ଆପଣଙ୍କ ପିଲା ବହୁତ ଦୁଷ୍ଟାମି କରୁଛି ? ଆପଣଙ୍କ ସ୍ୱାମୀ ଆପଣଙ୍କ ଉପରେ ସର୍ବଦା ରାଗୁଛନ୍ତି ? ତେବେ ନିଶ୍ଚୟ କରନ୍ତୁ ଏହି ଉପାୟ

0

ଆଜିର ଜେନେରେସନର ପିଲାମାନେ ଖୁବ୍ ଶୀଘ୍ର ଜିଦି ଓ ରାଗୀ ପ୍ରକୃତିର ହୋଇଥାନ୍ତି ଏବଂ ତାଙ୍କ ବାପା ମାଙ୍କର କଥାକୁ ଅମାନ୍ୟ କରିଥାନ୍ତି । ଯେଉଁଥିପାଇଁ ବାପା ମା ମାନେ ଅନେକ ଚିନ୍ତା କରିଥାନ୍ତି ଏବଂ ପିଲାଟି ବହୁତ ଜିଦି ବୋଲି ସମସ୍ତଙ୍କ ସାମ୍ନାରେ କହିଥାନ୍ତି । ଆପଣମାନେ ଜାଣି ରଖିବା ଉଚିତ କି ସର୍ବଦା ମନରେ ସକରାତ୍ମକ ଚିନ୍ତା ଭାବନା ରହିଲେ ଆମସ ସମସ୍ତ କାର୍ଯ୍ୟ ସହଜରେ ହୋଇଥାଏ ।

କିନ୍ତୁ ମନରେ ନକରାତ୍ମକ ଚିନ୍ତା ରଖିଲେ ବା ଗୋଟିଏ କଥାକୁ ବାରମ୍ୱାର ମନରେ ଭାବିଲେ ତାହା ଆମ ଜୀବନରେ ହିଁ ଦେଖାଦେଇଥାଏ । ସେଥିପାଇଁ ଆପଣଙ୍କର ପିଲାଟି ଯଦି ଜିଦି କରୁଛି ତାହା ସମସ୍ତଙ୍କ ଆଗରେ କହିଲେ ପିଲାଟି ଅଧିକ ଜିଦି କରିବା ଆରମ୍ଭ କରିଥାଏ । ଏମିତି ଏକ ଉପାୟ ରହିଛି ଯାହା ସାହାର୍ଯ୍ୟରେ ଆପଣ ଆପଣଙ୍କ ପିଲାର ସ୍ୱଭାବରେ ସୁଧାର ଆଣି ପାରିବେ ।

ପିଲାଟି ରାତିରେ ଶୋଇବା ପରେ ଯେତେବେଳେ ସକାଳେ ଉଠିବାର କିଛି ସମୟ ପୂର୍ବରୁ ଆପଣ ପିଲାଟିର କାନ ପାଖରେ କହିବେକି ତୁମେ ବହୁତ ଭଲ ପିଲା ଓ ମାମା କଥା ମାନୁଛ। ଏହିଭଳି ପଜେଟିଭ କଥା ପିଲାଟିର କାନ ପାଖରେ 42 ଦିନ ପର୍ଯ୍ୟନ୍ତ କୁହନ୍ତୁ । ଏହା କରିବା ଦ୍ୱାରା ପିଲାଟି ଉପରେ ପଜେଟିଭ ଇଫେକ୍ଟ ପକାଇଥାଏ ଓ ପିଲାଟିର ଦୁଷ୍ଟାମି ଧୀରେ ଧୀରେ କମିବାରେ ଲାଗିଥାଏ ।

ଯଦି ଆପଣଙ୍କୁ ଲାଗୁଛି କି ଆପଣଙ୍କ ସ୍ୱାମୀ ଓ ଶାଶୁ ଶ୍ୱସୁର ଆପଣଙ୍କୁ ପସନ୍ଦ କରୁ ନାହାନ୍ତି ତାଙ୍କ ପାଇଁ ଯଦି ପଜେଟିଭ ଇଣ୍ଟେନସନ ଆଣିବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କୁ ଗୋଟେ ବୁକ ନେଇ ସମସ୍ତଙ୍କ ବିଷୟରେ ପଜେଟିଭ କଥା ଗୁଡିକ ଲେଖିବା ଉଚିତ ।

ପ୍ରଥମେ ଆପଣ ଗୋଟିଏ ଡିଗ୍ରୀ ବନେଇବାର ଅଛି , ଉଦାହରଣ ସ୍ୱରୂପ ମୋ ସ୍ୱାମୀ ମତେ ବହୁତ ଭଲ ପାଆନ୍ତି ଏବଂ ବହୁତ ସମ୍ମାନ ମଧ୍ୟ କରନ୍ତି । ଏମିତି କିଛି ବି କଥା ଆପଣ ଲେଖି ପାରିବେ କିନ୍ତୁ ଧ୍ୟାନ ରଖିବା ଉଚିତ ସେଥିରେ ଗୋଟିଏ ହେଲେ ମଧ୍ୟ ନଗେଟିଭ କଥା ଲେଖନ୍ତୁ ନାହିଁ ।

ଯେତେବେଳେ ଆପଣଙ୍କୁ ଅନୁଭବ ହେବକି ଏହି ଡ୍ରାଫ୍ଟ ସମ୍ପୂର୍ଣ୍ଣ ଭାବରେ ଠିକ ଅଛି ଏବଂ ସେହି ଡ୍ରାଫ୍ଟକୁ ଆପଣଙ୍କୁ 42 ଦିନ ପର୍ଯ୍ୟନ୍ତ କରନ୍ତୁ । ଯଦି ଆପଣଙ୍କ ମନରେ ସର୍ବଦା ପଜେଟିଭ ଚିନ୍ତାଧାରା ରଖିବେ ତେବେ ସମସ୍ତ କାର୍ଯ୍ୟ ଭଲରେ ହୋଇଥାଏ ।

ଯଦି ଆପଣଙ୍କ ମନରେ ସର୍ବଦା ନେଗେଟିଭ ଚିନ୍ତାଧାରା ରଖିବେ ତେବେ ଏହା ଧୀରେ ଧୀରେ ବଢିବାରେ ଲାଗିଥାଏ , ସେଥିପାଇଁ ସର୍ବଦା ମନରେ ପଜେଟିଭ ଚିନ୍ତାଧାରା କରନ୍ତୁ । ଦେଖିବେ ଆପଣଙ୍କର ସମସ୍ତ କାର୍ଯ୍ୟ ଧୀରେ ଧୀରେ ଠିକ ହୋଇଯିବ ଏବଂ ଏହା କରିବା ଦ୍ୱାରା ଆପଣଙ୍କୁ ବହୁତ ଶୁଭ ଫଳ ମିଳିବ । ତେଣୁ ଧ୍ୟାନ ରଖିବେ ସର୍ବଦା ମନରେ ପଜେଟିଭ ଚିନ୍ତାଧାରା ରଖିବା ପାଇଁ ଚେଷ୍ଟାକରନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।