ଆଶ୍ଚର୍ଯ୍ୟ ଘଟଣା ! ୧୫ ବର୍ଷ ହେଲାଣି ଏହି ମନ୍ଦିରରେ ପୁଜା କରୁଛି ଗୋଟିଏ ନାଗସାପ ମନ୍ଦିରର ରହସ୍ୟ ଜାଣିଲେ ଆପଣ ବି ହୋଇଯିବେ ତାଯୁବ…

0

ହିନ୍ଦୁ ଧର୍ମ ରେ ୩୩ କୋଟି ଦେବୀ ଦେବତା କୁ ପୂଜା କରାଯାଏ। ଆଉ ସବୁ ମଣିଷ ମାନଙ୍କ ମଧ୍ୟ ରେ ଭଗବାନ ଙ୍କ ପାଇଁ ଭକ୍ତି ଥାଏ କିନ୍ତୁ ମଣିଷ ପରି ପଶୁ ମାନଙ୍କ ର ମଧ୍ୟ ଭଗବାନ ଙ୍କ ପ୍ରତି ଭକ୍ତି ଶ୍ରଦ୍ଧା ଆଦି ଭରି ରହିଥାଏ। ମଣିଷ କୁ ଭଗବାନ ବାକ୍ ଶକ୍ତି ର ବରଦାନ ଦେଇଥାଏ ଯାହା ଦ୍ଵାରା ସେ ଭଗବାନ ଙ୍କ ପ୍ରତି ନିଜ ଭକ୍ତି ଭାବନା କୁ କହି ପାରିଥାଏ କିନ୍ତୁ ପଶୁ ହୁଏତ କଥା କହି ପାରୁ ନଥାଏ କିନ୍ତୁ ସେମାନଙ୍କ ମନରେ ମଧ୍ୟ ଭଗବାନ ଙ୍କ ପାଇଁ ଅଗାଧ ଭକ୍ତି ଶ୍ରଦ୍ଧା ରହିଥାଏ।

ତେବେ ଏହାର ଉଦାହରଣ ଆମେ ଅନେକ ଥର ଶୁଣିବାକୁ ପାଇଥାଉ। ତେବେ ସେମିତି ଏକ ଉଦାହରଣ ପୁଣି ଥରେ ଆମ ସାମ୍ନା କୁ ଆସିଛି ଯେଉଁଠି ଏକ ସାପ ର ଭଗବାନ ଶିବ ଙ୍କ ପ୍ରତି ର ଅଗାଧ ପ୍ରଭୁ ଭକ୍ତି ଦେଖିବା ପାଇଁ ମିଳିଛି । ତେବେ କଣ ରହିଛି ସମ୍ପୂର୍ଣ ଘଟଣା ଆସନ୍ତୁ ଜାଣିବା ;

ତେବେ ମଣିଷ ପରି ପଶୁ ମାନେ ମଧ୍ୟ ଅତି ନିଷ୍ଠା ରେ ଭଗବାନ ଙ୍କ ପୂଜା କରନ୍ତି । ସେମାନେ ମଧ୍ୟ ଉପବାସ ରଖି ବ୍ରତ କରନ୍ତି ।ତେବେ ଆମେ ମାନେ ।ଉତ୍ତର ପ୍ରଦେଶ ର ଆଗ୍ରା ପାଖରେ ରହି ଥିବା ସଲେମାବାଦ୍ ର ପ୍ରାଚୀନ ରେ ରହିଛି ଏକ ପୁରୁଣା ଶିବ ମନ୍ଦିର । ଏହି ମନ୍ଦିର ରେ ଦୀର୍ଘ ୧୫ ବର୍ଷ ଧରି ଏକ ସାପ ବ୍ରାହ୍ମଣ ପରି ଭଗବାନ ଶିବ ଙ୍କ ପୂଜା କରି ଆସୁଛି।

ଆଉ ଏହି ସାପ ଟି ମନ୍ଦିର ରେ ପାଖାପାଖି ୫ ଘଣ୍ଟା ରହିଥାଏ ଓ ଭଗବାନ ଙ୍କ ପୂଜା କରିଥାଏ । ପ୍ରଥମେ ଏହି ସାପ ବିଷୟ ରେ କେହି ଜାଣି ନଥିଲେ ଯେତେବେଳେ ଏହି ସାପ ବିଷୟ ରେ ଜଣା ପଡ଼ିଲା ମନ୍ଦିର ରେ ଶ୍ରଦ୍ଧାଳୁ ମାନଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ସକାଳ ପ୍ରାୟ ୧୦ ଟା ରୁ ୩ ଟା ଯାଏଁ ଏହି ସାପ ଟି ମନ୍ଦିର ରେ ରହିଥାଏ ଓ ଭଗବାନ କୁ ପୂଜା କରିଥାଏ।

ତେବେ ସାଧାରଣତଃ ସାପ ର ନାମ ଶୁଣିଲେ ଭୟ ରେ ଦେହ ଥରିବାକୁ ଆରମ୍ଭ କରି ଥାଏ। କାରଣ ସାପ ଏକ ବିଷଧର ଓ ଭୟଙ୍କର ଜୀବ ଅଟେ ଯିଏ ମଣିଷ ର ତିଳେ ମାତ୍ର ଭୁଲ ରେ ତାକୁ କ୍ଷତି ପହଞ୍ଚାଇ ଥାଏ । କିନ୍ତୁ ଭଗବାନ ଶିବ ଙ୍କ ମନ୍ଦିର ରେ ଏହି ସାପ ଟି ଅନେକ ଦିନରୁ ରହିଥିଲେ ମଧ୍ୟ ସେ କେବେ କାହାରିକୁ କୌଣସି ପ୍ରକାର କ୍ଷତି ପହଞ୍ଚାଇ ନାହିଁ। ତେବେ ଏହି ସାପ ଟି ଭଗବାନ ଙ୍କୁ ଦର୍ଶନ କରିବାକୁ ଆସୁଥିବା ସମସ୍ତ ଭକ୍ତ ମାନଂକୁ ଦର୍ଶନ ଦେଇଥାଏ ।

ମନ୍ଦିର ର ପୂଜାରୀ ମାନଙ୍କ କହିବା ଅନୁସାରେ ଏହା କୌଣସି ସାଧାରଣ ସାପ ନୁହେଁ ବରଂ ଏହା ଭଗବାନ ଭୋଳା ଶଙ୍କର ଙ୍କ ର ଏକ ରୂପ ବୋଲି ଗ୍ରହଣ କରିଛନ୍ତି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।