ଆସିଲା ଖୁସି ଖବର ! ବ୍ୟବସାୟ ପାଇଁ ବଡ ଘୋଷଣା, ମାତ୍ର ୭ ଦିନରେ ମିଳିବ ୧୦ ଲକ୍ଷ ଟଙ୍କାର ଲୋନ, ଦେଖନ୍ତୁ ସମ୍ପୂର୍ଣ୍ଣ ଖବର

0

କେନ୍ଦ୍ର ସରକାର ଏକ ନୂଆ ଯୋଜନା ଆଣୁଛନ୍ତି। ସେଥିପାଇଁ ଏକ ଜରୁରୀ ଖବର ଅଣୁଛନ୍ତି। ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ସରକାର ମୁଦ୍ରା ଯୋଜନର ଏକ ନୂଆଁ ନିୟମ ଜଣାଇଛନ୍ତି। ଯାହା ଆପଣ ମାନେ ଶୁଣିଲେ ବହୁତ ଖୁସି ହେବେ ଏହି ଯୋଜନାରେ ବ୍ୟବସାୟୀ ମାନେ ଏହାର ଲାଭ ଉଠାଇ ପାରିବେ। ତେବେ ଆସନ୍ତୁ ଏହି ନୂଆ ନିୟମ ବିଷୟରେ ଜାଣିବା। ସୂଚନା ଅନୁସାରେ, କେନ୍ଦ୍ର ସରକାର ବ୍ୟବସାୟ କରିବା ପାଇଁ ବା ବ୍ୟବସାୟୀ ବଢ଼େଇବା ପାଇଁ ଚାଂହୁଥିବା ବ୍ୟକ୍ତି ମାନଙ୍କ ପାଇଁ ଏକ ଖୁସି ଖବର ଘୋଷଣା କରିଛନ୍ତି। କେନ୍ଦ୍ର ସରକାରଙ୍କ ଜନହିତକର ଯୋଜନାର ନାଁ ରହିଛି ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା।

ଏଥିରେ ଯେ କୌଣସି ବ୍ୟକ୍ତି ସହଜରେ ଋଣ ନେଇ ବ୍ୟବସାୟୀ ଆରମ୍ଭ କରି ପାରିବେ। ଯେଉଁ ମାନେ ବ୍ୟବସାୟୀ କରିବାକୁ ଚଂହୁଥିବା ବ୍ୟକ୍ତି, କୌଣସି କର୍ପୋରେଟର ପାଇଁ ମୁଦ୍ରା ଯୋଜନାର ଋଣ ମିଳୁ ନଥିବା ବେଳେ ଛୋଟ ସଂସ୍ଥା ଓ ଏମିତିକି ପୁରୁଣା ବ୍ୟବସାୟ ମାନେ ଏହାର ଲାଭ ଉଠାଇ ପାରିବେ। ମୁଦ୍ରା ଯୋଜନାରେ ୧୦ ଲକ୍ଷ୍ୟ ପର୍ଯ୍ୟନ୍ତ ଜଣଙ୍କୁ ଲୋନ ମିଳି ପାରିବ। ଏହି ମୁଦ୍ରା ଯୋଜନାର ସମ୍ପୂର୍ଣ୍ଣ ନାଁ ହେଉଛି, ପ୍ରଧାନମନ୍ତ୍ରୀ ମାଇକ୍ରୋ ୟୁନିଟ ଡେଭଲପମେଣ୍ଟ ରିଫାଇନାସ ଏଜେନ୍ସି ଅଟେ। ବିଶେଷକରି ଏହି ଯୋଜନାରେ ୩ ପ୍ରକାରର ଲୋନ ଦିଆ ଯାଉଛି।

ପ୍ରଥମଟି ଶିଶୁ ମୁଦ୍ରା ଲୋନ, ଏଥିରେ ୫୦ ହଜାର ପର୍ଯ୍ୟନ୍ତ ଲୋନ ନେଇ ପାରିବେ, ଦ୍ୱିତୀୟଟି କିଶୋର ମୁଦ୍ରା ଲୋନ, ଯେଉଁଥିରେ ୫ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଜଣେ ଲୋନ ନେଇ ପାରିବ ଓ ସେହିପରି ତୃତୀୟଟି ହେଉଛି ତରୁଣ ମୁଦ୍ରା ଲୋନ, ଆଉ ଏଥିରେ ଜଣେ ସର୍ବାଧିକ ୧୦ ଲକ୍ଷ୍ୟ ଟଙ୍କା ପର୍ଯ୍ୟନ୍ତ ଲୋନ ନେଇ ପାରିବେ। ତେବେ ଏହି ଯୋଜନାରେ ବ୍ୟବସାୟୀ ମାନଙ୍କୁ ବିନା ଗ୍ୟାରେଣ୍ଟିରେ ମିଳି ପାରୁଛି ଓ ଏଥି ସହିତ ଋଣ କରୁଥିବା ବ୍ୟବସାୟଙ୍କ ଠାରୁ କୌଣସି ପ୍ରୋସେସିଙ୍ଗ ଚାର୍ଜ ନିଆ ଯାଇ ନଥାଏ। ଏଭଳି ଋଣ ନେଉଥିବା ବ୍ୟକ୍ତିଙ୍କୁ ପରିଶୋଧ କରିବା ପାଇଁ ୫ ବର୍ଷ ପର୍ଯ୍ୟନ୍ତ ସମୟ ମଧ୍ୟ ଦିଆ ଯାଇ ଥାଏ ଓ ଏହା ସହିତ ମାତ୍ର ୧୨ ରୁ ୧୬ ପ୍ରତିଶୋଧ ସୁଧରେ ଲୋନ ପ୍ରଦାନ କରା ଯାଇ ଥାଏ।

ଯେଉଁ ମାନେ ଋଣ ଚଂହୁଥିବା ବ୍ୟକ୍ତିଙ୍କର ମାସକୁ ୧୭ ହଜାରରୁ ଅଧିକ ଆୟ ହେଉ ଥିବା ଅଵଶ୍ୟକ ଅଟେ। ଯଦି ଆଗରୁ ବି ସେ କୌଣସି ବ୍ୟବସାୟ କରୁ ଥାଆନ୍ତି, ତା’ହେଲେ ୫ ବର୍ଷରୁ ଅଧିକ ପୁରୁଣା ହୋଇ ଥିବା ଦରକାର। ଯଦି ନୂଆଁ କରି ବ୍ୟବସାୟ କରିବାକୁ ଚଂହୁଥିବା ବ୍ୟକ୍ତି, ଅତି କମରେ କୌଣସି କ୍ଷେତ୍ରରେ ୨ ବର୍ଷ ଚାକିରୀ କରୁଥିବା ଜରୁରୀ ଅଟେ। ଖୁସିର କଥା ଯେ, ଏହି ଯୋଜନାରେ ଆବେଦନ କରିଲେ ମାତ୍ର ୭ ରୁ ୧୦ ଦିନ ମଧ୍ୟରେ ଋଣ ରାଶି ମିଳିଥାଏ। ୨୦୧୫ ମସିହାରୁ ଆରମ୍ଭ ହୋଇଥିବା ଏହି ଯୋଜନାରେ ୨୦୨୦ ମସିହାରୁ ଓ ୨୦୨୧ ମସିହା ପର୍ଯ୍ୟନ୍ତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ପ୍ରାୟ ୭୨ ଲକ୍ଷରୁ ଅଧିକ ଲୋକ ମାନେ ଉପକୃତ ହୋଇ ସାରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।