ଆଶ୍ଚର୍ଯ୍ୟ ! ବାହାଘର 12 ଘଣ୍ଚା ପରେ କନିଆଁ ଦେଲା ଗୋଟିଏ ଛୁଆ କୁ ଜନ୍ମ ବାପ ନା ଶୁଣି ଶାଶୁ ଘର ଲୋକ ହୋଇଗଲେ ବେହୋସ ….

0

ଆମ ସମାଜରେ ପ୍ରତିଦିନ ଅନେକ ଘଟଣା ଘଟି ଥାଏ। ତେବେ ସେହି ସବୁ ଘଟଣା ବିଷୟରେ ଆମେ ଅବଗତ ହୋଇପାରୁ ଆଜି କାଲି ସୋସିଆଲ ମିଡିଆ ରେ , ସେଥିପାଇଁ ବର୍ତ୍ତମାନ ସୋସିଆଲ ମିଡ଼ିଆ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ନିଜ ଘରେ ବସି ସକାଳଠୁ ସନ୍ଧ୍ୟା ପର୍ଯ୍ୟନ୍ତ ହେଉଥିବା ଘଟଣା ବିଷୟରେ ଟିକିନିକ ଖବର ବିଷୟରେ ଶୁଣିଥାଉ। କିନ୍ତୁ ବେଳେ ବେଳେ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବା ପାଇଁ ମିଳିଥାଏ, ଯାହା ଜାଣିଲା ପରେ ଆପଣ ମାନେ ଆଶ୍ଚର୍ଯ୍ୟ ଚକିତ ହୋଇଯିବେ। କିନ୍ତୁ ବିଶ୍ଵାସ ନହେଲେ ମଧ୍ୟ ସତ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ବିବାହର ୧୨ ଘଣ୍ଟା ପରେ ଯୁବତୀ ଜଣଙ୍କ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଇଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ,ଇଂଲଣ୍ଡର ଜଣେ ଯୁବକ କାର୍ଲି, ତାଙ୍କର ବୟସ ମାତ୍ର ୨୬ ବର୍ଷ, ତାଙ୍କର ୧୯ ବର୍ଷୀୟ ପ୍ରେମିକା ଡ଼େନିଙ୍କୁ ବିବାହ କରିଥିଲେ। ବିବାହ ସମୟରେ କାର୍ଲ ଏକ ନୃତ୍ୟ ପରିବେଷଣର ଆୟୋଜନ କରିଥିଲେ। ସେହି ନୃତ୍ୟ ପରିବେଷଣରେ ତାଙ୍କ ସ୍ତ୍ରୀ ଡେନି ମଧ୍ୟ ଅଂଶ ଗ୍ରହଣ କରିଥିଲେ।ଯୁବତୀ ଜଣଙ୍କ ନାଚୁ ଥିବା ବେଳେ ହଟାଥ ତଳେ ପଡି ଅଚେତ ହୋଇ ଗଲେ ଓ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲରେ ଭର୍ତ୍ତି କରା ଗଲା। ଏବଂ ସେହି ଯୁବତୀ ଜଣଙ୍କ ହସ୍ପିଟାଲରେ ଏକ ଶିଶୁ ପୁତ୍ରକୁ ଜନ୍ମ ଦେଲେ। ତେବେ ବିବାହର ମାତ୍ର ୧୨ ଘଣ୍ଟା ପରେ ଯୁବତୀ ଜଣଙ୍କ ଏକ ପିଲାକୁ ଜନ୍ମ ଦେଇଥିଲେ। ଡାକ୍ତରଙ୍କ କହିବା ଅନୁସାରେ ମା ଓ ଶିଶୁ ଉଭୟେ ସୁସ୍ଥ ଅଛନ୍ତି।

ଲୋକ ମାନେ ଏଭଳି ଘଟଣା ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇଗଲେ। ଏହି ଖବର ଶୁଣି ଉଭୟେ ସ୍ୱାମୀ ଓ ସ୍ତ୍ରୀ ବହୁତ ଖୁସି ହେବା ସଙ୍ଗେ ସଙ୍ଗେ ଆନନ୍ଦ ପ୍ରକାଶ ମଧ୍ୟ କରିଥିଲେ।ଉଭୟେ ଡ଼େନି ଓ କାର୍ଲ ବହୁତ ଭଲ ପାଉଥିଲେ, କେହି କାହାରିକୁ ମଧ୍ୟ ଛାଡି ରହି ପାରୁନଥିଲେ ଏବଂ ବିବାହ ପୂର୍ବରୁ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ମଧ୍ୟ ରହିଥିଲା। ତେବେ ବନ୍ଧୁଗଣ ଏହି ଘଟଣା ଯେ କେବଳ ପାଶ୍ଚାତ୍ୟ ଦେଶରେ ଘଟୁଛି, ତାହା ନୁହେଁ ବରଂ ଏହା ଆମ ଦେଶର ନିଉଜ୍ ହେଡଲାଇନ ସାଜିଛି କହିଲେ କିଛି ଭୂଲ ହେବ ନାହିଁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।