IAS ପ୍ରଶ୍ନ – କେଉଁ ଫଳକୁ ଆମେ ନ ଧୋଇ ଖାଇ ପାରିବା ? ବୁଦ୍ଧିମାନ ଲୋକ ହିଁ ଉତ୍ତର ଦେଇ ପାରିବ

0

ବନ୍ଧୁଗଣ ଆଜି ର ଏହି ଜ୍ଞାନ ବିଜ୍ଞାନ ର ଯୁଗରେ ଆମର କିଛି ଜ୍ଞାନ ଆରହଣ କରିବାର ଅଛି l କାରଣ ଆଜିର ଏହି ଯୁଗରେ ଜ୍ଞାନ ବିନା କୋୖଣସି କାର୍ଯ୍ୟ ସଫଳ ହୋଇପାରିବ ନାହିଁ, ତେଣୁ ଆମ ମାନଙ୍କୁ କିଛି ଟା ସଫଳ ପୂର୍ବକ ଜ୍ଞାନ ଶିଖିବାର ଅଛି l ତେଣୁ ଏହି ଜ୍ଞାନର ଯୁଗରେ ଆମେ ଆପଣ ମାନଙ୍କ ପାଇଁ କିଛି ବିଜ୍ଞାନ ବିଷୟରେ ପ୍ରଶ୍ନର ଉତ୍ତର ନେଇଆସିଛୁ ଯାହା ଆପଣଙ୍କ ଜ୍ଞାନର ଭଣ୍ଡାରକୁ ସୁଦୃଢ କରିବ l ତେବେ ବନ୍ଧୁଗଣ ଚାଲନ୍ତୁ ଜାଣିବା ଏହି IAS ପ୍ରଶ୍ନ ର ଉତ୍ତର :-

୧-ଏମିତି କଣ ଅଛି ଯାହାକୁ କେବେବି ପାଣି ଓଦା କରିପାରିବ ନାହିଁ?

ଉତ୍ତର-ଛାଇ,ଛାଇ କୁ ଆପଣ ଯେତେ ପାଣି ତାଉପରେ ଢାଳିଲେ ବି ଛାଇ କେବେବି ଓଦା ହୁଏନି ତାହା ସବୁବେଳେ ଅପରିବର୍ତ୍ତିତ ରହିବ । ଛାଇ ଏକ ଏପରି ଜିନିଷ ଯାହା ଆମ ସହିତ ଲାଗିକରି ରହିଥାଏ । ଛାଇ ର ରଙ୍ଗ କଳା ହୋଇଥାଏ । ଛାଇ ଆମ ଶରୀରକୁ କେବେବି ଛାଡି ଯାଇ ନଥାଏ । ଏହିଛାଇ କୁ ପାଣି କେବେବି ଓଦା କରିପାରିବ ନାହିଁ ।

୨-କେଉଁ ଫଳକୁ ଆମେ ବିନା ଧୋଇ ଖାଇ ପାରିବା ?
ଉତ୍ତର-କର୍ମଫଳ

କର୍ମଫଳ ଏକ ଅପରିଜିନିସ ଜାହାକୁ ଧୋଇବା ପଡେନାହିଁ । ଯଦି କର୍ମ ଭଲ ଥିବ ତାହେଲେ ଫଲ ମିଠାଲଗେ,ଯଦି କର୍ମ ଖରାପ ଥିବ ତାହେଲେ ଫଳ ପିତା ଲାଗେ । ଏହି କର୍ମର ଫଳ ଆମକୁ ଶନି ଦେବ ଦେଇଥାନ୍ତି । ମଣିଷ ସବୁବେଳେ ନିଜର ଦୋଷ ନଦେଇ ନିଜର କର୍ମକୁ ଦୋଷ ଦେବା ଉଚିତ ।

୩-ଜଣେ କୁଆଁରୀ କନ୍ୟା କଣ କରିପାରେ ନାହିଁ?
ଉତ୍ତର-ଯଜ୍ଞ
ଯଜ୍ଞ କରିବା କୁ ହେଲେ ପାତି ଆଉ ପତ୍ନୀ ଉଭୟଙ୍କ ର ଆବଶ୍ୟ ପଡିଥାଏ ଯଜ୍ଞ କୁ ସମ୍ପର୍ଣ୍ଣ କରିବାକୁ । ଗୋଟିଏ ଅବିବାହିତ କନ୍ୟା କୁ ଯଜ୍ଞ କରିବା ପାଇଁ ବାରଣ ଅଛି । ଯାହା ସୃଷ୍ଟିର ନିୟମ ଅଛି ତାହାକୁ ପାଳନ କରିବାକୁ ପଡିବ । ଏଣୁକରି ଆମେ ସୃଷ୍ଟିର ନିୟମର ବିପକ୍ଷରେ କଦାପି ଯାଇପାରିବାନି । ନୀତି ନିୟମ ଅନୁସା ରେ ଚାଲିବାକୁ ହେବ ।

୪-ଏମିତି କେଉଁ ଜିନିଷ ଅଛି ଯାହାକୁ ଦଶତଲା ବିଲ୍ଡିଂଗ ଉପରୁ ଫୋପାଡିଲେ ବି ତାର କିଛି ହୁଏନି, କିନ୍ତୁ ପାଣିରେ ଦେଲେ ମରିଯିବ?
ଉତ୍ତର-କାଗଜ
କାଗଜ ହେଉଛି ଏକ ଏପରି ଜିନିଷ ତାକୁ ଯେତେ ଉପରୁ ଫୋପାଡ ତାର କିଛିବି ହେବନି ପାରନ୍ତୁ ତାକୁ ଯଦି ପାଣିରେ ଦେବେ ସେ ବୋତାରି ପାଣିରେ ଖଣ୍ଡ ଖଣ୍ଡ ହୋଇଯିବ । କାଗଜ ହେଉଛି ଏକ ସୁକ୍ଷ୍ମ ପଦାର୍ଥ । ଏହାକୁ ବହୁତ ପରିମାଣରେ ବ୍ୟବହାର କରାଯାଇ ଥାଏ । ଏହି କାଗଜରୁ ବିଭିନ୍ନ ଘର କରଣ ଜିନିଷ ପ୍ରସ୍ତୁତ କରାଯାଇଥାଏ । ପିଲା ମାନେ ଏହି କାଗଜରେ ଖାତା କରିଥାନ୍ତି । କାଗଜର ମଧ୍ୟ ବହୁତ ଭଲ ଚାହିଦା ଅଛି ।

୫-କାହାର ଆଖି ଅଛି କିନ୍ତୁସେ ଦେଖି ପାରେନା?
ଉତ୍ତର-ଛୁଞ୍ଚି
ଛୁଞ୍ଚିର ଆଖି ଅଛି ମାନେ ଛୁଞ୍ଚିରେ ଥିବା କଣା ଯେଉଁଥିରେ ସୁତାକୁ ପୁରା ଯାଇ ଥାଏ । ଦୈନଦିନ ଜୀବନରେ ଛୁଞ୍ଚି ବହୁତ କାମରେ ଆସିଥାଏ । ଏହିଛୁଞ୍ଚିକୁ ଆମ ମଧ୍ୟ ସିଲେଇ ରେ ବ୍ୟବହାର କରିଥାଉ । ଏହି ଛୁଞ୍ଚି ଦେଖିବାକୁ ମୂନିଆ ହୋଇଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।