ଆଶ୍ଚର୍ଯ୍ୟ ! ମାଳିକା କଥା ସତ୍ୟ ହେଲା, ତୁଳସୀ ଗଛରେ ମନ୍ଦାର ଫୁଟିଲା, ଦେଖନ୍ତୁ ଆଉ କଣ ସବୁ ଘଟିବାକୁ ଯାଉଛି….

0

ମାଳିକା ଏକ ଏମିତି ଜିନିଷ ଯେଉଁଥିରେ ଦୀର୍ଘ ବର୍ଷ ପୂର୍ବେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।ମହାପୁରୁଷ ମାନଙ୍କର ଅନେକ ଶହ ବର୍ଷ ତଳର ଦିବ୍ୟ କଥା କୁ ଦିବ୍ୟ ରଚନା କୁ ଏବେ ଆମେ ଜାଣିବାକୁ ପାଉଛୁ ମାଳିକା ବିଶାରଦ ମାନଙ୍କ ବର୍ଣ୍ଣନା ଯୋଗୁଁ। ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ।ଆପଣମାନେ ଜାଣିଛନ୍ତି ଯେ ଦୀର୍ଘ ବର୍ଷ ପୂର୍ବେ ମାଳିକା ରେ ଅନେକ ଜିନିଷ ଏମିତି ବର୍ଣ୍ଣିତ ହୋଇଛି ଯାହା ବର୍ତ୍ତମାନ ଏବଂ ଆଗାମୀ ଭବିଷ୍ୟତ ମାନଙ୍କରେ ସତ ଘଟିବା ପାଇଁ ଯାଉଛି ଏବଂ ଘଟୁଛି ମଧ୍ୟ।

ଯଦିଓ ଏହାକୁ ଅନେକ ମାନିବାକୁ ରାଜି ନଥିଲେ ବି ଏହି ଘଟଣା ସବୁ ସତ। ତେଣୁ ଏହାକୁ ବୁଝି ବିଚାରି ନିଜକୁ ସତର୍କ କରାଇବା ସହ ନିଜ କର୍ମକୁ ଠିକ୍ କରିବା ଆବଶ୍ୟକ। ତେବେ ଆମେ ପୁଣି ଆଜି ସେହି ମାଳିକା ବିଷୟରେ ଆଲୋଚନା କରିବା। ଏହାର ପ୍ରଭାବ ଏବଂ ଏହାର ପାରଦର୍ଶିତା ବିଷୟରେ ଅନେକଙ୍କୁ ଏବେବି ଜଣା ନାହିଁ। ତେବେ ଆମର ମହାପୁରୁଷ ମାନେ କିପରି ଠାର ଗାର ରେ ପ୍ରକାଶ କରିଛନ୍ତି ଆଗତ ଭବିଷ୍ୟତ ଏବଂ ଆମକୁ ସତର୍କ କରାଇଛନ୍ତି ସେ ବିଷୟରେ ଆମେ ତ ମାଳିକା ରୁ ଜାଣିବାକୁ ପାଇଥାଉ।

ତେବେ ଆଜିର ଏହି ପାପ, ଅନୀତି ଭରା ସଂସାରରେ ଆମେ କିପରି ଭାବରେ ସତ୍ ମାର୍ଗରେ ନିଜକୁ ପରିଚାଳିତ କରିବା, ନୀତିବାନ ହେବା, ଭୁଲ କାର୍ଯ୍ୟ କରିବାରୁ ନିବୃତ ରହିବା, ସଚେତନ ହୋଇ ପାରିବା ଏହା ମାଳିକା ର ଉଦ୍ଦେଶ୍ୟ। ତେବେ ମାଳିକା ରେ ଅନେକ ଜିନିଷ ଏବଂ ସ୍ଥାନ ମାନଙ୍କ ବିଷୟରେ ବର୍ଣ୍ଣିତ ରହିଛି ଏବଂ ଅନ୍ୟ ବିଷୟ ବସ୍ତୁ ଯାହା ସଂସ୍ପର୍ଶରେ ଆମେ ଏବେ ଆସୁଛୁ ସେଥିପାଇଁ ଅନେକ କୋକ ଚେଷ୍ଟା ଜାରି ରଖିଛନ୍ତି। ଗୋଟି ଗୋଟି କରି ଲୁଚି ରହିଥିବା ସମସ୍ତ ମାଳିକା ବର୍ଣ୍ଣିତ ସ୍ଥାନକୁ ଲୋକ ଲୋଚନକୁ ଆଣିବା ପାଇଁ ସତ୍ୟଭଂଜ ୟୁ ଟ୍ୟୁବ୍ ଚ୍ୟାନେଲ ତାର ପ୍ରୟାସ ଜାରି ରଖିଛି।

ଏବେ ପୁଣି ଏକ ମାଳିକା ବର୍ଣ୍ଣିତ ତଥ୍ଯ ସତ୍ୟ ପ୍ରମାଣିତ ହୋଇଛି।ମାଳିକା ରେ ଯାହା ଲେଖା ଥିଲା ସେଇୟା ହେଲା। ଭଦ୍ରକର ଭଣ୍ଡାରୀପୋଖରୀ ଘଟିଛି ଅଦ୍ଭୁତ ଘଟଣା। କାରଣ ଏଠାରେ ତୁଳସୀ ଗଛରେ ଫୁଟିଛି ମନ୍ଦାର ଫୁଲ। ଭଦ୍ରକର ଭଣ୍ଡାରୀପୋଖରୀ ରେ ଏହି ପ୍ରକାର ର ବିଲକ୍ଷଣ ଦେଖା ଦେଇଛି। ତୁଳସୀ ଗଛରେ ମନ୍ଦାର ଫୁଟି ସମସ୍ତଙ୍କୁ ଚକିତ କରି ଦେଇଛି। ସମୟ ଆସିବ ଯେତେବେଳ ଗାଈ ମାନେ ବିଷ୍ଟା ଭକ୍ଷଣ କରିବେ ଏବଂ ବାଉଁଶ ଗଛରେ ଗହମ ଧରିବ ଭଳି ଘଟଣା ଆଗକୁ ଘଟିବ ବୋଲି ମହାପୁରୁଷ କହିଛନ୍ତି। ସେସବୁକୁ ଆପଣ ମାନେ ନିଜେ ଦେଖିବେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।