ଦେଖନ୍ତୁ ଭିଡ଼ିଓ : ଆଶ୍ଚର୍ଯ୍ୟ ! ଦେଖନ୍ତୁ କିପରି ନିଜର ପୋଷା କୁକୁର ପାଇଁ ଭାଲୁ ସହିତ ଲଢେଇ କଲା ଏ ଝିଅ, ଥରୁଟିଏ ନିଶ୍ଚୟ ଦେଖନ୍ତୁ….

0

ବନ୍ଧୁଗଣ ସ୍ୱାଭାବିକ ଭାବରେ ଆମେ ପ୍ରତିଦିନ ଅନେକ ପ୍ରକାରର ଘଟଣା କୁ ନିଜେ ଦେଖିଥାଉ ଏବଂ ତାହା ସାଧାରଣ ହୋଇ ଥିବାରୁ ଆମେ ତାକୁ ବିଶ୍ୱାସ ମଧ୍ୟ କରିଥାଉ।ଆଜି ଆମେ ଜାଣିବା କିଛି ଏମିତି ଅଜବ କଥା ଯାହା ଆପଣଙ୍କୁ ସାମାନ୍ୟ ଚକିତ କରିବ।ଆଜିର ଏହି ଦୁନିଆ ରେ ଅଧିକାଂଶ ସମୟରେ କିଛି ନା କିଛି ଅଜବ ଘଟଣା ମାନ ଦେଖିବା ପାଇଁ ମିଳିଥାଏ। ବହୁତ୍ ଏହି ଭଳି ଘଟଣା ଅଛି ଯାହାକୁ ଆମେ ହେୟ ଜ୍ଞାନ କରିଥାଉ କିନ୍ତୁ ବାସ୍ତବରେ ତାର ରହସ୍ୟ ଆମକୁ ଆଶ୍ଚର୍ଯ୍ୟ କରିଥାଏ। କାରଣ ଏହିଭଳି କିଛି ଘଟଣା ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ଏହା କିପରି ସମ୍ଭବ।ଆପଣ ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭାଇରାଲ ଭିଡିଓ ଦେଖୁଥିବେ।

ତେବେ ସେଥିମଧ୍ୟରୁ କିଛି ଭିଡିଓ ଅଛି ଯାହା ଅନ୍ୟ ଭିଡିଓ ଠାରୁ ଟିକେ ଅଲଗା। ସେହିଭଳି ଏକ ଭାଇରାଲ ଭିଡିଓ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଆପଣ ତ ଜାଣିଛନ୍ତି ଇତର ପ୍ରାଣୀ ମାନଙ୍କର ମଣିଷ ପ୍ରତି କେତେ ଦୟା, ସ୍ନେହ, କରୁଣା ଓ ଭଲପାଇବା ରହିଥାଏ, ଏକଥା କୁ ଆଦୌ ଅସ୍ବୀକାର କରି ହେବ ନାହିଁ। ଯଦି ଏଥିପ୍ରତି ଆପଣଙ୍କର ସନ୍ଦେହ ଥାଏ ତେବେ ଥରୁଟିଏ ଆପଣଙ୍କ ଘରେ ଥିବା ପୋଷା କୁକୁର କଥା ଭାବନ୍ତୁ ଆପଣ ଠିକ୍ ବୁଝି ପାରିବେ ଏହା କେତେ ସତ।

ସେହିଭଳି କେବଳ ମଣିଷ ପ୍ରତି ମଣିଷର ନୁହଁ ବରଂ ଏବେବି ଇତର ଜନ୍ତୁ ଏବଂ ପଶୁ ପକ୍ଷୀ ମାନଙ୍କ ସହ ଲୋକଙ୍କୁ ଅସୁବିଧାରେ ସୁବିଧା ଯୋଗାଇବା ଏବଂ ସହାୟତା ଯୋଗାଇବା ପାଇଁ ଆଗେଇ ଆସୁଛନ୍ତି ବହୁତ୍ ସଦ୍ ହୃଦୟବାନ ବ୍ୟକ୍ତି ବିଶେଷ। ଯେଉଁମାନେ ପଶୁ ମାନଙ୍କୁ ବହୁତ ଭଲ ପାଆନ୍ତି।ତେବେ ଯେଉଁ ବ୍ୟକ୍ତି ମାନେ କହୁଛନ୍ତି କି ବର୍ତ୍ତମାନର ଦୁନିଆରେ ମଣିଷ ଏବଂ ଜୀବଜନ୍ତୁ ମାନଙ୍କ ମଧ୍ୟରେ ସୁସମ୍ପର୍କ ସମ୍ଭବପର ନୁହେଁ ସେମାନଙ୍କ ପାଇଁ ଏହି ଭିଡିଓ ଏକ ଉଦାହରଣ ସଦୃଶ ଅଟେ। ଆପଣ ଥରେ ଏହି ଭିଡିଓ କୁ ଦେଖନ୍ତୁ, ଯେଉଁଠି ନିଜର ପୋଷା କୁକୁର କୁ ଭାଲୁ ହାବୁଡ଼ରୁ ରକ୍ଷା କରିବା ପାଇଁ ଜଣେ ଝିଅ କିପରି ଭାଲୁ ସହିତ ଲଢେଇ କରୁଛନ୍ତି।

ତେବେ ନିଜ ଜୀବନକୁ ଖାତିର ନକରି ଏହି ଝିଅଟି ଯେଉଁ ଭଳି ଭାବେ କୁକୁରକୁ ରକ୍ଷା କରିବା ପାଇଁ ଦୌଡ଼ି ଯାଉଛି ତାହା ଦେଖି ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବା ନିଶ୍ଚିତ।ଏହି ଭିଡିଓ ରେ ଏକ ବଡ଼ ଭାଲୁ ଯେଉଁଭଳି ଭାବରେ ଆଉ ଦୁଇ କୁନି ଭାଲୁ କୁ ନେଇ ପାଚେରୀ ଉପରେ ମାଡି ଆସୁଛି ଏହାକୁ ଦେଖି କୁକୁର ସେଠାକୁ ଯାଇଥିବା ବେଳେ, ଭାଲୁଟି ତାକୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି।ଆଉ ଏତିକି ବେଲେ ଏହି ଝିଅଟି ଦୌଡ଼ି ଯାଇ ଭାଲୁ ସହ ଲଢେଇ କରି ଭାଲୁକୁ ତଳକୁ ଠେଲିଦେଇ କୁକୁରକୁ ରକ୍ଷା କରିଥିବା ଦେଖିବାକୁ ମିଳୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।