ଆଶ୍ଚର୍ଯ୍ୟ ! ହେ ଭଗବାନ ପାଣିରେ ପହଁରୁଛି ମାତ୍ର16 ମାସର ଶିଶୁ !! ଭାଇରାଲ ହେଉଛି ଭିଡିଓ

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡିଆରେ ଆମେ ବହୁତ ସମୟରେ ଅନେକ ମଜାଦାର ଭିଡିଓ ଭାଇରାଲ ହେଉ ଥିବାର ଆପଣ ଅନେକ ସମୟରେ ଦେଖିବାକୁ ପାଉଥିବେ |ଏହିସବୁ ଭିଡିଓ ସମସ୍ତଙ୍କୁ ବେଶ୍ ପସନ୍ଦ ମଧ୍ୟ ଆସିଥାଏ ଯାହା ପାଇଁ ଆମେ ବାରମ୍ବାର ସେହି ଭିଡ଼ିଓ ଟିକୁ ଦେଖିବାକୁ ଇଚ୍ଛା ପ୍ରକାଶ କରିଥାଉ | ତେବେ ନିଶ୍ଚିତ ଭାବରେ ଆପଣ ମଜାଳିଆ ଭିଡିଓ ସବୁ ଦେଖିବାକୁ ପସନ୍ଦ କରୁଥିବେ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ | କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ |ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥି ବେ ଓ ତେବେ ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ | ଠିକ ସେହି ପରି ଏକ ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି | ତାହେଲେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା |

ହଁ ଦର୍ଶକ ବନ୍ଧୁ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡ଼ିଓ ଯାହା ଭାଇରାଲ ହେବାର କିଛି ସମୟ ପରେ ବହୁତ ଲୋକ ଏହାକୁ ଦେଖି ପ୍ରଶଂସା କରିଥିବା ଦେଖା ଯାଇଛି | ହଁ ଆଜ୍ଞା ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଦେଖା ଯାଇଛି ତାହାକୁ ଦେଖିଲେ ହୁଏତ ଆପଣ ବିଶ୍ୱାସ କରିବେନି | ହେଲେ ପ୍ରଶଂସା ନ କରି ରହିପାରିବେନି | ତେବେ ଏହି ଭିଡ଼ିଓ ଦେଖା ଯାଇଛି ଯେ ଜଣେ 16 ମାସ ର ଶିଶୁ ମାଛ ପରି ସ୍ୱଇମିଙ୍ଗ ପୋଲ ରେ ପହଁରୁଛି | ଯାହାକୁ ଯିଏ କେହି ଦେଖୁଛି ସେ ନିଜ ଆଖି କୁ ବିଶ୍ୱାସ କରପାରୁନି |

ତେବେ ଏଠାରେ କୁହାଯାଉଛି କି ଯେଉଁ ବୟସ ରେ ପିଲାମାନେ ନିଜ ମା ଙ୍କ ସହିତ ରହିବା ସହିତ ଠିକ ସେ ଚଲା ବୁଲା କରିପାରେନାହିଁ ସେହି ବୟସ ର ଜଣେ ପିଲା ସୁନ୍ଦର ଭାବରେ ପହଁରୁ ଥିବା ର ନଜର ଆସିଛନ୍ତି | ତେବେ ବନ୍ଧୁଗଣ ଆପଣ ମାନେ ବହୁତ ସମୟରେ ଦେଖିଥିବେ ଯେ ଜଣେ 16 ମାସ ଶିଶୁ ସବୁବେଳେ ଘରେ ହଁ ରହିଥାଏ | କାରଣ ଏହି ବୟସ ରେ କୌଣସି ବି ପିଲା ନିଜର ପାଦ ଠିକ ଠିକ ଭୂମି ରେ ପକାଇପାରିନୋଥାନ୍ତି | ହେଲେ ଏବେ ସୋସିଆଲ ମିଡିଆରେ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାର ଦେଖା ଯାଇଛି ତାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଛି |

ତେବେ ଭାଇରାଲ ହେଉଥିବା ଏହି ଭିଡିଓ ସମସ୍ତଙ୍କ ମନକୁ ଛୁଇଁଛି |ତେବେ ଭିଡ଼ିଓ ଟି ରେ 16 ମାସ ର ଶିଶୁ ଟି ଯେଉଁ ପରି ଭାବରେ ମାଛ ପରି ପହଁରୁଛି ତାହା କୁ ଦେଖିଲେ ଲାଗୁଛି ଶିଶୁ 16 ମାସ ରୁ ନୁହେଁ ବରଂ 16 ବର୍ଷ ର ବାଳକ | ତେବେ ଭିଡ଼ିଓ ଟି ଭାଇରାଲ ହେବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଲୋକ ଦେଖି ପ୍ରଶଂସା କରିବା ସହିତ | ତାଙ୍କର ମତାମୋତ ମଧ୍ୟ ରଖିଛନ୍ତି | ଯାହା ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment