ଆସିଲା ଖୁସି ଖବର ! ଆଜି ଠାରୁ ପୁଣି କମିଲା ସୁନା ରୂପାର ଦର ,ସମ୍ପୂର୍ଣ୍ଣ ତଥ୍ୟ ଜାଣିବା ପାଇଁ ନିଶ୍ଚୟ ପଢନ୍ତୁ

0

ଗତ କିଛି ଦିନ ହେବ ସୁନା ରେଟ କ୍ରମଶଃ ବୃଦ୍ଧି ପାଇବାକୁ ଲାଗିଥିଲା କିନ୍ତୁ ଆଜି ସୁନା ରେଟରେ କ୍ରମଶଃ ହ୍ରାସ ପାଇବାରେ ଲାଗିଛି । ତେବେ କେତେ ସୁନା ରେଟ କମିଛି ବଜାର ପ୍ରାଇସରେ ଏବଂ ସୁନା ରେଟ 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ କେତେ ଚାଲିଛି ଆସନ୍ତୁ ଜାଣିବା ।

ତେବେ ଆଜି ଭାରତ ରାଜଧାନୀ ଦିଲ୍ଲୀ ସରଫା ବଜାରରେ ଶୁଦ୍ଧ ସୁନା 24 କ୍ୟାରେଡକୁ 10 ଗ୍ରାମ ପିଛା 52 ହଜାର 620 ଟଙ୍କା ଥିବା ବେଳେ 22 କ୍ୟାରେଡ ସୁନାର ମୂଲ୍ୟ 48 ହଜାର 240 ଟଙ୍କା 10 ଗ୍ରାମ ପିଛା ରହିଛି । ତେବେ ପଶ୍ଚିମ ଭାରତ ପ୍ରମୁଖ ସହର ମୁମ୍ୱାଇରେ ସୁନା ରେଟ 24 କ୍ୟାରେଡକୁ 10 ଗ୍ରାମ ପିଛା 39 ହଜାର 540 ଟଙ୍କା ଥିବା ବେଳେ 22 କ୍ୟାରେଡ ସୁନାର ମୂଲ୍ୟ 48 ହଜାର 540 ଟଙ୍କା ରହିଛି ।

ତେବେ ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ଶୁଦ୍ଦ ସୁନା 24 କ୍ୟାରେଡର ମୂଲ୍ୟ 10 ଗ୍ରାମ ପିଛା 50 ହଜାର 870 ଟଙ୍କା ଥିବା ବେଳେ , 22 କ୍ୟାରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 46 ହଜାର 630 ଟଙ୍କା ହେବାର ଦେଖିବାକୁ ମିଳିଛି ।

ତେବେ ଓଡିଶା ରାଜଧାନୀ ଭୁବନେଶ୍ୱରରେ ଶୁଦ୍ଧ ସୁନା 24 କ୍ୟାରେଡର ମୂଲ୍ୟ 10 ଗ୍ରାମ ପିଛା 50 ହଜାର 130 ଟଙ୍କା ଥିବା ବେଳେ 22 କ୍ୟାରେଡ ସୁନାର ମୂଲ୍ୟ 10 ଗ୍ରାମ ପିଛା 45 ହଜାର 950 ଟଙ୍କା ଦେଖିବାକୁ ମିଳିଛି ।

ତେବେ ଭୁବନେଶ୍ୱରରେ ରୂପା ଜିନିଷର ଦାମ 10 ଗ୍ରାମ ପ୍ରତି 713 ଟଙ୍କା ଥିବା ବେଳେ , 100 ଗ୍ରାମ ରୂପାର ମୂଲ୍ୟ 7ହଜାର 135 ଟଙ୍କା । ସେହିଭଳି ଭାବରେ ଏକ କେଜି ରୂପାର ମୂଲ୍ୟ 71 ହଜାର 350 ଟଙ୍କା ହୋଇଛି ।

ତେବେ ଆପଣମାନେ ଜାଣି ପାରିଲେ ପ୍ରକୃତ ସୁନା ରୂପା ଗହଣାର ପ୍ରକୃତ ମୂଲ୍ୟ ଏବଂ ଆପଣମାନେ ଆପଣଙ୍କ ଆଖ ପାଖ ବଜାରରୁ ମଧ୍ୟ ବୁଝି ପାରିବେ । ଆପଣମାନେ ଏହାର ଲାଭ ଉଠାଇ ପାରିବେ କାରଣ ଅନେକ ଲୋକମାନେ ସୁନା ଗହଣାର ଅଧିକ ମୂଲ୍ୟ ହୋଇଯିବା ଯୋଗୁଁ ସେମାନେ କୌଣସି ପ୍ରକାର ଗହଣା କିଣିବା ସମ୍ଭବ ହୋଇପାରୁ ନଥିଲା । କିନ୍ତୁ ଏବେ କିଛି ମାତ୍ରାରେ ସୁନା ଗହଣାର ବୃଦ୍ଧି ହ୍ରାସ ପାଇଛି , ଯାହାଫଳରେ ସେମାନେ କିଛିବି ଜିନିଷ କିଣି ପାରିବେ ।

ଆପଣ ମାନେ ପାଖ ମାର୍କେଟରୁ ମଧ୍ୟ ସୁନା ଗହଣାର ସଠିକ ମୂଲ୍ୟ ଜାଣି ପାରିବେ । ଏହା ସାଧାରଣ ଲୋକମାନଙ୍କ ପାଇଁ ବହୁତ ବଡ ଅଫର ଅଟେ । ଏହାକୁ ହାତଛଡା କରିବା ଆଦୁ ଉଚିତ ନୁହେଁ କାରଣ ଆଗାମୀ ସମୟରେ ଏହାର ମୂଲ୍ୟ ବୃଦ୍ଦି ହୋଇପାରେ , ସେଥିପାଇଁ ଆପଣ ମାନେ ଏହାର ଲାଭ ଉଠାନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।