Jyotisa Shastra – ଆସିଗଲା ଶୁଭ ସମୟ ।। ଆଗାମୀ ୪୮ ଘଣ୍ଟା ଭିତରେ ଏହି ୬ଟି ରାଶିର ଭାଗ୍ୟ ବଦଳିଯିବ

ଆମ ମନୁଷ୍ୟ ଜୀବନରେ ଯାହା ସବୁ ଘଟିଥାଏ l ସେ ସବୁ ମନୁଷ୍ୟ ଜନ୍ମ ହେବା ଆଗରୁ ତା ଭାଗ୍ୟରେ ଲେଖା ଯାଇଥାଏ lଜନ୍ମ କୁଣ୍ଡଳୀରେ ଯାହା ଲେଖା ହୋଇଛି ସେ ସବୁ ନିଶ୍ଚୟ ଘଟିବ l ଭଗବାନ ହନୁମାନ ହେଉଛନ୍ତି, ମହା ଶକ୍ତିଶାଳୀ l ଏହି ଭଗବାନଙ୍କୁ ଆରାଧନା କଲେ ବହୁତ ଭଲ ଫଳ ମିଳିଥାଏ l ତେବେ ଆସନ୍ତୁ ଜାଣିବା ହନୁମାନ କେଉଁ ରାଶି ଉପରେ ପ୍ରସନ୍ନ ଅଛନ୍ତି l

1- ସିଂହ –

ଏହି ରାଶିରେ ପ୍ରଚୁର ଧନ ବର୍ଷା ହେବ l ଧନର ଅଭାବ କେବେ ଦେଖା ଯିବ ନାହିଁ l ଏହି ରାଶିର ପରିବାରରେ ବହୁତ ସୁଖ ଶାନ୍ତି ଆସିବ l ଆପଣଙ୍କ ପ୍ରେମ ଜୀବନରେ ମଧ୍ୟ ସୁଖ ଶାନ୍ତି ମିଳିବ l ବିଦ୍ୟାର୍ଥୀ ମାନେ ମଧ୍ୟ ସଫଳତା ପାଇ ପାରିବେ l ଏହି ରାଶିର ଲୋକମାନେ ବେପାର ବାଣିଜ୍ୟ କ୍ଷେତ୍ରରେ ଲାଭବାନ ହେବେ l

2- କନ୍ୟା –

ଏହି ରାଶିର ଲୋକମାନଙ୍କ ଜୀବନରେ ସବୁବେଳେ ସୌଭାଗ୍ୟ ଦେଖା jiba l ଏହି ରାଶିର ଲୋକମାନେ ଜୀବନରେ ସଫଳତା ଲାଭ କରିବେ l ଏହି ରାଶିର ବ୍ୟକ୍ତି ମାନଙ୍କ ପ୍ରେମ ଜୀବନରେ ନିବିଡ ସମ୍ପର୍କ ବଢିବ l ଏହି ଲୋକମାନେ ଆରୋଗ୍ୟ ଏବଂ ଆନନ୍ଦ ପୂର୍ଣ୍ଣ ଜୀବନ ଲାଭ କରିବେ l

3- ବୃଷ –

ବଜରଙ୍ଗ ବାଲିଙ୍କ କୃପାରୁ ଜୀବନରେ ସଫଳତା ମିଳିବ ଓ ପରିବାରରେ ସୁଖ ଶାନ୍ତି ବଢିବ l ଧନ ପ୍ରାପ୍ତି ହେବ ଏବଂ ଚାକିରୀ କରୁଥିଲେ ସାବଧାନ ହୋଇ ରୁହନ୍ତୁ l କାରଣ ବହୁତ ଖର୍ଚ ବଢ଼ି ପାରେ l ତେବେ ଯେତେ ଧନ ଆସିଲେ ମଧ୍ୟ ସବୁ ଖର୍ଚ ହୋଇ ଯିବ l

4- କୁମ୍ଭ –

ଏହି ରାଶିର ବ୍ୟକ୍ତି ମାନଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ଆସିବ l ଆପଣ କୌଣସି ମାଳିମାକୋଦାମ ବା କେସ ହୋଇଥିଲେ l ତାହା ଆମ ଜୀବନରେ ବହୁତ ଭଲ ଫଳ ଆଣିବ l ଧନ ବୃଦ୍ଧି ହେବ ଏବଂ ଘରେ ବହୁତ ଖୁସି ଲାଗି ରହିବ l ସହିତ ଆପଣଙ୍କୁ ବହୁତ ବଡ ଖୁସି ଖବର ମିଳିବାକୁ ଯାଉ ଅଛି l

5- ବିଛା

ଏହି ରାଶିର ଲୋକମାନେ ଜୀବନରେ ସଫଳତା ପାଇ ପାରିବେ l ପ୍ରେମ ସମ୍ପର୍କରେ ଆପଣ ଧୋକା ବା ପ୍ରତାରଣା ହୋଇ ପାରେ l ଏହି ରାଶିର ଲୋକମାନେ ସବୁ କାର୍ଯ୍ୟ କଲା ବେଳେ ଭଗବାନକୁ ମନେ ପକାଇ ଓ ବହୁତ ଭାବି ଚିନ୍ତି କାର୍ଯ୍ୟ କରିବା ଆବଶ୍ୟକ l ଯାହା ଫଳରେ ଆମକୁ କାର୍ଯ୍ୟରେ ସଫଳତା ମିଳି ପାରିବ l

6- କର୍କଟ :-

ଯେଉଁ ରାଶି ମାନଙ୍କର ଭାଗ୍ୟ ଚମକିବାକୁ ଯାଉଛି ସେମାନଙ୍କ ମଧ୍ୟରୁ କୁମ୍ଭରାଶି ଅନ୍ୟତମ l ଏହି ରାଶିର ଗ୍ରହ ପରିବର୍ତନ କାରଣରୁ ଏହି ରାଶି ଲୋକଙ୍କଠୀ ବଡ ପରିବର୍ତନ ଦେଖାଦେବ l ଏହି ସମୟ ଖୁସି ପୂର୍ଣ୍ଣ ରହିବ ଏବଂ ଯେଉଁମାନେ ଚାକିରୀ ଖୋଜୁଛନ୍ତି ଛକିରୀ ମିଳିବ l ଏଥି ସହିତ ଜଡିତ ସମସ୍ୟା ଗୁଡିକ ଖୁବଶୀଘ୍ର ସମାଧାନ ହେଇଯିବ l

ବଜରଙ୍ଗବାଲିଙ୍କ କୃପାରୁ ଏହି ସବୁ ରାଶିମାନେ ବହୁତ ଭଲରେ ଜୀବନ କଟାଇ ପାରିବେ l ଆପଣ ହନୁମାନଙ୍କୁ ସବୁବେଳେ ଆରାଧନା କରିବା ଉଚିତ l ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment