ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଗୋଟିଏ ଏଭଳି ଅଭାବନୀୟ ଘଟଣା ଟି ଦେଖୁବାକୁ ମିଳୁଛି ଯାହାକୁ ଦେଖିଲେ ଆପଣ ମାନେ ଜାଣିପାରିବେ କି କିଭଳି ଭାବରେ ବିଜୁ ପଟ୍ଟନାୟକ ବିମାନ ବନ୍ଦର ପାଖରେ ଥିବା ପାଚିରୀ ରେ କାର ଟି ଆସିକି ବଢ଼େଇ ହେଇଛି | ଆଉ କେଉଁଭଳି ଭାବରେ କାର ଟି ଚୁର୍ଣ୍ଣ ବିଚୁର୍ଣ୍ଣ ହେବା ସହିତ ତାହା ପାଖରେ ଥିବା କାର ଟି ସମ୍ପୂର୍ଣ୍ଣ ଭାବରେ ଭାଙ୍ଗି ପଡୁଛି | ଆଉ ଯାହାକୁ ଦେଖିଲେ ଆପଣ ମାନେ ଜାଣିପାରିବେ କି କେଉଁଭଳି ଭାବରେ ଦୁର୍ଘଟଣା ଟି ଘଟିଛି| ଆଉ କାର ଟିର କେଉଁଭଳି ଅବସ୍ଥା ହୋଇଛି ||ଆଉ କେତେ ଭୟାନକ ଦୁର୍ଘଟଣା ଟେ ଘଟିଛି | ଆଉ ଯାହା କୁହାଯାଉଛି କି କାର ଟି 30 ଫୁଟ ର ଉପରକୁ ଉଠିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିଜୁ ପଟ୍ଟନାୟକ ବିମାନ ବନ୍ଦର ପାଖରେ ଥିବା ରାସ୍ତା ରେ | ଆଉ ଯେଉଁଠି ଏୟାର ପୋର୍ଟ ଥାନା ନିକଟରେ ଥିବା ସିକୁରିଟି କେଭିନ ନମ୍ବର 1 ରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି |ତେବେ ଯାହା ଅନୁମାନ କରାଯାଇଛି କି ବିଜୁ ପଟନାୟକ ଛକ ଆଡୁ ଏକ କାର ଟି ଦ୍ରୁତ ଗତିରେ ମାଡ଼ି ଆସିଥିଲା | ଆଉ ଯାହା ଜଣା ପଡିଥିଲା କି ବିଜୁ ପଟ୍ଟନାୟକ ଛକ ଆଡୁ ନବୀନ ନିବାସ ଆଡକୁ ଯିବା ବେଳେ ଯେଉଁ ଦିଭାଇଡର ରହିଛି, ସେହିଠାରେ କାର ଟି ଆସିକି ପ୍ରଥମେ ଧୋକା ଦେଇଥିଲା |
ଆଉ ଦ୍ରୁତ ଗତିରେ ଆସିବା ଫଳରେ କାର ଟି ପ୍ରଥମେ ଦିଭାଇଡର କୁ ଧୋକା ଦେଇଥିଲା, ଆଉ ପରେ ପାଖା ପାଖି 20 ଫୁଟ ପର୍ଯ୍ୟନ୍ତ କାର ଟି ମାଡ଼ି ଚାଲିଥିଲା | ଆଉ ଯାହା ଦେଖିବାକୁ ମିଳିଥିଲା କି କାର ଟି ଏତେ ଜୋର ରେ ଯାଇଥିଲା କି ତାହା ପ୍ରଥମେ ଏୟାରପୋର୍ଟ ପାଖରେ ଥିବା ଗଛକୁ ବଢ଼େଇ ହେଇଥିଲା, ଆଉ ଯାହା ଫଳରେ ଗଛଟି ଭାଙ୍ଗି ଯାଇଥିଲା | ଆଉ ପରେ କାର ଟି ପାଚିରୀ କୁ ଭାଙ୍ଗିକି ପୁରା ପଶି ଯାଇଥିଲା |
ଆଉ ଯାହା ଫଳରେ କାର ଟି ସମ୍ପୂର୍ଣ୍ଣ ଭାବରେ ଖଣ୍ଡ ବିଖଣ୍ଡିତ ହୋଇ ଚୁର୍ଣ୍ଣ ହୋଇ ଯାଇଥିଲା | ଆଉ କାର ରେ ଥିବ କାଚ ଗୁଡିକ ମଧ୍ୟ ଭାଙ୍ଗି ଯାଇଥିଲା ସମ୍ପୂର୍ଣ୍ଣ ଭାବରେ ଓ ଚାରି ଆଡ଼େ ପଡିଥିବାର ମଧ୍ୟ ଦେଖିବାକୁ ମିଳିଥିଲା | ଆଉ ଯେଉଁ ଘଟଣା କୁ ଦେଖିଲେ ଆପଣ ମାନେ ଜାଣି ପାରିବେ କି କେତେ ଦ୍ରୁତ ଗତିରେ କାର ଟି ରାସ୍ତା ରେ ଯାଉଥିଲା | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।