛି। ଏଭଳି ଏକ ଠକାମି ଠାରୁ ଦୂରେଇ ରୁହନ୍ତୁ ବୋଲି RBI କହିଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।