Big Breaking News – ହେ ଭଗବାନ ! ଆସନ୍ତା କାଲି ” ବାତ୍ୟା ” ହେବା ନେଇ ସତର୍କ କରାଇଲେ IMD ଡିଜି… ଦେଖନ୍ତୁ କଣ ରହିଛି Cyclone Update

ସମୟ ଏବେ ଏମିତି ଯାହା ବିଭିନ୍ନ ସମୟରେ ପାଣିପାଗ ର ପରିବର୍ତ୍ତନ ଅଧିକ ଦେଖା ଦେଇଛି ଯାହା ଆପଣ ମାନେ ମଧ୍ୟ ଆଗରୁ ଜାଣି ନଥିବେ। ଆଉ ଏବେ ସବୁ କିଛି ପରିବେଶ ସହିତ ଧୀରେ ଧୀରେ ବଦଳି ଯାଉଛି। ତେବେ ଏହାରି ଭିତରେ ସଂଗେ ସଂଗେ ଶୁଣିବାକୁ ମିଳିଛି ଏକ ବାତ୍ୟା ସମ୍ପର୍କ ରେ ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ। ଏହିଠାରେ ଏବେ ଏକ ଭୟାବହ ସୃଷ୍ଟି ହୋଇଯାଇଛି ଯାହା ସୋସିଆଲ ମିଡ଼ିଆରେ ବହୁଳ ଭାବରେ ଭାଇରଲ ହୋଇଛି। ଆଉ ଏକ ସାମୁଦ୍ରିକ ଝାଡ଼ ଆସିବା ନେଇ ଖବର ଶୁଣିବାକୁ ମିଳିଛି ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହୋଇଛି।

ଆଉ ଏହାରି ଭିତରେ ଲୋକ ମାନେ ମଧ୍ୟ ଭୟ କରି ସାରିଲେଣି ଯାହା କେତେକ ସ୍ଥାନରେ ଦେଖା ଦେଇଛି କାରଣ ଆଗରୁ ଏମିତି ଅନେକ ବାତ୍ୟା ଆସିଛି ଯାହା ସମସ୍ତଙ୍କୁ ନାହିଁ ନଥିବା ଅସୁବିଧା ଉପୁଜୁଛି ଯାହା ଆପଣ ମାନେ ମଧ୍ୟ ଆଗରୁ ଦେଖିଥିବେ। ଏହି ସମୟରେ ପୁଣି ଏକ ବାତ୍ୟା ଆସିବା ନେଇ ପୂର୍ବାନୁମାନ କରା ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଏହି ସମୟରେ ସରକାର ମଧ୍ୟ ସାଧାରଣ ଲୋକଙ୍କୁ ଏଠି ପାଇଁ ସତର୍କ କରିଛନ୍ତି।

ଏବେ ଚାରିଆଡ଼େ ଗୋଟିଏ ଭୟାବହ ସୃଷ୍ଟି ହୋଇଥିବା ର ଦେଖିବାକୁ ମିଳିଛି ଯାହା ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି।ଆଉ ଏବେ ତାହାର ଭୟ ସମସ୍ତଙ୍କୁ ଡରେଇ ଦେଇଛି।ଆଉ ସମ୍ଭାବ୍ୟ ବାତ୍ୟା ଏବେ ସମୁଦ୍ରରେ ଘୁର୍ଣ୍ଣି ବଳୟ ସୃଷ୍ଟି କରିଛି ତାହା ଧୁରେ ଧୀରେ ବାତ୍ୟାର ରୂପ ନେବା ନେଇ ଏହିଠାରେ ସୂଚନା ମିଳିଛି ଯାହା ଏବେ ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ସେହି ବାତ୍ୟା ଟି ଆଜି ଠାରୁ ତାହା ଲଘୁଚାପ ର ରୂପ ନେବ ନେଇ ଶୁଣିବାକୁ ମିଳିଛି ଯାହା କୁ ଲୋକ ମାନଙ୍କୁ ମଧ୍ୟ ସଚେତନ କରା ଯାଇଛି। ଏବେ ସରକାର ଏହି ସମ୍ଭାବ୍ୟ ବାତ୍ୟା କୁ ନେଇ ଉପକୂଳ ଅଂଚଳର ସମସ୍ତ ଜିଲ୍ଲାରେ ତାଙ୍କର ଲୋକଙ୍କ ପାଇଁ ସୁବିଧା ସୁଯୋଗ କରିବା ସଜାଗ କରିଛନ୍ତି ଯାହା ଶୁଣିବାକୁ ମିଳିଛି। କାଲି ୮ ତାରିଖରୁ ତାହା ଟିକେ ଜୋର ରେ ରୂପ ନେଇ ପାରେ ଏବଂ ପରବର୍ତ୍ତୀ ସମୟରେ ତାହା ବାତ୍ୟା ର ରୂପ ନେବ।

ଏହି ଠାରେ ଜାଣିବାକୁ ମିଳିଛି ସେହି ବାତ୍ୟା ସମ୍ପର୍କରେ ତାହା ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଚର୍ଚ୍ଚା ଧରିଛି।ସେହି ସମ୍ଭାବ୍ୟ ବାତ୍ୟା ର ” ଅସାନି” ରହିଛି ଯାହା ସୋସିଆଲ ମିଡ଼ିଆରେ ଭାଇରଲ ହେବାରେ ଲାଗିଛି। ଆଉ ଏବେ ସେହି ବାତ୍ୟା ର ଭୟ ଚାରିଆଡେ ଖେଳିବା ପରେ ସମସ୍ତେ ଡରି ଯାଇଛନ୍ତି। ଆଉ ଏବେ ସେହି ବାତ୍ୟା ଆସନ୍ତା ୧୦ ତାରିଖରେ ସ୍ଥଳ ଭାଗ ଛୁଇଁବା ନେଇ ସୂଚନା ମିଳିଛି ଯାହା ଏଠାରେ ଦେଖିବାକୁ ମିଳିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment