Jyotish Shastra : ଆସନ୍ତା କାଲି ସକାଳୁ ଅଚାନକ ଚମକି ଉଠିବ ଏହି ରାଶିର ଭାଗ୍ୟ, ମିଳିବ ବହୁତ ବଡ ଖୁସି ଖବର

0

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଗ୍ରହ ଏବଂ ନକ୍ଷତ୍ର ମାନଙ୍କର ପରିବର୍ତ୍ତନ ଯୋଗୁଁ ସିଧାସଳଖ ରାଶି ମାନଙ୍କ ଉପରେ ଏହାର ପ୍ରଭାବ ପଡିଥାଏ । କେତେକ ରାଶି ମାନଙ୍କ ଉପରେ ଶୁଭ ପ୍ରଭାବ ପଡିବା ସହିତ ଆଉ କେତେକ ରାଶି ମାନଙ୍କ ଉପରେ ଖରାପ ପ୍ରଭାବ ମଧ୍ୟ ପଡିଥାଏ। ଏହି ଚୈତ୍ର ନବରାତ୍ରୀରେ କିଛି ରାଶି ମାନଙ୍କ ଉପରେ ଶିବଶମ୍ଭୁଙ୍କର ଆସୀମ କୃପା ବର୍ଷିବାକୁ ଯାଉଛି । ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ମାନଙ୍କ ବିଷୟରେ , ଯେଉଁମାନଙ୍କ ଜୀବନରେ ବହୁତ କିଛି ପରିବର୍ତ୍ତନ ହେବାକୁ ଯାଉଛି ।

1 ମେଷରାଶି –

ଏହି ରାସିର ବ୍ୟକ୍ତି ମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର ଅସୀମ କୃପା ରହିଥିବାରୁ ବ୍ୟବସାୟରେ ବହୁତ ଉନ୍ନତି ଲାଭ କରିବେ । ଏହି ସମୟରେ କୌଣସି ନୂତନ କାର୍ଯ୍ୟ ମାନ ଆରମ୍ଭ କରି ପାରିବେ । ଆପଣଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ଶୁଭ ଅଟେ । ପରିବାରରେ ସୁଖ ଶାନ୍ତି ଲାଗି ରହିବା ସହିତ ଧନ ଲାଭର ଯୋଗ ମଧ୍ୟ ବନୁଛି ।

2 ତୁଳାରାଶି –

ଏହି ରାଶିର ବ୍ୟକ୍ତି ମାନଙ୍କ ଉପରେ ଶିବଶମ୍ଭୁଙ୍କର କୃପା ପ୍ରାପ୍ତ ହେବାକୁ ଯାଉଛି ଏବଂ ଅଟକି ରହିଥିବା ସମସ୍ତ କାର୍ଯ୍ୟ ପୂରଣ ହେବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ଆବଂ ଆପଣ ନିଜର ମଧୁର ବଚନରେ ଅନ୍ୟ ମାନଙ୍କୁ ଆକର୍ଷିତ କରି ପାରିବେ ।

3 କନ୍ୟାରାଶି –

ଏହି ରାଶିର ବ୍ୟକ୍ତି ମାନଙ୍କୁ କର୍ମ କ୍ଷେତ୍ରରେ ସଫଳତା ମିଳିବାକୁ ଯାଉଛି ଏବଂ ପରିବାର ଲେୋକମାନଙ୍କର ସମର୍ଥନ ଆପଣଙ୍କୁ ମିଳିବ । ପ୍ରେମ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ଉତ୍ତମ ଅଟେ ।

4 ମିଥୁନରାଶି –

ଏହି ରାଶିର ଲୋକମାନଙ୍କ ଉପରେ ଭୋଳାନାଥ ଙ୍କର ବିଶେଷ କୃପା ଦୃଷ୍ଟି ରହିବ ଏବଂ ଏମାନଙ୍କୁ ସବୁ କ୍ଷେତ୍ରରେ ରେ ସଫଳତା ପ୍ରାପ୍ତ ହେବ । କୌଣସି ବି ଶତ୍ରୁ ଆପଣଙ୍କର କୌଣସି କ୍ଷତି କରି ପାରିବେ ନାହିଁ ।

5 ମକରରାଶି –

ଏହି ରାଶିର ବିଦ୍ୟାର୍ଥୀ ମାନେ ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଏବଂ ପୁରୁଣା ରୋଗ ଥିଲେ ସେଥିରୁ ମୁକ୍ତି ମିଳିବ । ପୂଜା ପାଠରେ ବ୍ୟସ୍ତ ରହିବେ ଏବଂ ଆପଣଙ୍କର ସମସ୍ତ ଯୋଜନା ପୂରଣ ହେବ ।

6 ସିଂହରାଶି –

ଏହି ରାଶିର ବ୍ୟକ୍ତି ମାନଙ୍କର ଆର୍ଥିକ ସ୍ଥିତି ଭଲ ରହିବ ଏବଂ ସମୟ ଅନୁସାରେ ଆପଣ ସବୁ କ୍ଷେତ୍ରରେ କାର୍ଯ୍ୟ କରିବେ । ଧନ ଲାଭ ଯୋଗ ମଧ୍ୟ ରହିଛି ।

7 ବୃଷରାଶି –

ପାରିବାରିକ ଜୀବନ ସୁଖମୟ ହେବ ଏବଂ ଜୀବନ ସାଥୀଙ୍କର ସମ୍ପୂର୍ଣ୍ଣ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ଏବଂ କର୍ମ କ୍ଷେତ୍ରରେ ସଫଳତା ମିଳିବ ।

8 କୁମ୍ଭରାଶି –

ଏହି ରାଶିର ବ୍ୟକ୍ତିମାନେ ଭୂମି , ଯାନବାହାନ କିଣି ପାରନ୍ତି ଏବଂ ଚାକିରୀ କ୍ଷେତ୍ରରେ ସଫଳତା ମିଳିବ , ଆର୍ଥିକ ସ୍ଥିତି ମଜବୁତ ରହିବ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।