ଆଶ୍ଚର୍ଯ୍ୟ ! ଆକାଶରୁ ବର୍ଷିଲା କୁଇଣ୍ଟାଲ କୁଇଣ୍ଟାଲ ମାଛ… ଭିଡ଼ିଓ ନ ଦେଖିଲେ ବିଶ୍ୱାସ କରିବେନି, ଦେଖନ୍ତୁ Video

ସୋସିଆଲ ମିଡ଼ିଆ ରେ ବିଭିନ୍ନ ସମୟରେ ଏମିତି ସବୁ ଘଟଣା ନଜର କୁ ଆସିଥାଏ ଯାହା କୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଆଉ ଏବେ ଏକ ଘଟଣା ନଜର କୁ ଆସିଛି ଯେଉଁଠି ଏମିତି କିଛି ଦୃଶ୍ୟ ଦେଖି ସ୍ଥାନୀୟ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି।ତେବେ ଆସନ୍ତୁ ଜାଣିବା ସେହି ଘଟଣା ସମ୍ପର୍କରେ ଯାହା ମାଛ ର ବର୍ଷା ହୋଇଥିଲା। ଏଠାରେ ଏବେ ଏକ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ଆକାଶ ରୁ ମାଛ ପଡି ଥିବାର ଦେଖିବାକୁ ମିଳିଛି।

ଏହି ଘଟଣା ଏବେ ସୋସିଆଲ ମିଡ଼ିଆ ରେ ଜୋର ରେ ଭାଇରଲ ହୋଇଥିଲା ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ବିଭିନ୍ନ ସମୟରେ ଏମିତି ସବୁ ଘଟଣା ସାମ୍ନା କୁ ଆସିଥାଏ ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଇ ଥାଆନ୍ତି। ଅନେକ ଘଟଣା ସୋସିଆଲ ମିଡ଼ିଆ ରେ ଏତେ ଭାଇରଲ ହୋଇଥାଏ ଯାହା କୁ ଦେଖିବା ପରେ ସମସ୍ତେ ସହଜ ରେ ବିଶ୍ୱାସ କରି ପାରନ୍ତି ନାହିଁ। ଏମିତି ଘଟଣା ଅନେକ ସମୟରେ ଦେଖିବା ପାଇଁ ମିଳି ଥାଏ ଯାହା କୁ ଆପଣ ମାନେ ଆଗରୁ ଅନେକ ଥର ଦେଖୁଥିବେ।

ଆଉ ଏବେ ଏମିତି ଘଟଣା ନଜରକୁ ଆସିଛି ଯେଉଁଠି ଏମିତି କିଛି ଦୃଶ୍ୟ ଯାହା ସ୍ଥାନୀୟ ଅଞ୍ଚଳରେ ଚହଳ ସୃଷ୍ଟି କରିଛି। ଆଉ ଏମିତି ଏକ ଘଟଣା ଏବେ ସୋସିଆଲ ମିଡ଼ିଆ ରେ ବହୁତ ଭାଇରଲ ହୋଇଛି ଯାହା ଆପଣ ମାନେ ଏଠାରେ ଦେଖିବାକୁ ପାଇଥିବେ। ଏହି ଘଟଣା ଏବେ ଚାରିଆଡେ ଦେଖା ଦେଇଛି ଯାହା ଆପଣ ମାନେ ଦେଖିଥିବେ। ଏହି ଘଟଣା ଟିରେ ଏଜ ଭିଡ଼ିଓ ନଜର କୁ ଆସିଛି ଯେଉଁଠି ମାଛ ବହୁତ ଗୁଡିଏ ଆକାଶ ରୁ ଖସି ପଡିଛି ଯାହା ଆପଣ ମାନେ ଦେଖିବାକୁ ପାଇଥିବେ। ଏହି ଘଟଣା ଟିରେ ମାଛ କୁ ଲୋକ ମାନେ ସବୁ ରାସ୍ତା ରୁ ନେଇ ଯାଇଛନ୍ତି ଯାହା ଆପଣ ମାନେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଥିବାର ଦେଖିବାକୁ ପାଇଥିବେ। ଏହି ଘଟଣା ଟିରେ ଦେଖିବାକୁ ମିଳିଛି ଯେ ଏମିତି ଏତେ ଜୋର ରେ ବର୍ଷା ହୋଇଛି ଯେଉଁଠି ଆକାଶ ରୁ ପାଣି ସହିତ ମାଛ ମଧ୍ୟ ବର୍ଷା ଆକାର ରେ ପଡ଼ିଛି।

ଆଉ ଏହି ସବୁ ମାଛ କୁ ଏତେ ଆକାର ରେ ପଡିବା ପରେ ରାସ୍ତାରେ ଯାଉଥିବା ଲୋକ ମାନେ ସଂଗେ ସଂଗେ ନେଇ ଯାଉଛନ୍ତି ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି। ଆଉ ଏହି ଘଟଣା ଟିରେ ଯେତେ ମାଛ ସବୁ ଆକାଶ ରୁ ପଡିଛି ତାହା ସମସ୍ତେ ଦେଖିବା ପରେ ଚିନ୍ତାରେ ରହିଛନ୍ତି। ଆଉ ଏହି ଘଟଣା କୁ ସାଧାରଣ ଲୋକ ମାନେ ସହଜରେ ବିଶ୍ଵାସ କରି ପାରନ୍ତି ନାହିଁ। ଏବେ ଜାଣିବାକୁ ମିଳୁଛି ଯେ ମାଛ ମଧ୍ୟ ପାଣି ସହିତ ଆକାଶକୁ ଯାଇଛି ଯାହା ଏବେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment